Tag: odisha

ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ

ବ୍ୟୁରୋ: ଜଟଣୀ ଉତ୍ତରାୟଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ, ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ଅବସରରେ, ତାଲୁକା ଆଇନ୍ ସେବା କମିଟି ଜଟଣୀ ପକ୍ଷରୁ, ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କମିଟିର ଅଧ୍ୟକ୍ଷା ହିତାଶ୍ରୀ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା…

ଶିଶୁ ବାଟିକାରେ ମାତୃ କର୍ମଶାଳା

ବ୍ୟୁରୋ: ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଶିଶୁ ବାଟିକା ବିଭାଗର ମାତୃ କର୍ମଶାଳା, ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ୮୨ଜଣ ମା’ ଯୋଗଦେଇଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ପ୍ରସନ୍ନ କୁମାର ରଥ ଅତିଥି ଭାବେ ଯୋଗଦେଇ ସମ୍ମିଳନୀକୁ…

ଗୃହ ମାଲିକଙ୍କ ଆକାଉଣ୍ଟରୁ ୧୩ ଲକ୍ଷ ଟଙ୍କା ଲୁଟ୍ ନେଲେ, ଘର କାମ କରୁଥିବା ସେବିକା

ବ୍ୟୁରୋ: ଘର କାମ କରିବାକୁ ସେବିକା ରଖିଛନ୍ତି କି? ତେବେ ହେଇଯାନ୍ତୁ ସାବଧାନ। ନିଜ ମୋବାଇଲ ଆଉ ବ୍ୟାଙ୍କ ତଥ୍ୟକୁ ସେବିକାଙ୍କ ଠାରୁ ରଖନ୍ତୁ ଦୂରରେ। ନହଲେ ଆପଣ ବି ହୋଇପାରନ୍ତି ସେବିକାଙ୍କ ଲୁଟ୍ ର ଶିକାର। ଜଣେ ସେବିକାଙ୍କ ଲୁଟ୍…

ନିଶା ଠାରୁ ଦୁରେଇ ରହିବାର ବାଟ ଦେଖାଇଲା ସୋଚ୍

ବ୍ୟୁରୋ: ଜଟଣୀ ସୋଚ୍ ଅନୁଷ୍ଠାନ ପକ୍ଷରୁ ଏକ ମାସ ଧରି ଚାଲିଥିବା ନିଶା ନିବାରଣ ଓ ବ୍ୟବହାରିକ ପରିବର୍ତ୍ତନ ଶିବିର ଉଦଯାପିତ ହୋଇଯାଇଛି। ସୋଚ୍ ଦ୍ୱାରା ଆୟୋଜିତ ଶିବିରରେ କୋଡ଼ିଏ ଜଣ ଶିଶୁ ଯୋଗଦେଇଥିଲେ। ଏହି ଶିଶୁ ମାନଙ୍କୁ ଶିବିରରେ ରଖି…

ଜନକଲ୍ଯାଣ ସେବାଟ୍ରଷ୍ଟ ପକ୍ଷରୁ ମାଗଣା ଦନ୍ତଚିକିତ୍ସା ଶିବିର

ବ୍ୟୁରୋ: ଜଟଣୀର ସାମାଜିକ ଅନୁଷ୍ଠାନ ଜନକଲ୍ଯାଣ ସେବାଟ୍ରଷ୍ଟ ପକ୍ଷରୁ ଆଜି, ଶ୍ରୀବତ୍ସ ପାଠାଗାର ପରିସରରେ ମାଗଣା ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଆଇନଜୀବୀ ଅକ୍ଷୟ ଦାସ, ପୂର୍ବତନ ସରପଞ୍ଚ ସୁନୀଲ୍ ରାଉତରାୟ, ବିଜେପି ନେତା ଲିଟୁରଂଜନ ରାଉତରାୟ, ଡ. ଅଙ୍କିତ୍…

ଅଶାଳୀନ ଡ୍ରେସ ପିନ୍ଧିଲେ ଶ୍ରୀମନ୍ଦିର ପ୍ରବେଶ ମନା

ବ୍ୟୁରୋ: ନୂଆ ବର୍ଷରୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ହେଲେ, ଭକ୍ତ ମାନଙ୍କୁ ପ୍ରଥମେ ନିଜ ପୋଷାକ ଉପରେ ଧ୍ୟାନ ଦେବାକୁ ପଡିବ। ଶ୍ରୀମନ୍ଦିର ହେଉଛି ସବୁଠୁ ପବିତ୍ର ସ୍ଥାନ। ସେଥିପାଇଁ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସୁଥ‌ିବା ଭକ୍ତ ମାନଙ୍କ ମଧ୍ୟରେ…

ଜଟଣୀରେ ଗୋପବନ୍ଧୁ ଦାସଙ୍କ ୧୪୬ତମ ଜୟନ୍ତୀ ପାଳିତ

ବ୍ୟୁରୋ: ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଏବଂ ପ୍ରାଣନାଥ ଫାଉଣ୍ଡେସନ ପକ୍ଷରୁ ଜଟଣୀ ଗୋପବନ୍ଧୁ ପାର୍କରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୬ତମ ଜୟନ୍ତୀ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ନୋଟାରୀ ପବ୍ଲିକ ତଥା ବରିଷ୍ଠ ସାମ୍ବାଦିକ ଅବନି କୁମାର…

ଡକ୍ତରୀ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ

ବ୍ୟୁରୋ: ହଷ୍ଟେଲରୁ ମିଳିଲା ଡାକ୍ତରୀ ଛାତ୍ରୀଙ୍କ ମୃତ ଦେହ। ଛାତ୍ରୀ ଜଣଙ୍କ ଭୁବନେଶ୍ୱର ଏକ ଘରୋଇ ମେଡିକାଲ କଲେଜର ବିଡିଏସ ର ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ମୃତ ଛାତ୍ରୀଙ୍କ ଘର ପଶ୍ଚିମବଙ୍ଗ ବୋଲି ଜଣା ପଡ଼ିଛି। ଆଜି ତାଙ୍କର ମୃତ…

ଭାଇ ଗୁଳି ମାଡରେ ଭଉଣୀର ମୃତ୍ୟୁ

ବ୍ୟୁରୋ: ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ବାନ୍ଧିଥାଏ ରାଖୀ। ଆଉ ଭାଇ ରାଖୀ ବଦଳରେ ଭଉଣୀକୁ ଦେଇଥାଏ ସୁରକ୍ଷାର ପ୍ରତିଶ୍ରୁତି। ହେଲେ ଆଜି ଜଣେ ଭାଇ ନିଜ ଭଉଣୀକୁ ସୁରକ୍ଷା ଦେବା ବଦଳରେ, ନେଇଛି ତାର ଜୀବନ। ଏଭଳି…

କାକଟପୁର ମା’ ମଙ୍ଗଳାଙ୍କ ପୀଠରେ ଆରମ୍ଭ ହେଲା ଷୋଳ ପୂଜା

ବ୍ୟୁରୋ: ପୁରୀ ଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠରେ, ଆଜିଠାରୁ ଆରମ୍ଭ ହୋଇଛି ଷୋଡଶ ଦିନାତ୍ମକ ପୂଜା ବା ଷୋଳ ପୂଜା। ମୂଳାଷ୍ଟମୀରେ ମା’ ମଙ୍ଗଳାଙ୍କୁ ପୂଜକମାନେ ସୁବାସିତ ଜଳରେ ସ୍ନାନ କରିବା ପରେ ମାଙ୍କୁ ନୂତନ ବସ୍ତ୍ର…