Tag: odisha

୧୪ ଜିଲ୍ଲାରେ ୨୩ ରୁ ୨୫ ସ୍କୁଲ ଛୁଟି

ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ନେଇ ୧୪ ଜିଲ୍ଲାରେ ୩ଦିନି ପାଇଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ବାତ୍ୟା ପ୍ରଭାବିତ ହେବାକୁ ଥିବା ୧୪ ଜିଲ୍ଲାରେ ଆସନ୍ତା ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିବ…

ଟୁଙ୍ଗୁରୁ ଭୋଳ ଗିରଫ

ବ୍ୟୁରୋ: ଗ୍ୟାରେଜରେ ପଶି ଚୋରି କରିବା ପରେ ଧରା ପଡିଲେ ଆଲୋକ ଭୋଳ ଓରଫ ଟୁଙ୍ଗୁରୁ । ସୂଚନା ମୁତାବକ ଭରତପୁର ଥାନା ଅଧିନ ଶ୍ରୀକ୍ଷେତ୍ର ବିହାରରେ ଥିବା ଏକ ୱେଲ୍ଡିଂ ଗ୍ୟାରେଜରୁ ଗତ ତା ୧୧.୦୪.୨୦୨୪ ରିଖ ମଧ୍ୟାନ ସମୟରେ…

ପତ୍ନୀଙ୍କ ସ୍ମୃତିରେ ଘରକୁ ଆଣିଲେ ସିଲିକନ୍ ପ୍ରତିମୂର୍ତ୍ତି

ବ୍ୟୁରୋ : କୋଭିଡ ଛଡେଇ ନେଇଥିଲା ପିଲାମାନଙ୍କ ଠାରୁ ତାଙ୍କ ମାଆ ଡାକ। ଏବେ କିନ୍ତୁ ମାଆ ଡାକରେ ଫାଟୁଛି ଘର। ବ୍ରହ୍ମପୁର ଅଞ୍ଚଳର ଯୁବ ବ୍ୟବସାୟୀ ପ୍ରଶାନ୍ତ ନାୟକ କୋଭିଡରେ ପତ୍ନୀଙ୍କୁ ହରାଇଥିଲେ । ସେବେଠାରୁ ତାଙ୍କ ଘରେ କାହା…

ପ୍ରାଣନାଥ ପଟ୍ଟନାୟକଙ୍କ ୫୪ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ବ୍ୟୁରୋ: ଜଟଣୀ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ପକ୍ଷରୁ ମହାନ ସ୍ଵାଧୀନତା ସଂଗ୍ରାମୀ ତଥା ଓଡିଶାରେ ଶିକ୍ଷା ଆନ୍ଦୋଳନର ପବର୍ତ୍ତକ ସ୍ଵର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ୫୪ତମ ଶ୍ରାଦ୍ଧ ବାର୍ଷିକୀ ଜଟଣୀ ପ୍ରାଣନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଫାଉଣ୍ଡେସନର ଚେୟାରମ୍ୟାନ…

ଚୋରି ଜିନିଷ ଜବତ, ଜଣେ କୋର୍ଟ ଚାଲାଣ

ବ୍ୟୁରୋ: ଜଟଣୀ ପୋଲିସ ଗତ ୨ତାରିଖରେ ଘଟିଥିବା ଚୋରି ଘଟଣାର ତଦନ୍ତ କରି, ଚୋରି ଟଙ୍କା ଓ ସୁନା ଅଳଙ୍କାର ଜବତ କରିବା ସହ ଜଣେ ମହିଳା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ମହିଳା ଅଭିଯୁକ୍ତ ଜଣକ…

ନାଇଜର ଜାତୀୟ ଯୋଗ ସମ୍ମିଳନୀ ଉଦ୍‌ଯାପିତ

ବ୍ୟୁରୋ : ନାଇଜର ଭୁବନେଶ୍ୱରର ଜଟଣୀ କ୍ୟାମ୍ପସ ପରିସରରେ ଚାଲିଥିବା ପରମାଣୁ ଉର୍ଜା ବିଭାଗର ସପ୍ତମ ଜାତୀୟ ଯୋଗ ସମ୍ମିଳନୀ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ଏହି ଉଦ୍‌ଯାପନୀ ଉତ୍ସବରେ ସଭାପତିତ୍ୱ କରିଥିଲେ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ହିରେନ୍ଦ୍ରନାଥ ଘୋଷ । ମୁଖ୍ୟ…

ସ୍ମାର୍ଟ ବିଦ୍ୟାଳୟ ଛାତରୁ ଖସିଲା ପ୍ଲାଷ୍ଟର୍, ୩ଛାତ୍ରୀ ଜଣେ ଶିକ୍ଷକ ଆହତ

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅଧିନ ଧଳାପଥର କଳାପଥର ବାଳିକା ଉଚ୍ଚବିଦ୍ୟାଳୟରେ, ଛାତରୁ ପ୍ଲାଷ୍ଟର୍ ଖସି ୩ ଜଣ ଛାତ୍ରୀଙ୍କ ସହ ଜଣେ ଶିକ୍ଷକ ଆହତ ହୋଇଛନ୍ତି। ସୂଚନା ମୁତାବକ ବିଦ୍ୟାଳୟରେ ପ୍ରାର୍ଥନା ସରିବା ପରେ ଶ୍ରେଣୀ କକ୍ଷରେ ଶିକ୍ଷାଦାନ…

ନାବାଳିକା ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ କୋର୍ଟ ଚାଲାଣ

ବ୍ୟୁରୋ: ଗତ ଶନିବାର ରାତିରେ ଜଟଣୀ କୁଦିଆରୀ ଅଞ୍ଚଳରେ ଘଟିଥିବା ନାବାଳିକା ଦୁଷ୍କର୍ମ ଘଟଣାର, ଜଟଣୀ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଜଟଣୀ ଥାନା ଅଧୀନ କୁଦିଆରୀ…

ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ବ୍ୟୁରୋ: ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଭିଯୋଗ ପ୍ରକଷ୍ଠୋରେ ଘଟିଛି ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇନାହାନ୍ତି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳରେ ଥିବା ଅଭିଯୋଗ ପ୍ରକଷ୍ଠୋରେ କର୍ମଚାରୀମାନେ ବସି କାର୍ଯ୍ୟ କରୁଥିବା ସମୟରେ, କାର୍ଯ୍ୟାଳୟରେ ଲାଗିଥିବା ଇନଭିର୍ଟର ବ୍ୟାଟେରୀ ଫାଟି…

ବିପୁଳ ଗଞ୍ଜେଇ ଜବତ, ବିଲରେ କାର୍ ଛାଡି ମାଫିଆ ଫେରାର

ବ୍ୟୁରୋ : ଫୁଲବାଣୀରୁ ଭୁବନେଶ୍ୱର ଏକ କାର୍ ଯୋଗେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ, କମିଶନରେଟ ପୋଲିସର କ୍ରାଇମ୍ ବିଭାଗ ଚଢ଼ାଉ କରି ଜବତ କଲା ବିପୁଳ ଗଞ୍ଜେଇ, ମାଫିଆ ଫେରାର । ସୂଚନା ମୁତାବକ ଫୁଲବାଣୀରୁ…