Advertisement

ବ୍ୟୁରୋ : ଜଟଣୀ ଥାନା ଅଧିନ ବେଣାପଞ୍ଜୁରୀ ଗ୍ରାମ, ଟାଙ୍ଗି ସାହିରେ ଗୋଷ୍ଠୀ ବିବାଦକୁ ନେଇ ଏକାଧିକ ବୋମାମାଡ ହୋଇଛି। ଏହି ବୋମାମାଡରେ ଦୁଇଜଣ ଆହତ ହୋଇ ଜଟଣୀ ମେଡିକାଲରେ ଚିକିତ୍ସିତ ହୋଇଛନ୍ତି। ଜଟଣୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ, ଘଟଣା ଉପରେ ନଜର ରଖିଛି।

Advertisement

Leave a Reply

Your email address will not be published. Required fields are marked *