ସ୍କୁଟି କାର୍ ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର
ଜଟଣୀ,୦୭/୦୩: ଜଟଣୀ ଥାନା ଅଧିନ କିଷ୍ଟ୍ କଲେଜ ନିକଟରେ ଆଜି ସନ୍ଧ୍ୟାରେ ସ୍କୁଟି କାର ମୁହାଁମୁହିଁ ଧକ୍କା ହୋଇ, ଦୁଇ ସ୍କୁଟି ଚାଳକ ଗୁରୁତର ଆହତ ହୋଇଛନ୍ତ। ଆହତ ଦୁଇ ଜଣଙ୍କୁ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ସହାୟତାରେ ମେଡ଼ିକାଲ ରେ…
ଜଟଣୀ,୦୭/୦୩: ଜଟଣୀ ଥାନା ଅଧିନ କିଷ୍ଟ୍ କଲେଜ ନିକଟରେ ଆଜି ସନ୍ଧ୍ୟାରେ ସ୍କୁଟି କାର ମୁହାଁମୁହିଁ ଧକ୍କା ହୋଇ, ଦୁଇ ସ୍କୁଟି ଚାଳକ ଗୁରୁତର ଆହତ ହୋଇଛନ୍ତ। ଆହତ ଦୁଇ ଜଣଙ୍କୁ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ସହାୟତାରେ ମେଡ଼ିକାଲ ରେ…
ଟାଙ୍ଗୀ, ୦୭|୦୩: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଡିଭିଜନର ଟାଙ୍ଗୀ ବିଦ୍ୟୁତ କାର୍ଯ୍ୟାଳୟରେ କାର୍ଯ୍ୟରତ ଲାଇନ୍ ମ୍ୟାନ ଲଡୁ କିଶୋର ପ୍ରଧାନଙ୍କୁ ଲାଇନ୍ ମ୍ୟାନ ଦିବସରେ ଦିଲ୍ଲୀରେ ( କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣ ) ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ସମ୍ବର୍ଦ୍ଧିତ…
ବ୍ୟୁରୋ,୬/୩: ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଗାଡିକୁ ଅଟକାଇଲେ ବିଜେଡ଼ି କର୍ମୀ। ସୂଚନା ମୁତାବକ ମାର୍ଚ୍ଚ ୫ ତାରିଖ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ ନ କରିବା ଏବଂ…
ବ୍ୟୁରୋ,୦୪/୦୩: ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ପଟନାୟକ ଫାଉଣ୍ଡେସନ ପକ୍ଷରୁ, ଜଟଣୀ ରାମଚନ୍ଦ୍ରପୁର ବଜାର ସ୍ଥିତ ବରିଷ୍ଠ ନାଗରିକ ସେବା ସଂଘ କାର୍ଯ୍ୟାଳୟ ପରିସରରେ, ପ୍ରବାଦ ପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜୟନ୍ତୀ ପାଳିତ…
ବ୍ୟୁରୋ, ୦୬/୦୩:ମହାନ ଜନନାୟକ ପ୍ରବାଦ ପୁରୁଷ ଓଡ଼ିଶାର କିମ୍ବଦନ୍ତୀ ନେତା ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜୟନ୍ତୀ ଜଟଣୀ ବିଜେଡି ପକ୍ଷରୁ ଉତ୍ତରାୟଣୀ କ୍ଳବ ପରିସରରେ ପାଳିତ ହୋଇଛି। ଜଟଣୀ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ…
ବ୍ୟୁରୋ,୦୪/୦୩: ବୋଲଗଡ ବ୍ଲକ ଦେଉଳି ଗ୍ରାମରେ ବାଣ ବିସ୍ଫୋରଣରେ ୨ଜଣ ଗୁରୁତର ଆହତ। ଆହତ ବ୍ୟକ୍ତି ଦୁଇଜଣ ହେଉଛନ୍ତି ଦୁର୍ଗାପ୍ରସାଦ ଗ୍ରାମର ଅଶୋକ ମଲିକ ଓ ତାଙ୍କ ପତ୍ନୀ ସୁକାନ୍ତି ମାଲିକ। ସୂଚନା ମୁତାବକ ଅଶୋକ ଓ ସୁକାନ୍ତି ଘରେ ବାଣ…
ବ୍ୟୁରୋ,୦୨/୦୩: ସିଆଇଟିୟୁ ନେତୃତ୍ୱରେ ଓଡିଶା ଆଶା କର୍ମୀ ଆସୋସିଏସନ, ରଣପୁର ବ୍ଲକ କମିଟି ତରଫରୁ ଆଶା କର୍ମୀଙ୍କ ୧୭ ଦଫା ସମ୍ବଳିତ ଦାବୀ ଉପରେ ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ଆଶା…
ବ୍ୟୁରୋ, ୨୨/୦୨: ଜଟଣୀ ସ୍ଥିତ ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟେସନରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଖୋର୍ଦ୍ଧାରୋଡ ରେଲୱେ ଷ୍ଟେସନର ପ୍ଲାଟଫର୍ମ ନମ୍ୱର୬ ରେ ଟ୍ରେନରେ ମାଡ଼ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି କେଉଁଝର…
ବ୍ୟୁରୋ,୨୨/୦୨: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅଧିନ ତରାବୋଇ ସ୍ଥିତ ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ଗ୍ରାମର ବିରେନ କୁମାର ସାହୁଙ୍କ ପୁଅ ବିକାଶ…
ବ୍ୟୁରୋ, ୨୦/୦୨: ଜଟଣୀ ଗୋପୀନାଥପୁର ସ୍ଥିତ ସୋଷାଇଟ ଫର୍ ଚିଲ୍ଡରେନ୍ ସୋଚ୍ ଅନୁଷ୍ଠାନର ଶିକ୍ଷ୍ୟା ସଂଯୋଜନା ଶିବିରର ଅନ୍ତିମ ସମାରୋହ ଉତ୍ସବ ମଙ୍ଗବାର ପାଳିତ ହୋଇଯାଇଛି l ଉକ୍ତ ଶିବିରରେ ପଚିଶ ଜଣ ଶିଶୁ ଯୋଗଦେଇଥିଲେ। ଯେଉଁ ଶିଶୁମାନେ ଅଧାରୁ ପାଠ…