ଜଟଣୀରେ ଗୋପବନ୍ଧୁଙ୍କ ୯୫ତମ ଶ୍ରାଦ୍ଧୋତ୍ସବ ପାଳିତ
ଜଟଣୀ: ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧୋତ୍ସବ ଜଟଣୀରେ ପାଳିତ ହୋଇଯାଇଛି । ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ଓ ବରିଷ୍ଠ ନାଗରିକ ସେବା ସଂଘ ତରଫରୁ ଜଟଣୀ ମିଲ୍ ପୋଖରୀରେ ତିଲତର୍ପଣ କରାଯାଇଥିଲା। ପରେ ସଂଘଠନର କର୍ମକର୍ତ୍ତା ମାନେ ଗୋପବନ୍ଧୁ ପାର୍କ…
