Tag: kalingatoday

ବାଲ୍ୟ ବିବାହ ଓ ନିଶା ନିବାରଣକୁ ନେଇ ସଚେତନତା କଲେ ଛାତ୍ରଛାତ୍ରୀ

ବ୍ୟୁରୋ: ଯୁବକମାନେ ହେଉଛନ୍ତି ଦେଶର ଭବିଷ୍ୟତ। କିନ୍ତୁ ଆଜିର ଯୁବ ସମାଜ ନିଶା କବଳରେ ପଡି ଖରାପ ରାସ୍ତାରେ ପାଦ ଥାପୁଛନ୍ତି। ତେଣୁ ଯୁବ ସମାଜ ନିଶା ଠାରୁ ଦୂରେଇ ରହିବାକୁ, ଯୁବକମାନଙ୍କୁ ବୁଝାଇଛନ୍ତି ଛାତ୍ରଛାତ୍ରୀ। ସେହିପରି ପଥପ୍ରାନ୍ତ ନାଟକ ମାଧ୍ୟମରେ…

୨୦୨୪ ନିର୍ବାଚନ ଲଢିବେନି ଭି.କେ. ପାଣ୍ଡିଆନ

ବ୍ୟୁରୋ: ୨୦୨୪ ନିର୍ବାଚନ ଲଢିବେନି ଭି.କେ. ପାଣ୍ଡିଆନ । ଆଜି ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସ୍ପଷ୍ଟ କରିଛନ୍ତି ଭି.କେ. ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ୧୪୭ ଆସନ ପାଇଁ କାମ କରିବେ ବୋଲି ବୈଠକରେ କହିଛନ୍ତି ପାଣ୍ଡିଆନ। ବୈଠକରେ…

ଦୀପଶିଖାରେ ଝଲସିଲା ଶ୍ରୀକ୍ଷେତ୍ର ବଡ଼ଦାଣ୍ଡ

ବ୍ୟୁରୋ: ପୁରୀ ଶ୍ରୀମନ୍ଦିରରେ ଦେବ ଦୀପାବଳି ଉତ୍ସବ ପାଳିତ ହୋଇଯାଇଛି। ଶ୍ରୀଜଗନ୍ନାଥଙ୍କ ପିତୃଶ୍ରାଦ୍ଧ ପରମ୍ପରାଭାବେ ଏହାକୁ ସ୍ବତନ୍ତ୍ର ନୀତିରେ ପାଳନ କରାଯାଇଥାଏ। ପ୍ରଭୁ ଶ୍ରୀଜଗନ୍ନାଥ ମାନବବାଦୀ ଦେବତା ହୋଇଥିବାରୁ ତାଙ୍କର ସମସ୍ତ ରୀତିନୀତି ଓ ଉତ୍ସବ ମାନବବାଦରେ ପାଳନ କରାଯାଏ। ଶ୍ରୀଜୀଉମାନେ…

୧୪ ମାସ ପରେ ଜେଲ୍‌ରୁ ବାହାରିଲେ ଅର୍ଚ୍ଚନା ନାଗ୍

ବ୍ୟୁରୋ: ଝାରପଡା ଜେଲରୁ ଆଜି ବାହାରିଲେ, ହନିଟ୍ରାପ୍ କ୍ୱିନ୍ ଭାବେ ପରିଚିତ ଅର୍ଚ୍ଚନା ନାଗ୍ । ଦୀର୍ଘ ୧୪ ମାସ ଧରି ସେ ଝାରପଡା ଜେଲର ଚାରି କାନ୍ଥ ଭିତରେ ରହିଥିଲେ। ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍ ମିଳିବା ପରେ ଆଜି…

ଉଦଘାଟନ ହେଲା ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର

ବ୍ୟୁରୋ: ଓଡ଼ିଶାର କ୍ରୀଡ଼ାବିତଙ୍କ ପାଇଁ ଆଜି ଖୁସିର ଦିନ। ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, କଳିଙ୍ଗ ଷ୍ଟାଡିୟମରେ ନିର୍ମିତ ହୋଇଥିବା ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ରକୁ ଉଦଘାଟନ କରିଛନ୍ତି। ୫ଟି ଅଧ୍ୟକ୍ଷ ଭିକେ ପଣ୍ଡିଆନ, ବିଭାଗୀୟ ମନ୍ତ୍ରୀ,…

୩୦୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ କମ୍ବଳ ଓ ଅଟା ବଣ୍ଟନ

ବ୍ୟୁରୋ: ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ ବିକାଶ ପରିଷଦ ଓ ଜଟଣୀ ବାଣ ବ୍ୟବସାୟୀ ସଂଘ ପକ୍ଷରୁ, ଜଟଣୀ ପୋୖର ପରିଷଦ ଅଧିନ ୱାର୍ଡ ନମ୍ବର ୫, ରାଜା ବଜାର ଠାରେ ପ୍ରାୟ ୩୦୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ କମ୍ବଳ ଓ…

ମା’ମଙ୍ଗଳା କ୍ରିକେଟ୍ କ୍ଳବ୍ କୁ ହରାଇ ଚମ୍ପିୟାନ ହେଲା ମହାବୀର କ୍ଳବ୍

ବ୍ୟୁରୋ: ମା’ ଗାଁମୁଣ୍ଡିଆ କ୍ରିକେଟ୍ କ୍ଳବ୍ ଅଁଳାଯୋଡ଼ି ଆନୁକୁଲ୍ୟରେ ଆୟୋଜିତ ଗଣେଷ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଗତ ମାସ ୧୭ତାରିଖରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଅବିଭକ୍ତ ପୁରୀ ଜିଲ୍ଲାର ୧୬ଟି ଟିମ୍ ଅଂଶ ଗ୍ରହଣ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟର…

ଏକାଦଶ ସମାବର୍ତ୍ତନ ଉତ୍ସବ ପାଳିଲା ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ

ବ୍ୟୁରୋ: ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାଶଙ୍କ ଅଧ୍ୟକ୍ଷତାରେ ତଥା ସମ୍ମାନୀୟ ଅତିଥି, ମାନ୍ୟବର ବିଚାରପତି ଶ୍ରୀ ସିଟି ରବିକୁମାର, ଭାରତ ସର୍ବୋଚ୍ଚ ନ୍ୟାୟାଳୟ, ଶ୍ରୀ ପୁଷ୍ପ କୁମାର…

ଦୁଇ ପିଲାଙ୍କୁ କାନ୍ଧରେ ବୋହି, ମାନସିକ ପୂରଣ କଲେ ଅଜୟ

ବ୍ୟୁରୋ: ଜଟଣୀ କୁସୁମାଟି ଗ୍ରାମର ଅଜୟ କୁମାର ଖୁମାରି, ଆଜି ବାହୁଙ୍ଗିରେ ଭାରା କରି ଦୁଇ ପିଲାଙ୍କୁ, ଜଟଣୀ କୁସୁମାଟିରୁ କାନ୍ଧରେ ବାହୁଙ୍ଗି ବୋହି ଖାଲି ପାଦରେ ଚାଲି ଚାଲି ପୁରୀରେ ପହଞ୍ଚି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ସୂଚନା…

ମା’ ବଗଳାମୁଖୀଙ୍କ ପୀଠରେ ବିଶ୍ୱଶାନ୍ତି ଚଣ୍ଡୀ ମହାଯଜ୍ଞ

ବ୍ୟୁରୋ: ଜଟଣୀ ରାମଚନ୍ଦ୍ରପୁର ବଜାରସ୍ଥିତ ପୋଷ୍ଟାଲ କଲୋନୀ ଠାରେ ଭଗବତୀ ଶ୍ରୀଶ୍ରୀ ବଗଳାମୁଖୀ ଦେବୀଙ୍କ ଦ୍ଵିତୀୟ ବର୍ଷିକ ବିଶ୍ୱଶାନ୍ତି ଚଣ୍ଡୀ ମହାଯଜ୍ଞ, ମାର୍ଗଶିର ମାସ ଗତ ୧ତାରିଖ ଶୁକ୍ରବାର ଠାରୁ ଆରମ୍ଭ ହୋଇ ୭ତାରିଖ ଗୁରୁବାର ଦିନ ପୂର୍ଣ୍ଣାହୁତୀ ଅନୁଷ୍ଠିତ ହୋଇଯାଇଛି।…