Tag: kalingatoday

ଜଙ୍ଘରେ ଟାଟୁ କରି ବନ୍ଧାହେଲେ

ବ୍ୟୁରୋ, ୦୩/୦୩ : ମହିଳାଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରି ବନ୍ଧାହେଲେ, ଟାଟୁ କରିଥିବା ବ୍ୟକ୍ତି ଓ ଟାଟୁ ଦୋକାନ ମାଲିକ। ଉଭୟଙ୍କୁ ଗିରଫ କରିଛି ସହିଦନଗର ପୋଲିସ । ଗିରଫ ହୋଇଥିବା ବ୍ୟକ୍ତି ହେଲେ ରକି ରଞ୍ଜନ ବିଷୋୟୀ ଓ…

ପୁରୀ ଜିଲ୍ଲାରେ ପୋଲିସ ଆଇନ ୩୦ ଧାରା ଲାଗୁ

ବ୍ୟୁରୋ,୦୨/୦୩ : ପୁରୀ ଜିଲ୍ଲାରେ ପୋଲିସ ଆଇନର ୩୦ ଧାରା ଲାଗୁ କରାଯାଇଛି। ଏହା ଫେବୃଆରୀ ୨୬ ତାରିଖଠାରୁ ମଇ ୨୬ ତାରିଖ ଅର୍ଥାତ୍ ୯୦ ଦିନ ପର୍ଯ୍ୟନ୍ତ ପୁରୀ ଜିଲ୍ଲାର ସମସ୍ତ ପୋଲିସ ଷ୍ଟେସନ ଅଞ୍ଚଳ, ପୁରୀ ମୁନିସିପାଲ୍ଟି, ପିପିଲି,…

ଆଶା କର୍ମୀଙ୍କ ଗଣ ବିକ୍ଷୋଭ

ବ୍ୟୁରୋ,୦୨/୦୩: ସିଆଇଟିୟୁ ନେତୃତ୍ୱରେ ଓଡିଶା ଆଶା କର୍ମୀ ଆସୋସିଏସନ, ରଣପୁର ବ୍ଲକ କମିଟି ତରଫରୁ ଆଶା କର୍ମୀଙ୍କ ୧୭ ଦଫା ସମ୍ବଳିତ ଦାବୀ ଉପରେ ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ଆଶା…

ଟ୍ରେନରେ ମାଡ଼ ହୋଇ ଯୁବକଙ୍କ ମୃତ୍ୟୁ

ବ୍ୟୁରୋ, ୨୨/୦୨: ଜଟଣୀ ସ୍ଥିତ ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟେସନରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଖୋର୍ଦ୍ଧାରୋଡ ରେଲୱେ ଷ୍ଟେସନର ପ୍ଲାଟଫର୍ମ ନମ୍ୱର୬ ରେ ଟ୍ରେନରେ ମାଡ଼ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି କେଉଁଝର…

ଇଂଜିନିୟରିଂ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ବ୍ୟୁରୋ,୨୨/୦୨: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅଧିନ ତରାବୋଇ ସ୍ଥିତ ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ଗ୍ରାମର ବିରେନ କୁମାର ସାହୁଙ୍କ ପୁଅ ବିକାଶ…

କୂଅରେ ପଡି ୩ ବର୍ଷ ଶିଶୁର ମୃତ୍ୟୁ

ବ୍ୟୁରୋ,୨୧/୦୨: କୂଅରେ ପଡି ୩ ବର୍ଷର ଶିଶୁ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଖତିଆଗ୍ରାମର ଭଞ୍ଜସାହିରେ । ମୃତକ ଶିଶୁ ଜଣଙ୍କ ହେଲେ ସାହିଲ ବରାଡ଼ । ସୂଚନା ଅନୁସାରେ ପ୍ରଭାତ କୁମାର…

ଶିକ୍ଷ୍ୟା ସଂଯୋଜନା ଶିବିରର ସମାରୋହ

ବ୍ୟୁରୋ, ୨୦/୦୨: ଜଟଣୀ ଗୋପୀନାଥପୁର ସ୍ଥିତ ସୋଷାଇଟ ଫର୍ ଚିଲ୍ଡରେନ୍ ସୋଚ୍ ଅନୁଷ୍ଠାନର ଶିକ୍ଷ୍ୟା ସଂଯୋଜନା ଶିବିରର ଅନ୍ତିମ ସମାରୋହ ଉତ୍ସବ ମଙ୍ଗବାର ପାଳିତ ହୋଇଯାଇଛି l ଉକ୍ତ ଶିବିରରେ ପଚିଶ ଜଣ ଶିଶୁ ଯୋଗଦେଇଥିଲେ। ଯେଉଁ ଶିଶୁମାନେ ଅଧାରୁ ପାଠ…

ଆମେ ଏପରି ଜ୍ଞାନ ସୃଷ୍ଟି କରିବା ଯାହା ବିଶ୍ବକୁ ସୂଚନା ଦେବ ଏବଂ ସକାରାତ୍ମକ ଭାବେ ରୂପାନ୍ତରିତ କରିବ

ବ୍ୟୁରୋ, ୧୩/୦୨: ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ବରର ସପ୍ତଦଶ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଓଡିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରି ବାବୁ କୁମ୍ଭମପାଟି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଆଇଆଇଟି ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର…

ଜଟଣୀ ମହାବିଦ୍ୟାଳୟର ୪୯ତମ ସାମ୍ବତ୍ସରିକ ଉତ୍ସବ

ବ୍ୟୁରୋ, ୧୩/୦୨: ଆତ୍ମଉତ୍ସର୍ଗ ଓ ତ୍ୟାଗପୁତ ସାଧନା ମାଧ୍ଯମରେ, ଶିକ୍ଷାନୁଷ୍ଠାନ ର ସାରସ୍ବତ ତୀର୍ଥାଟନରେ ରୂପାନ୍ତରିତ ହୋଇପାରିବ। ପ୍ରାକ୍ତନ ରାଜ୍ୟପାଳ ସ୍ୱର୍ଗତ ଚିନ୍ତାମଣି ପାଣିଗ୍ରାହୀ ଓ ତତ୍କାଳୀନ ଖୋର୍ଦ୍ଧାରୋଡ଼ ରେଳବାଇ ମଣ୍ଡଳର ପ୍ରବନ୍ଧକ ସ୍ୱର୍ଗତ ସାତକୋଡ଼ି ହୋତାଙ୍କ ଉଦ୍ୟମରେ ଆଜକୁ ଦୀର୍ଘ…

ସରସ୍ବତୀ ମୂର୍ତ୍ତି ବିସର୍ଜନ ବେଳେ ନଦୀ ରେ ବୁଡ଼ି ୨ ଛାତ୍ରଙ୍କ ଅକାଳ ବିୟୋଗ

ବ୍ୟୁରୋ, ୦୫/୦୨: ସରସ୍ବତୀ ମୂର୍ତ୍ତି ବିସର୍ଜନ ବେଳେ ନଦୀ ରେ ବୁଡ଼ି ୨ ଛାତ୍ରଙ୍କ ଅକାଳ ବିୟୋଗ ହୋଇଛି। ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ପଞ୍ଚାୟତ, ରଙ୍ଗବଜାର ନିକଟରେ ଘଟିଛି ଏହି ଘଟଣା। ସରସ୍ବତୀ ମୂର୍ତ୍ତି ବିସର୍ଜନ କରୁଥିବା ବେଳେ…