Advertisement

ଜଟଣୀ,୩୦/୩: ବିଶ୍ଵହିନ୍ଦୁ ପରିଷଦ ଜଟଣୀ ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ଆଜି ଜଟଣୀ ଶ୍ରୀ ଜଗନ୍ନାଥ ପୁରୀ ଗୋଶାଳା ପରିସରରେ ପାଳିତ ହୋଇଯାଇଛି।

ଏହି ଅବସରରେ ଗୋ -ପୂଜନ ଓ ଯଜ୍ଞର ଆୟୋଜନ କରାଯାଇଥିଲା। ୧୦୮ଜଣ କର୍ତ୍ତା କର୍ତ୍ତି ଏହି ଯଜ୍ଞ ରେ ଯୋଗଦେଇଥିଲେ। ପରେ ଗୋ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା। ଉପସ୍ଥିତ ବ୍ୟକ୍ତି ମାନେ ଗୋ ସୁରକ୍ଷା ଉପରେ ନିଜର ମତ ରଖିଥିଲେ। ବିଶ୍ଵହିନ୍ଦୁ ପରିଷଦ ଜଟଣୀର କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *