Category: ରାଜ୍ୟ ଖବର

ପାଠ ପଢା ସହ ଚରିତ୍ର ଗଠନ ପ୍ରତି ଧ୍ୟାନ ଦେଉଛି ଆଶା ପ୍ଲେ ସ୍କୁଲ

ବ୍ୟୁରୋ: ଜଟଣୀର ପ୍ରଥମ ପ୍ଲେ ସ୍କୁଲ “ଆଶା ପ୍ଲେ ସ୍କୁଲ”ର ୨୪ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡାକ୍ତର କୃଷ୍ଣ କୁମାର ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି…

ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ଡ୍ରାଇଭର

ବ୍ୟୁରୋ: ବୁଧବାର ବିଳମ୍ବିତ ରାତିରେ ଜଟଣୀ ଖୋର୍ଦ୍ଧାରୋଡ଼ ଷ୍ଟେସନରେ ଜଣେ ଯୁବକ ଟ୍ରେନ ଆଗକୁ ଦେଇ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା, କୋଡୀଙ୍ଗା ଥାନା ଅଞ୍ଚଳର ନରେଶ ଭତରା (୨୫)। ସୂଚନା ଅନୁଯାୟୀ ନରେଶ ଖୋର୍ଦ୍ଧା ଅଞ୍ଚଳର…

ମଧ୍ୟହ୍ନ ଭୋଜନରେ ତେନ୍ତୁଳିଆ ବିଛା

ବ୍ୟୁରୋ : ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଛାତ୍ରୀଛାତ୍ରଙ୍କୁ ପୁଷ୍ଟକର ଖାଦ୍ୟ ପ୍ରଦାନ ପାଇଁ ବ୍ୟବସ୍ଥା କରିଥିବା ବେଳେ, ପ୍ରଶାସନିକ ଅବହେଳା ପାଇଁ ସରକାରଙ୍କ ଯୋଜନା ସଠିକ ଭାବେ ରୂପାୟନ ହୋଇପାରୁନଥିବା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ…

ମା’ ମଙ୍ଗଳାଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

ବ୍ୟୁରୋ: ଜଟଣୀ ପୋୖର ପରିଷଦ ଅଧିନ ୱାର୍ଡ ନଂ୮, ଶ୍ରୀଜଗନ୍ନାଥ ବିଜୁ ଆଦର୍ଶ କଲୋନୀରେ, ମା’ ମଙ୍ଗଳାଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଅନୁଷ୍ଠିତ ହୋଇଯାଇଛି। ଗତ ୧୬ ତାରିଖ ଠାରୁ ଅଙ୍କୋରରୋପଣ ହୋଇ ଯଜ୍ଞ ଆରମ୍ଭ ହୋଇଥିଲା। ପ୍ରତିଦିନ ସୂର୍ଯ୍ୟ…

୬ଦଫା ଦାବି ନେଇ ରାଜସ୍ୱ କ୍ଷେତ୍ର ଅଧିକାରୀଙ୍କ କଲମ ଛାଡ଼ ଆନ୍ଦୋଳନ

ବ୍ୟୁରୋ: ଜଟଣୀ ତହସିଲ ଅଧୀନରେ କାର୍ଯ୍ୟରତ ରାଜସ୍ୱ କ୍ଷେତ୍ର ଅଧିକାରୀମାନେ ୬ଦଫା ଦାବି ନେଇ ସୋମବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କଲମ ଛାଡ଼ ଆନ୍ଦୋଳନ କରିଛନ୍ତି। ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ପକ୍ଷରୁ ସମଗ୍ର ରାଜ୍ୟରେ କଲମ…

ସମାଜ ସେବିକା ରତ୍ନମଣି ଦେବୀଙ୍କ ଚତୁର୍ଥ ବାର୍ଷିକ ସ୍ମୃତି ଚାରଣ ସଭା

ବ୍ୟୁରୋ: ଜଟଣୀର ବିଶିଷ୍ଟ ସମାଜସେବିକା ସ୍ବର୍ଗତା ରତ୍ନମଣି ଦେବୀଙ୍କ ଚତୁର୍ଥ ବାର୍ଷିକ ସ୍ମୃତି ଚାରଣ ସଭା ଓ ପ୍ରତିଭା ସମ୍ମାନ ଉତ୍ସବ, ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ କାର୍ଯ୍ୟାଳୟ ଠାରେ ବୁଧବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଜଟଣୀ ବରିଷ୍ଠ…

ପଞ୍ଚମୁଖୀ ହନୁମାନଙ୍କ ପୀଠରେ, ୨୮ତମ ବାର୍ଷିକ ୧୦୮ ହନୁମାନ ଚାଳିଶା ପାରାୟଣ

ବ୍ୟୁରୋ : ଜଟଣୀ ବଡତୋଟା ଶ୍ରୀ ପଞ୍ଚମୁଖୀ ହନୁମାନ ଦେବଙ୍କ ପୀଠରେ, ମହାବୀର ସତସଙ୍ଗ ପକ୍ଷରୁ ୨୮ ତମ ବାର୍ଷିକ ୧୦୮ ହନୁମାନ ଚାଳିଶା ପାରାୟଣ ଅନୁଷ୍ଠିତ ହୋଇଯାଇଛି। ସକାଳୁ ପଞ୍ଚମୁଖୀ ହନୁମାନ ଦେବଙ୍କ ପୂଜାର୍ଚ୍ଚନା ସରିବା ପରେ ନଗର କୀର୍ତ୍ତନ…

ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜୁଲଫୁକାର ଅଲ୍ଲୀଙ୍କ ୭୯ ବୟସରେ ପରଲୋକ

ବ୍ୟୁରୋ: ଜଟଣୀ ଅଞ୍ଚଳର ସମସ୍ତିଙ୍କ ପ୍ରିୟ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜୁଲଫୁକାର ଅଲ୍ଲୀଙ୍କ ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବୟସ ହୋଇଥିଲା। ସ୍ବର୍ଗତ ଅଲ୍ଲୀ ଖୋର୍ଦ୍ଧା ତୋଟାପଡା ବିଦ୍ୟାଳୟରୁ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ପରେ ସେ ବିଭିନ୍ନ…

ବାଜପୁର ପଞ୍ଚାୟତ ପ୍ରିମିୟର ଲିଗ୍ ଉଦଯାପିତ, ୬୩ ରନ୍ ରେ ନନ୍ଦପୁର ରୟାଲର୍ସ ଚମ୍ପିୟାନ୍

ବ୍ୟୁରୋ: ଖୋର୍ଦ୍ଧା ବ୍ଳକ ବାଜପୁର ପଞ୍ଚାୟତର ରାୟରଙ୍ଗ ଖେଳପଡିଆରେ ବାଜପୁର ଓ ନନ୍ଦପୁର ପଞ୍ଚାୟତର ୮ ଗୋଟି ଦଳକୁ ନେଇ ଦୀର୍ଘ ଏକ ମାସ ବ୍ଯାପି ଚାଲିଥିବା ପଞ୍ଚାୟତ ପ୍ରିମିୟର୍ ଲିଗ୍ କ୍ରିକେଟ୍ ମ୍ଯାଚ୍ ଆଜି ଉଦଯାପିତ ହୋଇଯାଇଛି। ଫାଇନାଲ୍ ମ୍ଯାଚରେ…

ବଢ଼ିଲା ପେନସନ ରାଶି, ହିତାଧିକାରୀଙ୍କୁ ମିଳିବ ସର୍ବନିମ୍ନ ୧୦୦୦ ଟଙ୍କା

ବ୍ୟୁରୋ: ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଲା ଖୁସି ଖବର । ଚଳିତ ଫେବୃଆରୀ ମାସରୁ ହିତାଧିକାରୀ ମାନଙ୍କୁ ୫୦୦ ଟଙ୍କା ବୃଦ୍ଧିରେ ପେନସନ ମିଳିବ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମଧୁବାବୁ ପେନସନ ଯୋଜନାର ହିତାଧିକାରୀ ମାନଙ୍କ…