ବକେୟା ବିଲ ପାଇଁ ବ୍ଲକ କାର୍ଯ୍ୟାଳୟରେ ସଂକୀର୍ତ୍ତନ
ବ୍ୟୁରୋ : ବକେୟା ବିଲ ପାଇବା ପାଇଁ ବ୍ଲକ କାର୍ଯ୍ୟାଳୟ ଭିତରେ ଝାଞ୍ଜ, ମୃଦୁଙ୍ଗ ବାଡେଇ ସଂକୀର୍ତ୍ତନ କରି ପ୍ରତିବାଦ କଲେ ଗ୍ରାମବାସୀ । ଏଭଳି ଭିନ୍ନ ଧରଣର ପ୍ରତିବାଦ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ଭିତରେ।…
ବ୍ୟୁରୋ : ବକେୟା ବିଲ ପାଇବା ପାଇଁ ବ୍ଲକ କାର୍ଯ୍ୟାଳୟ ଭିତରେ ଝାଞ୍ଜ, ମୃଦୁଙ୍ଗ ବାଡେଇ ସଂକୀର୍ତ୍ତନ କରି ପ୍ରତିବାଦ କଲେ ଗ୍ରାମବାସୀ । ଏଭଳି ଭିନ୍ନ ଧରଣର ପ୍ରତିବାଦ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ଭିତରେ।…
ବ୍ୟୁରୋ: ଭାରତ ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ଵୟନ ମନ୍ତ୍ରଣାଳୟର ସଚିବ ଡକ୍ଟର ସୌରଭ ଗର୍ଗ ଗତ ୨୨ ତାରିଖ ଶୁକ୍ରବାର ଜଟଣୀ ଗୋଲେଇ ମାର୍କେଟ ପରିଦର୍ଶନ କରି, ବିଭିନ୍ନ ଦ୍ରବ୍ୟର ମୂଲ୍ୟ ଯୋଜନାର ତଥ୍ୟ ସଂଗ୍ରହ କରିବା ସହ ଗୁଣବତ୍ତା…
ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଡପୁରରେ ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ ‘ଶ୍ରୀ ଜଗନ୍ନାଥ ମହୋତ୍ସବ’ । ଏହି ମହୋତ୍ସବ ଆସନ୍ତା ୨୪ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖରେ ସମାପ୍ତ ହେବ । ଶ୍ରୀ ଶ୍ରୀ ଦାରୁବ୍ରହ୍ମ ମହାପ୍ରଭୁଙ୍କର ଭବ୍ୟ…
ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ଭାବରେ ପରିଚିତ ଟାଙ୍ଗୀ ସାମ୍ବାଦିକ ସଂଘ ପକ୍ଷରୁ, ଜାତୀୟ ସାମ୍ବାଦିକତା ଦିବସ ଟାଙ୍ଗୀ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ଟାଙ୍ଗୀ ମିଡ଼ିଆ ସେବା ସଂଘ ଆୟୋଜନ…
ବ୍ୟୁରୋ: ଜଟଣୀ ପ୍ରାଣନାଥ ଫାଉଣ୍ଡେସନ ପକ୍ଷରୁ ମହାନ ସ୍ବାଧୀନତା ସଂଗ୍ରାମୀ ତଥା ଓଡିଶାରେ ଶିକ୍ଷା ଆନ୍ଦୋଳନର ପ୍ରବର୍ତ୍ତକ, ଚାଷୀ ମୁଲିଆଙ୍କ ସଂଗ୍ରାମୀ ସାଥୀ ଆଜିବନ ବିପ୍ଳବୀ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ୧୧୯ତମ ଜୟନ୍ତୀ, ଆଜି ପ୍ରାଣନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ…
ବ୍ୟୁରୋ: ଆଜି ଠାରୁ ପୁଣି ଭକ୍ତ ମାନଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ଵାର, ଦର୍ଶନ ପାଇଁ ଖୋଲା ଯାଇଛି। ଭକ୍ତ ମାନେ ପୂର୍ବଭଳି ଚାରିଦ୍ଵାରରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବେଶ କରିପାରିବେ । କିନ୍ତୁ ତିନି ଦ୍ବାରରେ ପ୍ରସ୍ଥାନ ପାଇଁ ହୋଇଛି ବ୍ୟବସ୍ଥା…
ବ୍ୟୁରୋ: ଖଣି ଅଧିକାରୀଙ୍କ ନାଁରେ ଖଣି ଲିଜଧାରୀଙ୍କୁ ବଟି ମାଗିବା ଅଭିଯୋଗରେ ପୋଲିସ କନେଷ୍ଟବଳ ତାପସ କୁମାର ବେହେରାଙ୍କୁ ନିଲମ୍ବିତ କରିଛନ୍ତି ଖୋର୍ଦ୍ଧା ଏସପି ସାଗରିକା ନାଥ। ସୂଚନା ମୁତାବକ ପୋଲିସ କନେଷ୍ଟବଳ ତାପସ ବେହେରା ଖୋର୍ଦ୍ଧା ଖଣି ଅଧିକାରୀ ଜଗନ…
ବ୍ୟୁରୋ : ଜଟଣୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୯ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜଟଣୀ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ କମିଟିର ସଭାପତି ପ୍ରସନ୍ନ…
ବ୍ୟୁରୋ: ଧଳା ଜହର ବିକ୍ରି କରିବା ଘଟଣାରେ ଜଟଣୀ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଜଟଣୀ କୁଦିଆରୀ ବଜାର ମାଲଗୋଦାମ ଅଞ୍ଚଳର ଦିଲୁ ଓରଫ ଏସକେ ଅସରଫ(୨୬) ଏବଂ ଲୋକ…
ବ୍ୟୁରୋ: କଳା ଓ ସଂସ୍କୃତି ଭିତ୍ତିକ, ରାଜ୍ୟର ପୁରାତନ କଳା ଅନୁଷ୍ଠାନ ସାଧନା ଆର୍ଟ ଆଣ୍ଡ କଲଚର୍ ର ୧୧ତମ ବାର୍ଷିକ ଉତ୍ସବ, ଜୟଦେବ ଭବନରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଶିଷ୍ଠ କବି, ଔପନ୍ୟାସିକ ପ୍ରସନ୍ନ…