Advertisement

ନୟାଗଡ଼: ନୟାଗଡ଼ ରାଜବାଟୀଠାରେ ଶତାଧିକ ଅନ୍ୟ ଦଳର କର୍ମୀ, ବିଜେପି ଦଳରେ ମିଶିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶରେ ଅନୁପ୍ରାଣୀତ ହୋଇ ଅନ୍ୟ ଦଳ ଛାଡି, କର୍ମୀ ମାନେ ଏହି ମିଶ୍ରଣ ପର୍ବରେ ଯୋଗଦେଇଥିଲେ। ସେଠାରେ ଦଳୀୟ ପତାକା ବେକରେ ପକେଇବା ସହ ମୁଣ୍ଡରେ ଟୋପି ପିନ୍ଧି ଦଳରେ ବିଧିବଦ୍ଧ ଭାବେ ମିଶିଛନ୍ତି। ଆଗାମୀ ଦିନରେ ନୟାଗଡ଼ର ବିକାଶ କରିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ।

Advertisement

Leave a Reply

Your email address will not be published. Required fields are marked *