ବ୍ୟୁରୋ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ । ରାଜଭବନରେ ପହଞ୍ଚି ନବୀନ ପଟ୍ଟନାୟକ ନିଜର ଇସ୍ତଫାପତ୍ର ରାଜ୍ୟପାଳ ରଘୁବର ଦାସକୁ ଦେଇଛନ୍ତି ।

ଚଳିତ ନିର୍ବାଚନରେ ବଡ ପରାଜୟର ସାମ୍ନା କରିବାକୁ ପଡିଛି ବିଜେଡି କୁ । ୨୦୧୯ ମସିହାରେ ବିଜେଡି ୧୧୩ ଟି ଆସନରେ ବାଜିମାତ କରିଥିବା ବେଳେ, ୨୦୨୪ ନିର୍ବାଚନରେ ବିଜେଡି କୁ ମିଳିଛି ମାତ୍ର ୫୧ଟି ଆସନ। ଚଳିତଥର ୭୮ ଆସନରେ ବିଜେପି ବିଜୟ ଲାଭ କରି ବହୁମତ ପାଇ, ପୂର୍ବ ଘୋଷଣା ମୁତାବକ ଆସନ୍ତା ୧୦ ତାରିଖରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ।

Leave a Reply

Your email address will not be published. Required fields are marked *