ଟାଙ୍ଗୀରେ ବାହୁଡାଯାତ୍ରା
ବ୍ୟୁରୋ,୫/୭: ପ୍ରତିବର୍ଷ ଭଳି ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେ ପବିତ୍ର ବାହୁଡାଯାତ୍ରା ଧୁମଧାମରେ ପାଳିତ ହୋଇଯାଇଛି । ମାଉସୀମା ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ପହଣ୍ଡି କରି ରଥାରୂଢ ନୀତି ସରିବା ପରେ, ଠାକୁର ରାଜା ଶ୍ରୀ ଶ୍ରୀ ଭାରତ…
ବ୍ୟୁରୋ,୫/୭: ପ୍ରତିବର୍ଷ ଭଳି ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେ ପବିତ୍ର ବାହୁଡାଯାତ୍ରା ଧୁମଧାମରେ ପାଳିତ ହୋଇଯାଇଛି । ମାଉସୀମା ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ପହଣ୍ଡି କରି ରଥାରୂଢ ନୀତି ସରିବା ପରେ, ଠାକୁର ରାଜା ଶ୍ରୀ ଶ୍ରୀ ଭାରତ…
ବ୍ୟୁରୋ,୧/୭: ଗଞ୍ଜାମ ଆସିଷ୍ଟାଣ୍ଟ କଲେକ୍ଟର ବିଞ୍ଜେଶ ରଞ୍ଜନ ନାୟକ ନିଲମ୍ବିତ । ଜଟଣୀ ସବରେଜିଷ୍ଟର ରହିଥିବା ସମୟରେ ତାଙ୍କ ବିରୋଧରେ ଆସିଥିଲା ଅନେକ ଦୁର୍ନୀତି ଅଭିଯୋଗ। ବିଭାଗ ତରଫରୁ ଅଭିଯୋଗର ତଦନ୍ତ କରି ତାଙ୍କୁ ରାଜସ୍ବ ବିଭାଗ ତରଫରୁ ନିଲମ୍ବିତ କରାଯାଇଛି।
ଜଟଣୀ,୨୮/୬: ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାରେ କଳିଙ୍ଗ ଯୁବ ପରିଷଦ ଦ୍ୱାରା ଆୟୋଜିତ ଜଟଣୀ ଗଣେଶ ମହୋତ୍ସବ ପାଇଁ, ପବିତ୍ର ରଥଯାତ୍ରାରେ ଶରତ ପାଇକରାୟ ଷ୍ଟାଡିୟମ ପରିସରରେ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଖୋର୍ଦ୍ଧା ଜିଲା…
ବ୍ୟୁରୋ, ୨୭/୬: ଖୋର୍ଦ୍ଧା ଜିଲ୍ଲା ଅଧିନ ଟାଙ୍ଗୀ , କୁହୁଡ଼ି ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶରେ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଛି । ଟାଙ୍ଗୀ ସଦରମହକୁମାରେ ଅନୁଷ୍ଠିତ ହେଉଥିବା ରଥଯାତ୍ରାରେ ଠାକୁର ରାଜା ପୂର୍ବତନ ବରିଷ୍ଠ ପ୍ରଶାସକ…
ଏକଦା ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ସେବା କାର୍ଯ୍ୟରେ ନିୟୋଜିତ ପୂଜକ କାର୍ଯ୍ୟବଶତଃ ଅନ୍ୟ ଗ୍ରାମକୁ କେତେଦିନ ପାଇଁ ଚାଲି ଯାଇଥିଲେ । ଯିବା ପୂର୍ବରୁ ସେ ତାଙ୍କର ନାବାଳକ ପୁତ୍ରକୁ ଠାକୁରଙ୍କ ନିକଟରେ କ୍ଷୀରିଭୋଗ କରିବା ପାଇଁ କହି ଯାଇଥିଲେ ।…
ବ୍ୟୁରୋ,୨୨/୬: ଜଟଣୀ ମେଟ୍ରୋ ଅନନ୍ତ ଆସୋସିଏସନ ଅଫ୍ ଏଲୋଟିସ୍ (ମା) ପକ୍ଷରୁ ଏକାଦଶତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଯୋଗ ଗୁରୁ ଚିନ୍ମୟ କୁମାର ରାଉଳ ଆସୋସିଏସନ ର ସଭ୍ୟ ମାନଙ୍କୁ ଯୋଗ ଶିଖେଇବା ସହିତ ଯୋଗର ଉପକାରିତା ବିଷୟରେ…
ବ୍ୟୁରୋ,୨୨/୬: ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ବର ପକ୍ଷରୁ ଜୁନ୍ ୨୧ ତାରିଖରେ ରେ ଆନ୍ତର୍ଜାତୀୟ ଯୋଗ ଦିବସର ଏକାଦଶ ସଂସ୍କରଣ ପାଳିତ ହୋଇ ଯାଇଛି। ପ୍ରତିଷ୍ଠାନର ଏକ୍ସଟ୍ରା ଏକାଡେମିକ ଆକ୍ଟିଭିଟିଜ (ଇଏଏ) ଏବଂ ସ୍ବାସ୍ଥ୍ୟସେବା ଅଧୀନରେ କ୍ୟାମ୍ପସର ସ୍ବାସ୍ଥ୍ୟ କ୍ଲବ୍…
ଜଟଣୀ,୨୨/୬: ଖୋର୍ଦ୍ଧା ଜିଲ୍ଲା ଜଟଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଏକାଦଶତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ବିଦ୍ୟାଳୟର ବାର୍ଷିକ ମୁଖପତ୍ର “ପଦ୍ମାସନା” ଅତିଥି ମାନଙ୍କ ଦ୍ୱାରା ଶୁଭ ଉନ୍ମୋଚିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ…
ବ୍ୟୁରୋ: ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟି ମେ ୨୭ ତାରିଖ ପରିବର୍ତ୍ତେ ୨୬ ତାରିଖରେ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟିକୁ ମେ ୨୭ ତାରିଖ ପରିବର୍ତ୍ତେ ମେ ୨୬ ତାରିଖରେ କରିବା…
ଜଟଣୀ,୨୨/5: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଷଣ୍ଢପୁର ସ୍ଥିତ ସୋସାଇଟି ଫର୍ ଚିଲ୍ଡରେନ୍ (ସୋଚ୍) ଅନୁଷ୍ଠାନର ୧୧ତମ ଶିକ୍ଷା ସଂଯୋଜନା ଶିବିର ବୁଧବାର ଉଦଯାପିତ ହୋଇଯାଇଛି । ଏହି ଶିବିରରେ ଚବିଶ ଜଣ ଶିଶୁ ଯୋଗଦେଇଥିଲେ। ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ବୟସ…