Category: ରାଜ୍ୟ ଖବର

ଶନିଶ୍ଚର ଦେବଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

ବ୍ୟୁରୋ: ଜଟଣୀ ସେଞ୍ଚୁରୀୟାନ ବିଶ୍ୱବିଦ୍ୟାଳୟ ନିକଟରେ ଶ୍ରୀ ଶ୍ରୀ ଶନିଶ୍ଚର ଦେବଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଅନୁଷ୍ଠିତ ହୋଇଛି। ଗତ ୦୧ ତାରିଖରେ ଅଙ୍କୁରାରୋପଣ ପୂଜା ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ଦିବସରେ ଜଳ ଯାତ୍ରା, ସୂର୍ଯ୍ୟ ପୂଜା,ଶାଲା ପୂଜା,ମଣ୍ଡପ…

ନାଇଜର ର ୧୩ତମ ସ୍ନାତକ ସମାରୋହରେ ଯୋଗଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ

ବ୍ୟୁରୋ: ଆସନ୍ତା ଜୁଲାଇ ୯ ତାରିଖରେ ଭୁବନେଶ୍ୱର ନାଇଜର ର ସ୍ନାତକ ସମାରୋହରେ ମୁଖ୍ଯ ଅତିଥିଭାବେ ଯୋଗଦେବେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ। ସମ୍ମାନୀତ ଅତିଥିଭାବେ ଓଡିଶାର ରାଜ୍ଯପାଳ ମାନ୍ଯବର ରଘୁବର ଦାସ, ମୂଖ୍ଯମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ…

ଜଟଣୀ ସୁଶୀଳା ଦେବୀ ବିଦ୍ୟାପୀଠରେ ବୃକ୍ଷ ରୋପଣ

ବ୍ୟୁରୋ: ଜଟଣୀ ବାଛରା ସୁଶୀଳା ଦେବୀ ବିଦ୍ୟାପୀଠରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୃକ୍ଷ ହିଁ ଜୀବନ, ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା, ପରିବେଶ ପାଇଁ ବୃକ୍ଷର ନିତାନ୍ତ ଆବଶ୍ୟକ ଏଭଳି ଅନେକ ଶିକ୍ଷଣୀୟ ବାର୍ତ୍ତା ଜଟଣୀ ବ୍ଲକ…

ଜଟଣୀରେ ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ବ୍ୟୁରୋ: ଜଟଣୀ ମହାବିଦ୍ୟାଳୟ ପକ୍ଷରୁ କଲେଜ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ଶିବବ୍ରତ ଘୋଷ ପ୍ରଥମେ ବୃକ୍ଷରୋପଣ କରିଥିଲେ ଏହା ସହ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷରୋପଣ କରିବା ପାଇଁ…

ଜଟଣୀ ବିଜେପି ପକ୍ଷରୁ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ବିରୋଧ ପ୍ରଦର୍ଶନ

ବ୍ୟୁରୋ: ସଂସଦରେ ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟକୁ ବିରୋଧ କରି ଜଟଣୀ ନଗର ମଣ୍ଡଳ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସଭାପତି ନାଗ ଭୂଷଣ ରାୟଙ୍କ ନେତୃତ୍ୱରେ କର୍ମୀମାନେ ଜଟଣୀ ସିତାରାମ ଛକରେ ଦୃଢ଼ ବିରୋଧ ପ୍ରଦର୍ଶନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ…

ଓଡ଼ିଶା ଆଇକନିକ ଆୱାର୍ଡ଼ ସମ୍ମାନ ପାଇଲେ ଡାକ୍ତର ରାକେଶ କଲେତ୍

ବ୍ୟୁରୋ: ଡାକ୍ତର ରାକେଶ ଚନ୍ଦ୍ର କଲେତ୍ ‘ଓଡ଼ିଶା ଆଇକୋନିକ’ ଆୱାର୍ଡ଼ ସମ୍ମାନରେ ସମ୍ମାନିତ ହୋଇଛନ୍ତି। କଟକ ଜିଲ୍ଲାରେ ଆୟୋଜିତ ହୋଇଥିବା ୱାର୍ଲ୍ଡ ଚାରିଟି ୱେଲଫେୟର ଫାଉଣ୍ଡେସନ ପକ୍ଷରୁ ଆୱାର୍ଡ଼ ସେରିମୋନି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହି ସମ୍ମାନ ଗ୍ରହଣ କରିଛନ୍ତି। ଡାକ୍ତର…

ସାହି ଯାତ୍ରା ସାରି ମନ୍ଦିରକୁ ବହୁଡ଼ିଲେ ମା’ଭଗବତୀ

ବ୍ୟୁରୋ: ଜଟଣୀ ହାଟବଜାର ସ୍ଥିତ ଅସ୍ଥାୟୀ ମଣ୍ଡପରେ ଚାଲିଥିବା ମା’ ଭଗବତୀଙ୍କ ବାର୍ଷିକ ସାହି ଯାତ୍ରା ଉତ୍ସବ ଉଦଯାପିତ ହୋଇଯାଇଛି। ଜୁନ ୨୫ତାରିଖ ମଧ୍ୟ ରାତ୍ରୀରେ ମା’ ଭଗବତୀ ଲୋକ କଲୋନୀ ସ୍ଥିତ ନିଜ ପୀଠରୁ ଘଣ୍ଟ ଘଣ୍ଟା, ବାଜା ବାଣ…

ଟଙ୍କା ନ ଦେବାରୁ ବାପାକୁ ହତ୍ୟା କଲା ପୁଅ

ବ୍ୟୁରୋ: ଟଙ୍କା ନ ଦେବାରୁ ବାପାକୁ ହତ୍ୟା କଲା ପୁଅ। ଏଭଳି ଏକ ଅମାନସିକ ଘଟଣା ଘଟିଛି ଭୁବନେଶ୍ୱର ମଞ୍ଚେଶ୍ବର ଅଞ୍ଚଳରେ। ସାମାନ୍ୟ ଟଙ୍କା ପାଇଁ ଜଣେ ବାପାକୁ ଛୁରୀ ଭୁସି ହତ୍ୟା କଲା ପୁଅ । ଏହି ଘଟଣା ଆଜି…

ଲାଇବ୍ରେରୀ ଆଟେଣ୍ଡାଣ୍ଟଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ବ୍ୟୁରୋ: ଜଟଣୀ ବ୍ଲକ ଅଧିନ କନ୍ତିଆ ପଞ୍ଚାୟତ ଅନ୍ତର୍ଗତ ଶ୍ରୀସୋମନାଥ ବାଲୁଙ୍କେଶ୍ଵର ଦେବ ମହିଳା ମହାବିଦ୍ୟାଳୟର, ଲାଇବ୍ରେରୀ ଆଟେଣ୍ଡାଣ୍ଟ ଶ୍ରୀମତୀ ପୁଷ୍ପିତା ରାଣୀ ଦାସଙ୍କ, ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ସତ୍ୟବ୍ରତ ମହାନ୍ତିଙ୍କ ସଭାପତିତ୍ଵରେ…

କୂଅରେ ପଡ଼ି ଦାଦା ପୁତୁରା ମୃତ

ବ୍ୟୁରୋ: ଜଟଣୀ ଥାନା ଅଧିନ ଗୋରା ଧର୍ମ ସାଗର ଅଞ୍ଚଳରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ଏକ ପରିତ୍ୟକ୍ତ କୂଅରେ ପଡ଼ି ଦାଦା ପୁତୁରାଙ୍କ ମୃତ୍ୟୁ ଘଟିଛି। ଏହି ଅଭାବନୀୟ ଖବର ଜଟଣୀରେ ଶୋକର ଛାୟା ଖେଳାଇ ଦେଇଛି…