Author: Kalinga Today

୨୦୨୫ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ, ହୋମି ଭାବା କ୍ୟାନସର ହସ୍ପିଟାଲ ଏବଂ ରିସର୍ଚ୍ଚ ସେଣ୍ଟର

ବ୍ୟୁରୋ: ଜଟଣୀ ନାଇଜର କ୍ୟାମ୍ପସରେ ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହୋମି ଭାବା କ୍ୟାନସର ହସ୍ପିଟାଲ ଏବଂ ରିସର୍ଚ୍ଚ ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟରରେ ଲୋକମାନଙ୍କୁ ମିଳିବ ଅତ୍ୟାଧୁନିକ ସୁବିଧା…

ଜଟଣୀର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ,  ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ବ୍ୟୁରୋ: ଜଟଣୀର ବିଭିନ୍ନ ଅନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ପକ୍ଷରୁ ଜାତିର ପିତା ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଉଯାଇଛି। ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଏବଂ ପ୍ରାଣନାଥ ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠାନର ସଭାପତି…

ସମ୍ବାଦର ସମ୍ପାଦକ ଦାୟିତ୍ୱ ନେଲେ ତନୟା ପଟ୍ଟନାୟକ

ବ୍ୟୁରୋ: ଦୈନିକ ଖବର କାଗଜ ସମ୍ବାଦର ସମ୍ପାଦକ ପଦରୁ ଅବ୍ୟାହତି ନେଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ । ସେ ନିଜର ବ୍ୟକ୍ତିଗତ କାରଣ ପାଇଁ ଦୈନିକ ଖବରକାଗଜ ସମ୍ବାଦର ସମ୍ପାଦକ ପଦ ସହ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ପଦରୁ ମଧ୍ୟ ଅବ୍ୟାହତି…

ଆରମ୍ଭ ହେଲା ବିଜେଡିର ଜନସମ୍ପର୍କ ପଦଯାତ୍ରା

ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେଲା ବିଜେଡିର ଜନସମ୍ପର୍କ ପଦଯାତ୍ରା । ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ ଏହି ପଦ ଯାତ୍ରା । ବିଜେଡି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭୁବନେଶ୍ଵର ମହାନଗର ନିଗମ ଅଧିନ ୱାର୍ଡ…

ବରିଷ୍ଠ ନାଗରିକ ମାନେ ହେଉଛନ୍ତି ସମାଜର ଦିଗଦର୍ଶକ

ବ୍ୟୁରୋ: ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ତରଫରୁ, ଆଜି ଜଟଣୀ ରାଣିପୁର, ବାପା ମା’ଙ୍କ ସେବାଶ୍ରମରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ସଂଘର ସଭାପତି ବରିଷ୍ଠ ଆଇନଜୀବୀ ଓ ନୋଟରୀ ତଥା ବରିଷ୍ଠ ସାମ୍ବାଦିକ ଅବନୀ କୁମାର…

ଏ ପାଣି ପୁରା ବିଶଲ୍ୟକରଣୀ, କମ୍ ଦାମରେ ଅନଲାଇନ୍ ରେ ମିଳୁଛି।

ଗୋଟେ ଆକଳନରୁ ଜଣା ଯାଇଛି ଯେ ସାରା ଭାରତରେ ପ୍ରତିଦିନ ମୁଣ୍ଡପିଛା ୧୩୫ରୁ ୧୫୦ ଲିଟର ପାଣି ଖର୍ଚ୍ଚ ହୁଏ। ସେଥିରୁ ୩ରୁ ୪ ଲିଟର ପିଇବା ଉପଯୋଗୀ ପାଣି । କିନ୍ତୁ ବିଶୁଦ୍ଧ ପାଣି ଭାବି ଆମେ ଯାହାକୁ ପିଉଛେ…

୬ ଜଣଙ୍କୁ ମିଳିଲା, ୭ମ ଯୁବ ସମ୍ମାନ

ବ୍ୟୁରୋ: ଜଟଣୀ ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ ୟୁଥ୍ ଫେଡେରେସନ୍ ପକ୍ଷରୁ ୭ମ ଯୁବ ସମ୍ମାନ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବକୁ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ଉଦଘାଟନ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ…

ଦୁଇଟି ସ୍ୱର୍ଣ୍ଣ ପଦକ ପାଇଲେ ତନୁଶ୍ରୀ

ବ୍ୟୁରୋ : କେନ୍ଦ୍ରୀୟ ବିଦ୍ୟାଳୟର ଦ୍ଵିତୀୟ ଶ୍ରେଣୀ ଛାତ୍ରୀ ତନୁଶ୍ରୀ ପ୍ରିୟଦର୍ଶିନୀ, ଚତୁର୍ଥ ଖୋର୍ଦ୍ଧା ଜିଲ୍ଲା ଟାଇକୋଣ୍ଡୋ ପ୍ରତିଯୋଗିତାରେ ଦୁଇଟି ସ୍ୱର୍ଣ୍ଣ ପଦକ ପାଇଛନ୍ତି। ଖୋର୍ଦ୍ଧା ରୋଡ ସ୍ଥିତ ଇଷ୍ଟକୋଷ୍ଟ ରେଲୱେ ଇଣ୍ଡୋର ହଲରେ ଏସ.ଏମ.ଏସ ମାର୍ଷିଆଲ ଆର୍ଟ୍ସ ଏକାଡେମୀ ପକ୍ଷରୁ,…

କମ୍ ବଜେଟ୍ ରେ ବିଦେଶ ବୁଲନ୍ତୁ, ନୂଆ ଅଫର୍ ଆସିଛି।

ବୁଲାବୁଲି କରିବାକୁ କିଏ ଭଲ ନ ପାଏ ? ପାର୍ବଣ ଋତୁ ଆସିଲେ ଆରମ୍ଭ ହୋଇଯାଏ ପ୍ଲାନିଂ ସେ ଅନୁସାରେ ଆରମ୍ଭ ହୋଇଯାଏ କୁଆଡେ ଯିବେ, କିଏ କିଏ ଯିବେ ଆଉ ବଜେଟ୍ କଣ ରହିବ ? ଆରମ୍ଭ ହୋଇଯାଏ ଇଣ୍ଟରନେଟ୍…

କମଳା ଫୁଲ , ଡାଳଚିନି , ଗୋଲମରିଚରୁ ତିଆରି ହେଉଛି ପରଫ୍ୟୁମ୍

ପରଫୁମ୍ ବାସ୍ନା ପାଏଁ କେବଳ ଏ ନାଁ ହିଁ ଯଥେଷ୍ଟ। ସାରା ବିଶ୍ୱରେ ବିଭିନ୍ନ ବ୍ରାଣ୍ଡ ଆଉ ସୁଗନ୍ଧର ପରଫୁମ୍ ମିଳେ । ହେଲେ ଦି ବଡିସପ୍ ବ୍ରାଣ୍ଡର ପରଫୁମ୍ ସବୁଠାରୁ ନିଆରା । କାରଣ ଏହାର ସୁଗନ୍ଧି ଓ ମହକ…