Author: Kalinga Today

 ଜିନ୍ଦାବାଦ ସଂଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ

ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଜିନ୍ଦାବାଦ ସଂଗଠନ ଏବଂ ଓଡିଶା ଜଙ୍ଗଲ ଅଧିକାର ମଞ୍ଚ କଳାହାଣ୍ଡି ପକ୍ଷରୁ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୬ ଦଫା ଦାବୀ ସମ୍ବଳିତ ଏକ ଦାବିପତ୍ର ଧର୍ମଗଡ ଉପଜିଲ୍ଲାପାଳଙ୍କ ଜରିଆରେ ଅତିରିକ୍ତ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।…

ବଦଳିଲେ ୪୩ ଜଣ ବିଡ଼ିଓ

ବ୍ୟୁରୋ: ଆଜି ରାଜ୍ୟ ସରକାର ୪୩ ଜଣ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କୁ ବଦଳି କରିଛନ୍ତି । ଏ ନେଇ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ମା’ଶାରଳାଙ୍କ ପୀଠରେ ଆରମ୍ଭ ହେଲା ମହା ପୂଜା

ବ୍ୟୁରୋ: ଆରମ୍ଭ ହୋଇଛି ଝଙ୍କଡ଼ ବାସିନୀ ମା’ ଶାରଳାଙ୍କ ପୀଠରେ ଷୋଡ଼ଶ ଦିନାତ୍ମକ ପୂଜା। ମୂଳାଷ୍ଟମୀ ଠାରୁ ଏହି ଷୋଡଶ ଦିନାତ୍ମକ ପୂଜା ଆରମ୍ଭ ହୋଇ ବିଜୟା ଦଶମୀରେ ସମାପ୍ତ ହେବ। ଶାରଦୀୟ ପାର୍ବଣ ପୂଜା ସବୁଠାରେ ଅଲଗା ଅଲଗା ଵିଧିରେ…

ଜଟଣୀ ରୋଟାରୀ କ୍ଳବ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ବ୍ୟୁରୋ: ଜଟଣୀ ରୋଟାରୀ କ୍ଳବ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜଟଣୀ ରୋଟାରୀ କ୍ଳବ ଓ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରାଜଧାନୀ ନୀଳଶୈଳ ସଂଗଠନ ମିଳିତ ସହଯୋଗରେ ଏହି ମାଗଣା ସ୍ୱାସ୍ଥ୍ୟ ଶିବିର…

ସାଧନା ଆର୍ଟ ଆଣ୍ଡ କଲଚର ତରଫରୁ ଭଜନ ସନ୍ଧ୍ୟା

ବ୍ୟୁରୋ: ଓଡ଼ିଶାର ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ ସାଧନା ଆର୍ଟ ଆଣ୍ଡ କଲଚର ତରଫରୁ ବିଭିନ୍ନ ସୁନାମଧନ୍ୟ କଳାକାର ମାନଙ୍କୁ ନେଇ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଅନନ୍ତବିହାର ଓଏଲଫେୟାର ସୋସାଇଟି ଓ ଯୋଗକେନ୍ଦ୍ର, ପୋଖରୀପୁଟ ତରଫରୁ ଭଜନ ସନ୍ଧ୍ୟା…

କାଙ୍କେରୀ ଗାଦି ନାଗବଂଶୀ ପରିବାରର ନୁଆଁଖାଇ ଭେଟଘାଟ

ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅଧୀନରେ ଥିବା କାଙ୍କେରୀ ଗ୍ରାମରେ ନାଗବଂଶୀ ମରି ପରିବାରର ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ହୋଇଥିଲା । ଉକ୍ତ ଭେଟଘାଟ କାର୍ଯ୍ୟକ୍ରମରେ କେବଳ କାଙ୍କେରୀ ଗାଦି ଅଧୀନରେ ଥିବା ନାଗ ବଂଶୀ ମରି ପରିବାରର ସଦସ୍ୟ…

ପ୍ରିୟବ୍ରତ ହେଲେ ସାଂସଦଙ୍କ ରଣପୁର ପ୍ରତିନିଧି

ବ୍ୟୁରୋ: ପୁରୀ ସାଂସଦ ଡ଼ ସମ୍ବିତ ପାତ୍ର ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରିୟବ୍ରତ ପ୍ରହରାଜ (ଟୁଲୁ) ଙ୍କୁ ସାଂସଦ ପ୍ରତିନିଧି ଭାବେ ମନୋନିତ କରିଛନ୍ତି। ଏ ନେଇ ସାଂସଦ ଶ୍ରୀ ପାତ୍ରଙ୍କ କାର୍ଯ୍ୟଳୟରୁ ନୟାଗଡ଼ ଜିଲ୍ଲାପାଳଙ୍କ ସମେତ…

ପ୍ରଭୁ ଗଜାନନଙ୍କୁ ଭୋଗ ହାଣ୍ଡି ଅର୍ପଣ

ବ୍ୟୁରୋ: ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ ବିକାଶ ପରିଷଦ ପକ୍ଷରୁ ପ୍ରଭୁ ଗଣେଶ ଙ୍କୁ ହାଣ୍ଡି ଭୋଗ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭ୍ୟମାନେ ଜଟଣୀର ବିଭିନ୍ନ ଗଣେଶ ମଣ୍ଡପକୁ ଯାଇ ପ୍ରଭୁ ଗଜାନନ, ମାତା ସରସ୍ୱତୀ ଓ…

୮ମ ଯୁବ ସମ୍ମାନ ଉତ୍ସବ

ବ୍ୟୁରୋ: ଜଟଣୀ ୟୁଥ୍ ଫେଡରେସନ୍ ପକ୍ଷରୁ ରବିବାର ସନ୍ଧ୍ୟାରେ, ଜଟଣୀ ଥାନା ଛକ ନିକଟରେ ୮ମ ଯୁବ ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଅନନ୍ତ ଶତପଥୀ ଉତ୍ସବକୁ ସଭାପତିତ୍ବ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଟଣୀ…

ନାଳରେ ଭାସୁଛି ଅଜଣା ମୃତ ଦେହ

ବ୍ୟୁରୋ: ଜଟଣୀ ଥାନା ଅଧିନ କିଷ୍ଟ କଲେଜ ନିକଟ ଷଣ୍ଢପୁର ଜଗନ୍ନାଥ ବିହାର ପାଖ ନାଳରେ ଭାସୁଛି ଅଜଣା ମୃତ ଦେହ। ଆଜି ସକାଳୁ ସ୍ଥାନୀୟ ଲୋକେ ନାଳରେ ମୃତ ଦେହ ଭାସୁଥିବାର ଦେଖିଥିଲେ, ପରେ ପୋଲିସକୁ ଖବର ଦେଇଥିଲେ। ମୃତ…