ଚୋରି ଜିନିଷ ଜବତ, ଜଣେ କୋର୍ଟ ଚାଲାଣ
ବ୍ୟୁରୋ: ଜଟଣୀ ପୋଲିସ ଗତ ୨ତାରିଖରେ ଘଟିଥିବା ଚୋରି ଘଟଣାର ତଦନ୍ତ କରି, ଚୋରି ଟଙ୍କା ଓ ସୁନା ଅଳଙ୍କାର ଜବତ କରିବା ସହ ଜଣେ ମହିଳା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ମହିଳା ଅଭିଯୁକ୍ତ ଜଣକ…
ବ୍ୟୁରୋ: ଜଟଣୀ ପୋଲିସ ଗତ ୨ତାରିଖରେ ଘଟିଥିବା ଚୋରି ଘଟଣାର ତଦନ୍ତ କରି, ଚୋରି ଟଙ୍କା ଓ ସୁନା ଅଳଙ୍କାର ଜବତ କରିବା ସହ ଜଣେ ମହିଳା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ମହିଳା ଅଭିଯୁକ୍ତ ଜଣକ…
ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ମଣ୍ଡଳ ସ୍ତରୀୟ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି।ଜଟଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିବାଳା ପରିଡ଼ାଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ…
ବ୍ୟୁରୋ : ନାଇଜର ଭୁବନେଶ୍ୱରର ଜଟଣୀ କ୍ୟାମ୍ପସ ପରିସରରେ ଚାଲିଥିବା ପରମାଣୁ ଉର୍ଜା ବିଭାଗର ସପ୍ତମ ଜାତୀୟ ଯୋଗ ସମ୍ମିଳନୀ ଉତ୍ସବ ଉଦ୍ଯାପିତ ହୋଇଯାଇଛି। ଏହି ଉଦ୍ଯାପନୀ ଉତ୍ସବରେ ସଭାପତିତ୍ୱ କରିଥିଲେ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ହିରେନ୍ଦ୍ରନାଥ ଘୋଷ । ମୁଖ୍ୟ…
ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅଧିନ ଧଳାପଥର କଳାପଥର ବାଳିକା ଉଚ୍ଚବିଦ୍ୟାଳୟରେ, ଛାତରୁ ପ୍ଲାଷ୍ଟର୍ ଖସି ୩ ଜଣ ଛାତ୍ରୀଙ୍କ ସହ ଜଣେ ଶିକ୍ଷକ ଆହତ ହୋଇଛନ୍ତି। ସୂଚନା ମୁତାବକ ବିଦ୍ୟାଳୟରେ ପ୍ରାର୍ଥନା ସରିବା ପରେ ଶ୍ରେଣୀ କକ୍ଷରେ ଶିକ୍ଷାଦାନ…
ବ୍ୟୁରୋ: ଗତ ଶନିବାର ରାତିରେ ଜଟଣୀ କୁଦିଆରୀ ଅଞ୍ଚଳରେ ଘଟିଥିବା ନାବାଳିକା ଦୁଷ୍କର୍ମ ଘଟଣାର, ଜଟଣୀ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଜଟଣୀ ଥାନା ଅଧୀନ କୁଦିଆରୀ…
ବ୍ୟୁରୋ: ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଭିଯୋଗ ପ୍ରକଷ୍ଠୋରେ ଘଟିଛି ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇନାହାନ୍ତି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳରେ ଥିବା ଅଭିଯୋଗ ପ୍ରକଷ୍ଠୋରେ କର୍ମଚାରୀମାନେ ବସି କାର୍ଯ୍ୟ କରୁଥିବା ସମୟରେ, କାର୍ଯ୍ୟାଳୟରେ ଲାଗିଥିବା ଇନଭିର୍ଟର ବ୍ୟାଟେରୀ ଫାଟି…
ବ୍ୟୁରୋ : ଫୁଲବାଣୀରୁ ଭୁବନେଶ୍ୱର ଏକ କାର୍ ଯୋଗେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ, କମିଶନରେଟ ପୋଲିସର କ୍ରାଇମ୍ ବିଭାଗ ଚଢ଼ାଉ କରି ଜବତ କଲା ବିପୁଳ ଗଞ୍ଜେଇ, ମାଫିଆ ଫେରାର । ସୂଚନା ମୁତାବକ ଫୁଲବାଣୀରୁ…
ବ୍ୟୁରୋ: IPS ସ୍ତରରେ ବଡ଼ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । କଟକ-ଭୁବନେଶ୍ୱର ପୋଲିସ କମିଶନର ସଞ୍ଜୀବ ପଣ୍ଡାଙ୍କୁ ମିଳିଛି ନୂଆ ଦାୟିତ୍ୱ। କଟକ-ଭୁବନେଶ୍ୱରର ନୂଆ କମିଶନର ହେଲେ ଡ଼ ସୁରେଶ ଦେବଦତ୍ତ ସିଂ।
ବ୍ୟୁରୋ: ଗତ କାଲି ରାତିରେ ଘଟିଥିବା ଘଟଣା ଜଟଣୀକୁ ଦେଇଛି ଲଜ୍ଜା। ଜଟଣୀ ଥାନା ଅଧିନ କୁଦିଆରୀ ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ରାଜ୍ୟରେ ଗତ କିଛି ଦିନ ହେବ ମହିଳାମାନଙ୍କ ଉପରେ ଶାରୀରିକ ନିର୍ଯ୍ୟାତନା…
ବ୍ୟୁରୋ: ନାଇଜର ଭୁବନେଶ୍ୱରର ଜଟଣୀ କ୍ୟାମ୍ପସ ପରିସରରେ ପରମାଣୁ ଉର୍ଜା ବିଭାଗର ସପ୍ତମ ଜାତୀୟ ଯୋଗ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବକୁ ସଭାପତିତ୍ଵ କରିଥିଲେ ଅନୁଷ୍ଠାନର କୁଳସଚିବ ତଥା ସମ୍ମିଳନୀର ଅଧ୍ୟକ୍ଷ ଡ. ଅଭୟ କୁମାର ନାୟକ ।…