ବ୍ୟୁରୋ: ସିଇଓ ନିକୁଞ୍ଜ ବିହାରୀ ଧଳ ଆଜି ମୋ ବୁଥ୍‌‌ ଆପ୍‌‌ ଉନ୍ମୋଚିତ କରିଛନ୍ତି । ଏହି ଆପ୍‌‌ ଜରିଆରେ ଭୋଟର ମାନେ ନିଜ ନିଜର ବୁଥ୍‌‌ ବିଷୟରେ ଜାଣିପାରିବେ। ବିଶେଷକରି ଭୋଟରଙ୍କ ସୁବିଧା ପାଇଁ ଏହି ଆପ୍‌‌ ପ୍ରସ୍ତୁତ କରାଯାଇଛି। ଆପ୍‌‌ ଓ ୱେବସାଇଟ ମାଧ୍ୟମରେ ବୁଥ୍‌‌ ସମ୍ପର୍କରେ ସବୁ ତଥ୍ୟ ଭୋଟର ମାନେ ଜାଣିପାରିବେ। ଏହି ଆପ୍ ଭୋଟ ହାର ବଢାଇବାରେ ମଧ୍ୟ ସହାୟକ ହେବ।

Leave a Reply

Your email address will not be published. Required fields are marked *