Tag: odisha

ବିକ୍ରି ପାଇଁ ଚାଲିଛି ଅସଲି କୁଡୁଆରେ ନକଲି ଅବଢ଼ା ରୋଷେଇ

ବ୍ୟୁରୋ: ଭକ୍ତ ମାନଙ୍କ ପାଇଁ ମହାପ୍ରସାଦ ନାଁରେ, ନକଲି ଅବଢ଼ା ରୋଷେଇ ହେଉଥିବା ଖବର ଏବେ ସମସ୍ତିଙ୍କୁ ଚକିତ କରିଦେଇଛି। ମହାପ୍ରଭୁଙ୍କ ଅଣବସର ନୀତି ଚାଲିଥିବାରୁ ପ୍ରତିଦିନ ଅବଢ଼ା ବାହାରିବାରେ ବିଳମ୍ବ ହେଉଛି। ଏହାର ଫାଇଦା ନେଇ କିଛି ଅସାଧୁ ବ୍ୟକ୍ତି,…

ଆନ୍ତର୍ଜାତୀୟ ଲେଭେଲ୍ କ୍ରସିଙ୍ଗ ସଚେତନତା ଦିବସ ପାଳିତ

ଜଟଣୀ: ଖୋର୍ଦ୍ଧା ରୋଡ଼ ମଣ୍ଡଳ ପକ୍ଷରୁ, ହରିପୁରଗ୍ରାମ ଜଙ୍କସନ ରେଳଷ୍ଟେସନ ନିକଟରେ ଆନ୍ତର୍ଜାତୀୟ ଲେଭେଲ କ୍ରସିଙ୍ଗ ସଚେତନତା ଦିବସ ପାଳିତ ହୋଇଯାଇଛି। ଜନସାଧାରଣଙ୍କୁ ଲେଭେଲ କ୍ରସିଙ୍ଗ ଗେଟରେ କିପରି ଯିବାଆସିବା କରିବା କଥା ସେହି ବିଷୟରେ, ଲିଫ୍ଲେଟ ବଣ୍ଟନ କରିବା ସହ…

ଆରମ୍ଭ ହେଲା ଅଁଳାଯୋଡ଼ି – ବେଣାପଞ୍ଜରୀ ରାସ୍ତା କାମ

ଜଟଣୀ: ବହୁ ଦିନର ଦାବୀ ହୋଇଛି ପୂରଣ। ଲୋକଙ୍କ ଗମନାଗମନର ସୁବିଧା ପାଇଁ ଅଁଳାଯୋଡ଼ି ବେଣାପଞ୍ଜରି ରାସ୍ତାର, ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ। ବିଧାୟକ ଅଁଳାଯୋଡି ପ୍ରାଥମିକ ବିଦ୍ୟାଳୟଠାରେ ପୂଜାର୍ଚ୍ଚନା କରି ଶୁଭ ଦେବାପରେ ଆରମ୍ଭ ହୋଇଛି…

ଦେଶୀ ମଦ ବିକ୍ରି ଅଭିଯୋଗରେ ଜଣେ ଗିରଫ

ଜଟଣୀ : ବେଆଇନ ମଦ ବିକିବା ଅଭିଯୋଗରେ, ଜଟଣୀ ପୋଲିସ ଜଣେ ମଦ ମଦ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜଟଣୀ ମୁନିସିପାଲିଟି ଛକ ନିକଟରେ ବେଆଇନ ଭାବେ ଦେଶୀ ମଦ ବିକ୍ରି କରିବା ଅଭିଯୋଗରେ ପୁଲିସ୍ ଜଣେ…

ଗୁଳିମାଡ଼ରେ  ଡ୍ରଗ୍ସ ମାଫିଆ ମୃତ।

ଖୋର୍ଦ୍ଧା: ଖୋର୍ଦ୍ଧା ସାମନ୍ତରାପୁର ଠେଙ୍ଗାହାଟ ଛକ, ଗୁଳିମାଡରେ ଆହତ ସୋମନାଥ ଭୁଜବଳଙ୍କର ଚିକିତ୍ସା ବେଳେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଗତ ୭ତାରିଖ, ରାତି୧୦ଟା ସମୟରେ ଖୋର୍ଦ୍ଧା ସାମନ୍ତରାପୁର ଠେଙ୍ଗାହାଟ ଛକରେ, ସୋମନାଥ ଠିଆ ହୋଇଥିବା ବେଳେ, ଏକ ପିକ୍ଅପ ଭ୍ଯାନରେ…

ଭଙ୍ଗାହେଲା ବାହାନଗା ପ୍ରାଥମିକ, ଏଲିମେଣ୍ଟାରି ସ୍କୁଲ ଘର

ବ୍ୟୁରୋ: ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାରେ ମୃତବରଣ କରିଥିବା, ବ୍ୟକ୍ତିମାନଙ୍କ ମୃତଦେହ ଗୁଡିକୁ ବାହାନଗା ସ୍କୁଲ ଘରେ ରଖାଯାଇଥିଲା। ପରେ ମୃତଦେହ ଗୁଡିକୁ ବିଭିନ୍ନ ମେଡ଼ିକାଲକୁ ପଠାଯାଇଥିଲା। ସ୍ଥାନୀୟ ଜନସାଧାରଣ ଓ ଅଭିବାବକ ମାନେ ସ୍କୁଲ ଘରେ ମୃତଦେହ ଥିବାରୁ, କିପରି…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଗୁଳିମାଡ

ଖୋର୍ଦ୍ଧା : ପୂର୍ବ ଶତ୍ରୁତାକୁ ନେଇ ଖୋର୍ଦ୍ଧାରେ ଜଣେ ଯୁବକଙ୍କ ଉପରକୁ ହୋଇଛି ଗୁଳିମାଡ଼। ଖୋର୍ଦ୍ଧା ଆଦର୍ଶ ଥାନା ଅଧିନ ଠେଙ୍ଗହଟା ଛକରେ ଜଣେ ଯୁବକଙ୍କୁ କିଛି ଲୋକ ପିକ୍ଅପ ଭ୍ୟାନରେ ଆସି ଗୁଳିମାଡ କରିଛନ୍ତି। ଗୁଳିମାଡ଼ର ଶିକାର ହେଉଛନ୍ତି ସୋମନାଥ…

ଟ୍ରେନ ଚକାରେ କଟି ଛଅ ଜଣ ମୃତ୍ୟୁ, ଦୁଇ ଗୁରୁତର

ବ୍ୟୁରୋ: ମନରୁ ବାହାନଗା ଘଟଣା ନ ଲିଭୁଣୁ, ପୁଣି ଘଟିଛି ଆଉ ଗୋଟେ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଚାଲିଯାଇଛି ଛଅ ଜଣଙ୍କ ଜୀବନ। ସୂଚନା ଅନୁସାରେ ଯାଜପୁର ରୋଡ଼ ଷ୍ଟେସନରେ ବହୁଦିନ ହେବ ଠିଆ ହୋଇଥିବା ଏକ ମାଲଗାଡି ତଳେ ୮ଜଣ…

ଏମ୍ସରେ ସବୁ ମୃତ ଦେହ

ବ୍ୟୁରୋ: ବାଲେଶ୍ଵର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୨୮୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ସକାଳ ସୁଦ୍ଧା ୨୦୫ଟି ମୃତ ଦେହ ଚିହ୍ନଟ ହୋଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବାକି ରହିଥିବା ୮୩ଟି ମୃତଦେହକୁ ଏମ୍ସ ହସ୍ପିଟାଲରେ ରଖାଯାଇଛି।ମୃତଦେହକୁ…

ମୃତ ବ୍ୟକ୍ତିଙ୍କ ଉଦେଶ୍ୟରେ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଅର୍ପଣ

ଜଟଣୀ : ଜଟଣୀ ପୋଷ୍ଟ ଅଫିସ ଛକ, ବ୍ୟବସାୟୀ ସଂଘ ଓ ପ୍ରେସକ୍ଲବ ପକ୍ଷରୁ, ବାହନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ, ବ୍ୟବସାୟୀ ଓ ସାମ୍ବାଦିକ ମାନେ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବ୍ୟବସାୟୀ ସଂଘର…