ଲବଣଗିରି ମହିମା ଧର୍ମାଶ୍ରମର ୩୮ତମ ବାର୍ଷିକ ମହିମା ମହୋତ୍ସବ ପାଳିତ
ବ୍ୟୁରୋ: ଜଟଣୀ ବ୍ଲକ ଅଧିନ ଜାମୁକୋଳି ପାଖ ଲବଣଗିରି ମହିମା ଧର୍ମାଶ୍ରମର ୩୮ ତମ ବାର୍ଷିକ ମହିମା ମହୋତ୍ସବ ଧୁମଧାମରେ ପାଳିତ ହୋଇଛି। ଆଶ୍ରମର ମଠାଧୀଶ ସାଧୁ ଅନାମ ଚରଣ ଦାସଙ୍କ ତତ୍ୱାବଧାନରେ ଏହି ମହିମା ମହୋତ୍ସବ ପାଳିତ ହୋଇଛି। ଏହି…
