Author: Kalinga Today

୧୨୯ ବର୍ଷ ବୟସରେ ଯୋଗ ଗୁରୁ ପଦ୍ମଶ୍ରୀ ବାବା ଶିବାନନ୍ଦ ମହାରାଜଙ୍କ ପରଲୋକ

ବ୍ୟୁରୋ,୫/୫: ଭାରତ ବର୍ଷର ବରିଷ୍ଠ ଯୋଗ ଗୁରୁ ପଦ୍ମଶ୍ରୀ ଶିବାନନ୍ଦ ମହାରାଜଙ୍କ ୧୨୯ ବର୍ଷ ବୟସରେ ପରଲୋକ ହୋଇଛି। ବାରାଣସୀର ସାର୍ ସୁନ୍ଦର ଲାଲ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମୟରେ ଶିବନନ୍ଦ ମହାରାଜଙ୍କ ଶନିବାର ଇହଲୀଳା ସମ୍ବରଣ କରିଛନ୍ତି । ସେ…

ଜଟଣୀ ବାର୍ ଆସୋସିଏସନ୍ ପକ୍ଷରୁ ମଧୁସୂଦନ ଦାସ ଜୟନ୍ତୀ ପାଳିତ

ଜଟଣୀ,୩୦/୪: ଜଟଣୀ ବାର୍ ଆସୋସିଏସନ୍ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଜଟଣୀ କୌର୍ଟ ପରିସରରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ଉଚ୍ଚନ୍ୟାୟାଳୟର ନ୍ୟାୟାଧିଶ ଆନନ୍ଦ ଚନ୍ଦ୍ର ବେଉରା ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ…

ବରିଷ୍ଠ ଆଇନଜୀବୀ ମାନଙ୍କୁ ସମ୍ମାନିତ କଲେ ଜଟଣୀ ଅଧିବକ୍ତା ପରିବାର

ଜଟଣୀ,୩୦/୪: ଅଧିବକ୍ତା ପରିବାର ଜଟଣୀ ପକ୍ଷରୁ ମଧୁସୂଦନ ଦାସ ଜୟନ୍ତୀ ଓ ଓକିଲ ଦିବସ ସ୍ଥାନୀୟ ବିଶ୍ୱନାଥ ମନ୍ଦିର ପରିସରରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବିଚାରପତି ବିରଞ୍ଚି କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି…

ଜଟଣୀରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବୀ

ଜଟଣୀ,୩୦/୪: ଜଟଣୀ ସହରରେ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ତଥା ଓଡିଆ ଜାତିର ସ୍ବାଭିମାନର ପ୍ରତୀକ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ମଧୁବାବୁଙ୍କ ଜୟନ୍ତୀ ଉତ୍ସବରେ ଦାବୀ କରିଛନ୍ତି ଜଟଣୀ ବରିଷ୍ଠ…

ଓଡିଆ ଯୁବକ ଯୁବତୀଙ୍କ ପ୍ରେରଣାର ଉତ୍ସ ଥିଲେ ବିଜୁ ବାବୁ

ଜଟଣୀ,୧୮/୪: ଓଡିଆ ଯୁବକ ଯୁବତୀ ମାନଙ୍କର ପ୍ରେରଣାର ଉତ୍ସ ଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ । ନିଜର ତଥା ଓଡିଶାର ସ୍ବାଭିମାନକୁ ବଜାୟ ରଖି ଦେଶ ବିଦେଶରେ ଓଡିଆ ଯୁବକ ଯୁବତୀ ମାନେ ନିଜର ଦକ୍ଷତା ବଳରେ ସୁନାମ ଅର୍ଜନ…

ଯୁବକ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ବ୍ୟୁରୋ: ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ, ବୋତଳମା ପଞ୍ଚାୟତ ଅଧିନ ଗୌଡପାଟଣା ମହୁଲାକୁଦିଆ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏକ ମଇ ଗଛରେ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ଆଜି ସକାଳୁ…

ଅନନ୍ତବିହାର ୱେଲଫେୟାର ସୋସାଇଟି ପକ୍ଷରୁ ଓଡ଼ିଆ ନବବର୍ଷ ପାଳିତ

ବ୍ୟୁରୋ,୧୫/୪: ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଉପଲକ୍ଷେ ପୋଖରୀପୁଟ ସ୍ଥିତ ଅନନ୍ତବିହାର ୱେଲଫେୟାର ସୋସାଇଟି ପକ୍ଷରୁ ଭୁବନେଶ୍ୱର ଅନନ୍ତବିହାର ବିଡିଏ ପାର୍କରେ ଓଡ଼ିଆ ନବ ବର୍ଷ ବେଶ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ପୋଖରୀପୁଟର ପୁରାତନ କଳା…

ପୁଣି ଆରମ୍ଭ ହେଲା ଜଗନ୍ନାଥ ଜମି ଉଚ୍ଛେଦ ପକ୍ରିୟା

ଜଟଣୀ,୧୧/୪: କିଛି ଦିନ ବ୍ୟବଧାନ ପରେ ପୁଣି ଥରେ ଆରମ୍ଭ ହେଲା ଜଗନ୍ନାଥ ଜମି ବେଆଇନ ଉଛେଦ ପକ୍ରିୟା। ଗୁରୁବାର ଜଟଣୀ ତହସିଲ ଅଧିନ ଛଣଘର ମୌଜାରେ ରହିଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଜମି ଉପରେ ବେଆଇନ ଭାବେ ରହିଥିବା ଜବର…

ମାନସ ଦଳେଇ ହତ୍ୟା ମାମଲାରେ ଆଉ ଜଣେ ଗିରଫ

ଜଟଣୀ,୧୧/୪: ଜଟଣୀ ବଡ଼ ନୂଆଗାଁ ମାନସ ଦଳେଇ ହତ୍ୟା ମାମଲାରେ ପୋଲିସ ଜଟଣୀ ଉପରବସ୍ତ ( ମୁଣ୍ଡଳି ସାହି) ର ସ୍ବପ୍ନେଶ୍ୱର ବଳିୟାରସିଂ ଓରଫ ସପନା କୁ ଗିରଫ କରିଥିବା ଜଟଣୀ ଥାନାଧିକାରୀ ଷ୍ଟାଲିନ ବିଶ୍ଵାଳ ସୂଚନା ଦେଇଛନ୍ତି। ପୂର୍ବରୁ ଜଟଣୀ…

ମନୋଜ କୁମାର ପରିଡା ରାଜ୍ୟ ମୁଖ୍ୟ ସୂଚନା କମିଶନର

ବ୍ୟୁରୋ,୧୦/୪: ରାଜ୍ୟ ମୁଖ୍ୟ ସୂଚନା କମିଶନର ଭାବେ ଅବସରପ୍ରାପ୍ତ ଆଇଏଏସ ମନୋଜ କୁମାର ପରିଡ଼ା ନିଯୁକ୍ତି ପାଇଛନ୍ତି । ଏନେଇ ବୁଧବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ସେ ପୁଡ଼ୁଚେରୀର ମୁଖ୍ୟ ଶାସନ ସଚିବ ରହିଥିଲେ। ନିଯୁକ୍ତି ପରେ…