Advertisement

ଜଟଣୀ,୨୩/୩: ଜଟଣୀ କୁଦୀଆରୀ ବଜାର ଅଞ୍ଚଳରେ ରାଜା ୱେଲଫ୍ୟାର ଟ୍ରଷ୍ଟ ପକ୍ଷରୁ ସୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ପ୍ରତି ବର୍ଷ ରମଜାନ ମାସରେ ରାଜା ୱେଲଫ୍ୟାର ଟ୍ରଷ୍ଟ ପକ୍ଷରୁ ଅସହାୟ  ବ୍ୟକ୍ତି ମାନଙ୍କୁ ଶୁଖିଲା ଖାଦ୍ୟ ଓ ଲୁଗା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ଚେୟାରମନ୍ ମହମ୍ମଦ ପରୱାଜ୍ ହାଇଦର, ସଭାପତି ଭାବନା ମିଶ୍ର, ତାହିରା ବେଗମ୍, ହବିବୁର ରାହେମନ୍, ଶୁଭଲଷ୍ମୀ ସାମନ୍ତରା, ବୃନ୍ଦାବନ୍ ସୁବୁଦ୍ଧି, ମହମ୍ମଦ ରିଯୁଆନଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *