ଜଟଣୀ ଓଭର ବ୍ରିଜ ନିର୍ମାଣ ସରିବା ତାରିଖ ଘୋଷଣା କଲା ପ୍ରଶାସନ
ଜଟଣୀ: ସବୁ କଳ୍ପନା ଜଳ୍ପନାର ହେଲା ଅନ୍ତ। ଜଟଣୀର ଥିବା ବହୁ ଦିନର ସମସ୍ୟାର ହେବାକୁ ଯାଉଛି ସମାଧାନ। ଆଉ ଲୋକମାନେ ହେବେନି ହଇରାଣ, ସୁବିଧାରେ କରିବେ ଗମନାଗମନ। ବର୍ଷା ପାଣିରେ ବୁଡିବନି ଆଉ ମୋ ବସ୍, କି ରେଲୱେ ଅଣ୍ଡରଗ୍ରାଉଣ୍ଡ…
ଜଟଣୀ: ସବୁ କଳ୍ପନା ଜଳ୍ପନାର ହେଲା ଅନ୍ତ। ଜଟଣୀର ଥିବା ବହୁ ଦିନର ସମସ୍ୟାର ହେବାକୁ ଯାଉଛି ସମାଧାନ। ଆଉ ଲୋକମାନେ ହେବେନି ହଇରାଣ, ସୁବିଧାରେ କରିବେ ଗମନାଗମନ। ବର୍ଷା ପାଣିରେ ବୁଡିବନି ଆଉ ମୋ ବସ୍, କି ରେଲୱେ ଅଣ୍ଡରଗ୍ରାଉଣ୍ଡ…
ଜଟଣୀ: ଜଟଣୀ ହରିଭାଇନା ଛକରେ ଥିବା, ନୂଆ ବସ୍ ଷ୍ଟାଣ୍ଡ ଭିତରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଦୃଶ୍ୟ। ବସ୍ ଷ୍ଟାଣ୍ଡର ପୁରୁଷ ଶୌଚାଳୟ ଭିତରେ, ଜଣେ ଯୁବକ ମୃତ୍ୟ ସହ ଲଢେ଼ଇ କରୁଛନ୍ତି। ଯୁବକଙ୍କ ନା କେହି ଜାଣି ନଥିବା…
ଜଟଣୀ: ଜଟଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ, ତାଲୁକସ୍ତରୀୟ ଆଇନ ସେବା କମିଟି ଜଟଣୀ ପକ୍ଷରୁ, ତାଲୁକସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଟଣୀ କୌର୍ଟର ବିଚାରପତି ହିତାଶ୍ରୀ ବେହେରା ଯୋଗଦେଇ…
ଜଟଣୀ: ପରିବେଶ ସଫା ରଖିବା ପାଇଁ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା, କିନ୍ତୁ ପରିବେଶ ସଫା ରହିବା ବଦଳରେ, ରାସ୍ତା ଉପରେ ଗଦା ହୋଇ ରହିଛି, କୁଢ଼ କୁଢ଼ ଅଳିଆ। ଏଭଳିଦୃଶ୍ୟ ଦେଖିବାକୁ ମିଳିଛି ଜଟଣୀ ଅଞ୍ଚଳରେ। ଜଟଣୀ ପୋୖର…
ଜଟଣୀ: ଜଟଣୀ ପୌର ପରିଷଦ ଅଧିନ ବାଛରା ପାହାଡ଼ ଉପରେ ନିର୍ମାଣ ହେବ ପାର୍କ। ଏଥିପାଇଁ ଜଟଣୀ ପୋୖର ପରିଷଦ ସଜବାଜ ହେଉଥିବା ବେଳେ ସେଥିରେ ପଶିଛି ଏବେ କେଁ। ପାହାଡ଼କୁ ଲାଗି ଗଢି ଉଠିଥିବା ବସ୍ତି ବାସିନ୍ଧା ଏବେ, ଥଇଥାନ…
ଜଟଣୀ: ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ରେଲୱେ ଷ୍ଟାଡିୟମରେ “ଆନ୍ତର୍ଜାତୀୟ ଯୋଗ ଦିବସ” ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଖୋର୍ଦ୍ଧା ରୋଡ଼ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ରିଙ୍କେଶ ରାୟ ଏବଂ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ର ସଭାନେତ୍ରୀ…
ଜଟଣୀ: ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧୋତ୍ସବ ଜଟଣୀରେ ପାଳିତ ହୋଇଯାଇଛି । ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ଓ ବରିଷ୍ଠ ନାଗରିକ ସେବା ସଂଘ ତରଫରୁ ଜଟଣୀ ମିଲ୍ ପୋଖରୀରେ ତିଲତର୍ପଣ କରାଯାଇଥିଲା। ପରେ ସଂଘଠନର କର୍ମକର୍ତ୍ତା ମାନେ ଗୋପବନ୍ଧୁ ପାର୍କ…
ଜଟଣୀ: ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପରି , ନିଜକୁ ଲୋକମାନଙ୍କ ସେବାରେ ଉତ୍ସର୍ଗ କରିବାକୁ, ଜଟଣୀ ରାଣୀପୁର ବାପା ମା’ ସେବାଶ୍ରମରେ, ଆୟୋଜିତ ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କର, ୯୫ତମ ଶ୍ରାଦ୍ଧୋତ୍ସବରେ ସମସ୍ତେ ଶପଥ ନେଇଥିଲେ। ଏହି ଶ୍ରାଦ୍ଧୋତ୍ସବରେ ଅତିଥି…
ଜଟଣୀ: ଏକ ଗୋରୁ ଚମଡା ବୋଝେଇ ପିକଅପ ଭ୍ୟାନକୁ , ରାସ୍ତା ତଳକୁ ଓଲଟାଇ ଦେଲେ ସ୍ଥାନୀୟ ଲୋକେ। ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି ଜଟଣୀ ବ୍ଲକ ଅଧିନ ଓରକଳ ବଜାର ହାଇଟେକ ଛକରେ । ସୂଚନା ମୁତାବକ ଜଟଣୀ…
ଜଟଣୀ: ଖୋର୍ଦ୍ଧା ରୋଡ଼ ମଣ୍ଡଳ ପକ୍ଷରୁ, ହରିପୁରଗ୍ରାମ ଜଙ୍କସନ ରେଳଷ୍ଟେସନ ନିକଟରେ ଆନ୍ତର୍ଜାତୀୟ ଲେଭେଲ କ୍ରସିଙ୍ଗ ସଚେତନତା ଦିବସ ପାଳିତ ହୋଇଯାଇଛି। ଜନସାଧାରଣଙ୍କୁ ଲେଭେଲ କ୍ରସିଙ୍ଗ ଗେଟରେ କିପରି ଯିବାଆସିବା କରିବା କଥା ସେହି ବିଷୟରେ, ଲିଫ୍ଲେଟ ବଣ୍ଟନ କରିବା ସହ…