Author: Kalinga Today

ଟ୍ରାନ୍ସଜେଣ୍ଡର୍‌ଙ୍କ ପାଇଁ ଖୋଲିଲା ସ୍ବତନ୍ତ୍ର କ୍ଲିନିକ୍ ‘ପୂର୍ଣତା’

ବ୍ୟୁରୋ: ହାଇଟେକ୍ ମେଡିକାଲ କଲେଜ୍ ଓ ହସ୍ପିଟାଲ ଏବଂ ଓଡିଶା ଟ୍ରାନ୍ସଜେଣ୍ଡର ମହାସଂଘ ‘ଶଖା’ ମଳିତ ସହ‌ଯୋଗରେ, ହାଇଟେକ୍ ମେଡିକାଲ କଲେଜ ପରିସରରେ ଖୋଲିଲି ଟ୍ରାନ୍ସଜେଣ୍ଡର୍‌ଙ୍କ ପାଇଁ ଖୋଲିଲା ସ୍ବତନ୍ତ୍ର କ୍ଲିନିକ୍ ‘ପୂର୍ଣତା’। ଗୋଟିଏ ଛାତ ତଳେ ଟ୍ରାନ୍ସଜେଣ୍ଡରମାନଙ୍କର ସ୍ଵାସ୍ଥ୍ୟ ଚିକିତ୍ସାର…

୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ , ୩ ଗିରଫ

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଇପାସ ଛକ ନିକଟରୁ ଗଞ୍ଜେଇ ପାର୍ସଲ ଗ୍ୟାଙ୍ଗ କୁ ଧରିଲା ବାଲୁଗାଁ ଅବକାରୀ ଟିମ୍ । ଗଞ୍ଜେଇ ଭର୍ତ୍ତି ବସ୍ତା ଚାଲାଣ ବେଳେ ଗୋଡାଇ ଗୋଡାଇ ମାଡି ବସିଲା ବାଲୁଗାଁ ଅବକାରୀ ବିଭାଗ । ସେମାନଙ୍କ…

ତୃତୀୟ ବାର୍ଷିକ ଉତ୍ସବ ସ୍ପନ୍ଦନ ପାଳିତ

ବ୍ୟୁରୋ: ଜଟଣୀ ଷଣ୍ଢପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ସ୍ପନ୍ଦନ ପାଳିତ ହୋଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ କେଭି, ଆଇଆଇଟି ଭୁବନେଶ୍ୱରର ଅଧ୍ୟକ୍ଷ ଚକ୍ରଧର ପୃଷ୍ଟି ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ଅଦୈତ ବଳିଆରସିଂହ ପ୍ରମୁଖ…

ମହିଳାଙ୍କ ପ୍ରତି ଯୌନ ନିର୍ଯ୍ୟାତନା ଉପରେ ଆଲୋଚନା ଚକ୍ର

ବ୍ୟୁରୋ: ପୂର୍ବତଟ ରେଲୱେ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ, ଖୋର୍ଦ୍ଧା ରୋଡ୍ ପକ୍ଷରୁ, ମଣ୍ଡଳ ରେଳ ପ୍ରବନ୍ଧକ କାର୍ଯ୍ୟାଳୟର ସମ୍ମିଳନୀ ହଲରେ “କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ପ୍ରତି ଯୌନ ନିର୍ଯ୍ୟାତନା” ଉପରେ ଆଲୋଚନା ଚକ୍ର ଆୟୋଜନ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ…

ଡିସେମ୍ବର ୨୦ରେ ରିଲିଜ ହେବ ଅକ୍ସିଜେନ୍‌

ବ୍ୟୁରୋ: ମଣିଷ ପାଇଁ ଅକ୍ସିଜେନ୍‌ର ନିହାତି ଆବଶ୍ୟକତା ରହିଛି। ବର୍ତ୍ତମାନ ସମୟରେ କଳକାରଖାନା, ଆପାର୍ଟମେଣ୍ଟ ଆଦି ତିଆରି କରିବାକୁ ଜଙ୍ଗଲ କଟାଯାଉଛି! ଏହାଦ୍ବାରା ବାୟୁମଣ୍ଡଳରେ ଅକ୍ସିଜେନ୍ ସ୍ତର ପ୍ରଭାବିତ ହେଉଛି। ପରିବେଶ ସୁରକ୍ଷା ଓ ତାର ଯତ୍ନ କୁ ବିଷୟକୁ ନେଇ…

ବନ ସୁରକ୍ଷା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବ୍ୟୁରୋ: ବନ ସୁରକ୍ଷା କର୍ମଚାରୀଙ୍କୁ କାଠ ଫାଳିଆରେ ହୋଇଛି ମରଣାନ୍ତକ ଆକ୍ରମଣ। ଆକ୍ରମଣରେ ଆହତ ବନ ସୁରକ୍ଷା କର୍ମଚାରୀ ହେଉଛନ୍ତି ଭବାନୀ ପ୍ରସାଦ ପଟ୍ଟନାୟକ। ଭବାନୀଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ହୋଇଛି । ସୂଚନା ମୁତାବକ ବନ ସୁରକ୍ଷା…

ଭୂମିକମ୍ପରେ ଥରିଲା ଘର

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଆଜି ମୃଦୁ ଭୂମିକମ୍ପ ହେବାର ଅନୁଭବ କରିଛନ୍ତି ଲୋକେ। ଅପରାହ୍ନ ୪ଟା ୫୪ ସମୟରେ କିଛି ସେକେଣ୍ଡ ପାଇଁ ଟାଙ୍ଗୀ ଓ ଏହାର ଆଖପାଖ ଅଞ୍ଚଳର ଲୋକମାନେ ଭୂକମ୍ପର ଝଟ୍‌କା କୁ ଅନୁଭଵ କରିଥିଲେ।…

ବଜରଙ୍ଗ ଦଳ ଟାଙ୍ଗୀ ପ୍ରଖଣ୍ଡ ପକ୍ଷରୁ ସୌର୍ଯ୍ୟ ଦିବସ ପାଳନ

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲାର ବଜରଙ୍ଗ ଦଳ ଟାଙ୍ଗୀ ଶାଖା ପକ୍ଷରୁ ସୌର୍ଯ୍ୟ ଦିବସ ପାଳନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବଜରଙ୍ଗ ଦଳର ସଦସ୍ୟମାନେ ବିରାଟ ମଶାଲ ଶୋଭାଯାତ୍ରାରେ ଟାଙ୍ଗୀ ନଗର ପରିକ୍ରମା କରିଥିଲେ । ୧୯୯୨ ମସିହା ଗୀତା ଜୟନ୍ତୀ…

ରୋଜାର ସପ୍ତଦଶତମ ବାର୍ଷିକ ଉତ୍ସବ ପାଳିତ

ବ୍ୟୁରୋ: ଜଟଣୀର ସର୍ବ ପୁରାତନ ୧୦୯ ବର୍ଷର ରେଲୱେ ସ୍କୁଲ ପୁରାତନ ଛାତ୍ର ସଂସଦ (ରୋଜା)ର ସପ୍ତଦଶତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ପାଳିତ ହୋଇଛି । ରୋଜାର ସଭାପତି ଡାକ୍ତର ପ୍ରସନ୍ନ କୁମାର ମହାନ୍ତିଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି…

ଭୁବନେଶ୍ବର ଉପକଣ୍ଠରେ ନାଟକ ମହୋତ୍ସବ

ବ୍ୟୁରୋ: ରାଜଧାନୀ ଉପକଣ୍ଠ ଜଟଣୀ ବ୍ଲକ ଯାଁଳା ପଞ୍ଚାୟତରେ ଶ୍ରୀ ଗ୍ରାମେଶ୍ବର ଯୁବ ପରିଷଦ ପକ୍ଷରୁ ପ୍ରତିବର୍ଷ ଭଳି, ମୁଣ୍ଡମୁହାଁଣସ୍ଥିତ ବାବା ଗ୍ରାମେଶ୍ବର ମେଳନ ପଡିଆ ଠାରେ ଏବର୍ଷର ନାଟକ ମହୋତ୍ସବ ଅନୁଷ୍ଠିତ ହେଉଅଛି। ଏହି ଉତ୍ସବ ଆଜି ଠାରୁ ଆରମ୍ଭ…