ବ୍ୟୁରୋ: ୨୦୨୪ ନିର୍ବାଚନ ଲଢିବେନି ଭି.କେ. ପାଣ୍ଡିଆନ । ଆଜି ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସ୍ପଷ୍ଟ କରିଛନ୍ତି ଭି.କେ. ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ୧୪୭ ଆସନ ପାଇଁ କାମ କରିବେ ବୋଲି ବୈଠକରେ କହିଛନ୍ତି ପାଣ୍ଡିଆନ। ବୈଠକରେ ପଣ୍ଡିଆନଙ୍କ ନିଷ୍ପତ୍ତି ବାବଦରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସମ୍ବିତ ରାଉତରାୟ

Leave a Reply

Your email address will not be published. Required fields are marked *