ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଓ ୨୫ ତାରିଖରେ ହାଇକୋର୍ଟ ବନ୍ଦ ରହିବ ବୋଲି ଏକ ବିଜ୍ଞପ୍ତି ଜାରୀ ହୋଇଛି। ଏହି ଦୁଇ ଦିନ ବଦଳରେ ଆସନ୍ତା ନଭେମ୍ବର ୩୦ ତାରିଖ (ଶନିବାର) ଓ ଡିସେମ୍ବର ୭ ତାରିଖ (ଶନିବାର) କୁ କାର୍ଯ୍ୟ ଦିବସ ଭାବେ ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *