ବ୍ୟୁରୋ: ପୁରୀ ସାଂସଦ ଡ଼ ସମ୍ବିତ ପାତ୍ର ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରିୟବ୍ରତ ପ୍ରହରାଜ (ଟୁଲୁ) ଙ୍କୁ ସାଂସଦ ପ୍ରତିନିଧି ଭାବେ ମନୋନିତ କରିଛନ୍ତି। ଏ ନେଇ ସାଂସଦ ଶ୍ରୀ ପାତ୍ରଙ୍କ କାର୍ଯ୍ୟଳୟରୁ ନୟାଗଡ଼ ଜିଲ୍ଲାପାଳଙ୍କ ସମେତ ରଣପୁର ଓ ଓଡ଼ଗାଁ ବ୍ଲକ ଅଧ୍ୟକାରୀଙ୍କୁ ଚିଠି ଦ୍ବାରା ସୂଚନା ପ୍ରଦାନ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରହରାଜ କହିଛନ୍ତି। ପ୍ରିୟବ୍ରତଙ୍କୁ ସାଂସଦ ପ୍ରତିନିଧି ଭାବେ ଚୟନ କରାଯାଇଥିବାରୁ ତାଙ୍କ ସମର୍ଥକ ମାନଙ୍କ ମଧ୍ଯରେ ଖୁସିର  ଲହରୀ ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *