ଜଟଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରବେଶ ଦିବସ ପାଳିତ
ଜଟଣୀ, ୨/୪ : ଜଟଣୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଏକ ଆଧ୍ୟାତ୍ମିକ ପରିବେଶରେ ଉତ୍କଳ ଦିବସ, ଛାତ୍ର ଛାତ୍ରୀଙ୍କ ପ୍ରବେଶ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିସରରେ ବିଦ୍ୟାରମ୍ଭ ଯଜ୍ଞ , ହନୁମାନ ଚାଳିଶା,ସୁନ୍ଦରାକାଣ୍ଡ ପାଠ ହୋଇଥିଲା। ଶତାଧିକ ମାଆ…
ରାଜସ୍ୱ ଅଦାୟରେ ଆଗରେ ଜଟଣୀ ତହସିଲ
ଜଟଣୀ,୨/୪: ୨୦୨୪-୨୫ ଆର୍ଥିକ ବର୍ଷରେ ରାଜସ୍ୱ ଅଦାୟରେ ଆଗରେ ରହିଛି ଜଟଣୀ ତହସିଲ। ଜଟଣୀ ତହସିଲକୁ ବିଭାଗ ପକ୍ଷରୁ ୨୦୨୪-୨୫ ପାଇଁ ୭,୩୮,୬୦,୦୦୦ ଟଙ୍କା ରାଜସ୍ୱ ଆଦାୟ କରିବା ପାଇଁ ଟାର୍ଗେଟ ପ୍ରଦାନ କରାଯାଇଥିଲା। ଜଟଣୀ ତହସିଲ ୮,୨୧,୩୮,୬୬୬ ଟଙ୍କା ରାଜସ୍ୱ…
ଶପଥ ନେଲେ ଜଟଣୀ ବାର୍ ଆସୋସିଏସନର ନିର୍ବାଚିତ କର୍ମକର୍ତ୍ତା
ଜଟଣୀ,୦୧/୪: ଜଟଣୀ ବାର୍ ଆସୋସିଏସନର ନବ ନିର୍ବାଚିତ କର୍ମକର୍ତ୍ତା ମାନେ ଆଜି ବାର୍ ଆସୋସିଏସନ ହଲରେ ଶପଥ ଗ୍ରହଣ କରିଛନ୍ତି। ନିର୍ବାଚନ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ଶପଥ ପାଠ କରାଇଥିଲେ। ସଭାପତି ଭାବେ ଆଲୋକ…
ଶପଥ ନେଲେ ନବ ନିର୍ବାଚିତ ଜଟଣୀ ଲୟାର୍ସ ଆସୋସିଏସନର କର୍ମକର୍ତ୍ତା
ଜଟଣୀ,୩୦/୩: ଜଟଣୀ ଲୟାର୍ସ ଆସୋସିଏସନର ନବ ନିର୍ବାଚିତ କର୍ମକର୍ତ୍ତା ମାନେ ଆଜି ଆସୋସିଏସନ ହଲରେ ଶପଥ ଗ୍ରହଣ କରିଛନ୍ତି। ନିର୍ବାଚନ ଅଧିକାରୀ ଅର୍ଜୁନ ଚରଣ ସାମନ୍ତରାୟ ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ଶପଥ ପାଠ କରାଇଥିଲେ। ସଭାପତି ଭାବେ ସୁଶୀଲ କୁମାର…
ଜଟଣୀରେ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ପାଳିତ
ଜଟଣୀ,୩୦/୩: ବିଶ୍ଵହିନ୍ଦୁ ପରିଷଦ ଜଟଣୀ ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ଆଜି ଜଟଣୀ ଶ୍ରୀ ଜଗନ୍ନାଥ ପୁରୀ ଗୋଶାଳା ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଗୋ -ପୂଜନ ଓ ଯଜ୍ଞର ଆୟୋଜନ କରାଯାଇଥିଲା। ୧୦୮ଜଣ କର୍ତ୍ତା କର୍ତ୍ତି ଏହି…
ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା ଜାଗୁଳେଇ
ଜଟଣୀ,୨୯/୦୩: ଜଟଣୀ କୁଦିଆରି ଗ୍ରାମର ଇଷ୍ଟ ଦେବୀ ମାଆ ଜାଗୁଳାଇଙ୍କ ପୀଠରେ ଆଜିଠାରୁ ଆରମ୍ଭ ହୋଇଛି ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ । ଆଜି ସକାଳ ସମୟରେ ବ୍ରତଧାରୀ ମହିଳା ପୁରୁଷ ମାନେ ନୂତନ ଵସ୍ତ୍ର ପରିଧାନ କରି, ମାଝଣା…
ମାଆ ଜାଗୁଳେଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ
ଜଟଣୀ,୨୮/୦୩: ଜଟଣୀ କୁଦିଆରି ଗ୍ରାମର ଇଷ୍ଟ ଦେବୀ ମାଆ ଜାଗୁଳାଇଙ୍କ ପୀଠରେ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଆସନ୍ତା କାଲି ଶନିବାର ଠାରୁ ଆରମ୍ଭ ହେବ। ଏହି ମହୋତ୍ସବ ଆସନ୍ତା ଏପ୍ରିଲ ସାତ ତାରିଖ ପର୍ଯ୍ୟନ୍ତ ଚାଲିବ । ଆସନ୍ତା…
ଗିରଫ ହେଲେ ଜଟଣୀ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ
ଜଟଣୀ,୨୬/୩: ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଗିରଫ ହେଲେ ଜଟଣୀ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟଯୋଶୀ। ସୁର୍ଯ୍ୟମଣୀ ବେଆଇନ ଭାବେ ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ଖବର ପାଇ ଭିଜିଲାନ୍ସ ପକ୍ଷରୁ ଗତ କାଲି ଜଟଣୀ…
୫୬ ରେଳ କର୍ମଚାରୀଙ୍କୁ ରେଳ ସେବା ପୁରସ୍କର
ଜଟଣୀ,୨୪/୩: ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ, ରେତଙ୍ଗ କଲୋନୀ ରେଲୱେ କଲ୍ୟାଣ ମଣ୍ଡପରେ, ୬୯ ତମ ରେଳ ସେବା ପୁରସ୍କାର – ୨୦୨୪ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମଣ୍ଡଳର ୫୬ ଜଣ ରେଳ କର୍ମଚାରୀଙ୍କୁ ସେମାନଙ୍କର ଉତ୍କୃଷ୍ଟ…
୬୦୦ ରାମଲୀଳା କଳାକାର ହେଲେ ପୁରସ୍କୃତ
ଜଟଣୀ,୨୪/୩: ଓଡ଼ିଶାର ପ୍ରସିଦ୍ଧ ଲୋକକଳା ପ୍ରଚାର କରୁଥିବା ୟୁଟୁବ ଚ୍ୟାନେଲ ଡିଏମଭି ଜଟଣୀ ପକ୍ଷରୁ ଆଜି ଜଟଣୀ ବାଛରା ମେଳଣ ପଡ଼ିଆରେ ଯୁବ ୟୁଟ୍ୟବର ଦେବାଶିଷ ମହାପାତ୍ରଙ୍କ ସଭାପତିତ୍ୱରେ ଦ୍ଵିତୀୟ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି । ଏହି…