Tag: train tragedy

ଫାଲକନୁମା ଏକ୍ସପ୍ରେସରେ ଲାଗିଲା ନିଆଁ, ଜଳିଗଲା ୩ଟି ବଗି

ବ୍ୟୁରୋ : ରେଳ ବିଭାଗର, ଏବେ ପଡିଛି ଭାଗ୍ୟ ଖରାପ। ଦୀର୍ଘ ଦୁଇ ମାସ ଭିତରେ ଘଟିଲାଣି ଅନେକ ଦୁର୍ଘଟଣା। ଚାଲିଗଲାଣି ଅନେକ ଜୀବନ । ଆଜି ପୁଣି ଘଟିଛି ଆଉ ଏକ ଦୁଃଖଦ ଘଟଣା। ହାୱଡା –ସିକନ୍ଦରାବାଦ, ଫାଲକନୁମା ଏକ୍ସପ୍ରେସ…

ଟ୍ରେନ ଚକାରେ କଟି ଛଅ ଜଣ ମୃତ୍ୟୁ, ଦୁଇ ଗୁରୁତର

ବ୍ୟୁରୋ: ମନରୁ ବାହାନଗା ଘଟଣା ନ ଲିଭୁଣୁ, ପୁଣି ଘଟିଛି ଆଉ ଗୋଟେ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଚାଲିଯାଇଛି ଛଅ ଜଣଙ୍କ ଜୀବନ। ସୂଚନା ଅନୁସାରେ ଯାଜପୁର ରୋଡ଼ ଷ୍ଟେସନରେ ବହୁଦିନ ହେବ ଠିଆ ହୋଇଥିବା ଏକ ମାଲଗାଡି ତଳେ ୮ଜଣ…

ଏମ୍ସରେ ସବୁ ମୃତ ଦେହ

ବ୍ୟୁରୋ: ବାଲେଶ୍ଵର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୨୮୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ସକାଳ ସୁଦ୍ଧା ୨୦୫ଟି ମୃତ ଦେହ ଚିହ୍ନଟ ହୋଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବାକି ରହିଥିବା ୮୩ଟି ମୃତଦେହକୁ ଏମ୍ସ ହସ୍ପିଟାଲରେ ରଖାଯାଇଛି।ମୃତଦେହକୁ…

ମୃତ ବ୍ୟକ୍ତିଙ୍କ ଉଦେଶ୍ୟରେ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଅର୍ପଣ

ଜଟଣୀ : ଜଟଣୀ ପୋଷ୍ଟ ଅଫିସ ଛକ, ବ୍ୟବସାୟୀ ସଂଘ ଓ ପ୍ରେସକ୍ଲବ ପକ୍ଷରୁ, ବାହନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ, ବ୍ୟବସାୟୀ ଓ ସାମ୍ବାଦିକ ମାନେ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବ୍ୟବସାୟୀ ସଂଘର…

ମୃତ୍ୟୁ ବ୍ୟକ୍ତିଙ୍କ ଆତ୍ମାର ଶାନ୍ତି ପାଇଁ ମହମବତୀ ଶୋଭାଯାତ୍ରା

ଜଟଣୀ: ଜଟଣୀ କିନ୍ନର ସମାଜ ପକ୍ଷରୁ ଜଟଣୀ ପୋଷ୍ଟ ଅଫିସ ଛକ ଠାରୁ ଖୋର୍ଦ୍ଧା ରୋଡ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ, ବାଲେଶ୍ଵର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ, ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ମାନଙ୍କ ଆତ୍ମାର ଶାନ୍ତି ପାଇଁ, କିନ୍ନର…

ଜଟଣୀ ବିକାଶ ପରିଷଦ ପକ୍ଷରୁ ମହମବତୀ ଶୋଭାଯାତ୍ରା

ଜଟଣୀ: ଜଟଣୀ ବିକାଶ ପରିଷଦ ପକ୍ଷରୁ ଜଟଣୀ ପୋଷ୍ଟ ଅଫିସ ଛକ ଠାରୁ ଖୋର୍ଦ୍ଧାରୋଡ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ, ବାହାନଗା ଟ୍ରେନ ଟ୍ରାଜେଡିରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ମାନଙ୍କ ଆତ୍ମାର ଶାନ୍ତି ପାଇଁ, ଶତାଧିକ ସଭ୍ୟ ମହମବତୀ ଧରି ଶୋଭାଯାତ୍ରାରେ…

ଜଟଣୀ ବିଜେଡି ପକ୍ଷରୁ ମୃତ ବ୍ୟକ୍ତିଙ୍କ ଆତ୍ମାର ଶାନ୍ତି ପାଇଁ ଦୀପଦାନ

ଜଟଣୀ: ଜଟଣୀ ବିଜେଡି ତରଫରୁ ସ୍ଥାନୀୟ ଡମଣେଇ ମନ୍ଦିର ପରିସରରେ ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ମାନଙ୍କ ଆତ୍ମାର ଶାନ୍ତି ପାଇଁ ଦୀପ ଦାନ କରାଯାଇଛି। ଜଟଣୀ ବିଜେଡିର କର୍ମୀ ମାନେ ଦୁଇ ମିନିଟ ନିରବ ପାର୍ଥନା…

ମୃତ ବ୍ୟକ୍ତିଙ୍କ ଆତ୍ମାର ସଦଗତି ପାଇଁ, ଦୀପଦାନ କଲେ ବାପା, ମା’

ଜଟଣୀ: ଜଟଣୀ ବ୍ଳକ ଅଧିନ ରାଣୀପୁର ବାପା ମାଙ୍କ ସେବାଶ୍ରମରେ ରହୁଥିବା, 43ଜଣ ଅସହାୟ ବାପା, ମା’ ମାନେ, ବାଲେଶ୍ୱର ବାହାନଗାରେ ଘଟିଥିବା ଟ୍ରେନ ଟ୍ରାଜେଡିରେ ମୃତ୍ୟୁ ବରଣ କରିଥିବା, ବ୍ୟକ୍ତିଙ୍କ ଆମର ଆତ୍ମାର ସଦଗତି ପାଇଁ ଦୀପ ଦାନ କରିଛନ୍ତି।…

ବାହାନଗା ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ

ବ୍ୟୁରୋ: ବାଲେଶ୍ୱର ବାହାନଗାରେ ଘଟିଥିବା ବଡ଼ ଟ୍ରେନ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ ରହିଥିଲେ। ଅନେକ ବରିଷ୍ଠ ଅଧିକାରୀମାନେ ସେଠାରେ ଉପସ୍ଥିତି…