Tag: puri

ମହାପ୍ରଭୁଙ୍କ ଘୋଡ଼ ଲାଗି ବେଶ

ବ୍ୟୁରୋ: ଆଜି ଓଢଣ ଷଷ୍ଠୀ । ଆଜି ଦିନ ଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଧିବଦ୍ଧ ଭାବରେ ଶୀତ ବସ୍ତ୍ର ପରିଧାନ କରିଥାନ୍ତି। ମାର୍ଗଶିର ଷଷ୍ଠୀଠାରୁ ଘୋଡ଼ଲାଗି ଆରମ୍ଭ ହୋଇ ମାଘ ବସନ୍ତ ପଞ୍ଚମୀ ଯାଏଁ, ଦୀର୍ଘ ୬୦ ଦିନ ପର୍ଯ୍ୟନ୍ତ ହୋଇଥାଏ…

ଦୀପଶିଖାରେ ଝଲସିଲା ଶ୍ରୀକ୍ଷେତ୍ର ବଡ଼ଦାଣ୍ଡ

ବ୍ୟୁରୋ: ପୁରୀ ଶ୍ରୀମନ୍ଦିରରେ ଦେବ ଦୀପାବଳି ଉତ୍ସବ ପାଳିତ ହୋଇଯାଇଛି। ଶ୍ରୀଜଗନ୍ନାଥଙ୍କ ପିତୃଶ୍ରାଦ୍ଧ ପରମ୍ପରାଭାବେ ଏହାକୁ ସ୍ବତନ୍ତ୍ର ନୀତିରେ ପାଳନ କରାଯାଇଥାଏ। ପ୍ରଭୁ ଶ୍ରୀଜଗନ୍ନାଥ ମାନବବାଦୀ ଦେବତା ହୋଇଥିବାରୁ ତାଙ୍କର ସମସ୍ତ ରୀତିନୀତି ଓ ଉତ୍ସବ ମାନବବାଦରେ ପାଳନ କରାଯାଏ। ଶ୍ରୀଜୀଉମାନେ…

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୁରୀକୁ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା

ବ୍ୟୁରୋ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପାଇଁ, ଯାତ୍ରୀମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ, ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ବ୍ରହ୍ମପୁର – ପୁରୀ ସ୍ୱତନ୍ତ୍ର ଟ୍ରେନ : 08464/08463 ବ୍ରହ୍ମପୁର – ପୁରୀ -ବ୍ରହ୍ମପୁର…

ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ

ବ୍ୟୁରୋ: ପିପିଲିର ପୂର୍ବତନ ବିଧାୟକ ତଥା କଂଗ୍ରେସର ଟାଣୁଆ ନେତା ଯୁଧିଷ୍ଠିର ସାମନ୍ତରାୟଙ୍କ ଆଜି ପରଲୋକ ହୋଇଛି। ଶ୍ରୀ ସାମନ୍ତରାୟ ଗତ କିଛି ମାସ ହେବ ଅସୁସ୍ଥ ରହିଥିଲେ । ତାଙ୍କର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ, ସେ…

ଅଶାଳୀନ ଡ୍ରେସ ପିନ୍ଧିଲେ ଶ୍ରୀମନ୍ଦିର ପ୍ରବେଶ ମନା

ବ୍ୟୁରୋ: ନୂଆ ବର୍ଷରୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ହେଲେ, ଭକ୍ତ ମାନଙ୍କୁ ପ୍ରଥମେ ନିଜ ପୋଷାକ ଉପରେ ଧ୍ୟାନ ଦେବାକୁ ପଡିବ। ଶ୍ରୀମନ୍ଦିର ହେଉଛି ସବୁଠୁ ପବିତ୍ର ସ୍ଥାନ। ସେଥିପାଇଁ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସୁଥ‌ିବା ଭକ୍ତ ମାନଙ୍କ ମଧ୍ୟରେ…

କାକଟପୁର ମା’ ମଙ୍ଗଳାଙ୍କ ପୀଠରେ ଆରମ୍ଭ ହେଲା ଷୋଳ ପୂଜା

ବ୍ୟୁରୋ: ପୁରୀ ଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠରେ, ଆଜିଠାରୁ ଆରମ୍ଭ ହୋଇଛି ଷୋଡଶ ଦିନାତ୍ମକ ପୂଜା ବା ଷୋଳ ପୂଜା। ମୂଳାଷ୍ଟମୀରେ ମା’ ମଙ୍ଗଳାଙ୍କୁ ପୂଜକମାନେ ସୁବାସିତ ଜଳରେ ସ୍ନାନ କରିବା ପରେ ମାଙ୍କୁ ନୂତନ ବସ୍ତ୍ର…

ଜଗା ବଳିଆ ଭାଇଙ୍କୁ ସୁକନ୍ୟା ପଠାଇଲେ ରାକ୍ଷୀ।

ବ୍ୟୁରୋ: ଅଙ୍କଲ ମହାଶୟ, ମୋର ଭୂମିଷ୍ଠ ପ୍ରଣାମ ଗ୍ରହଣ କରିବେ। ଅନତି ଦୂରରୁ ମୋର ଦୁଇ ଭାଇ ଜଗା ବଳିଆଙ୍କ ପାଖକୁ ସପ୍ରେମ ରାକ୍ଷୀ ପଠାଇଲି। ରକ୍ଷା ବନ୍ଧନ ଦିନ ମୋର ଦୁଇ ଭାଇଙ୍କୁ ରାକ୍ଷୀ ବାନ୍ଧିଦେବେ ଏବଂ ପଠାଇଥିବା ଟଙ୍କାରେ…