Tag: puri

ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ

ବ୍ୟୁରୋ: ମହାପ୍ରଭୁଙ୍କ ଦର୍ଶନ କରିବାକୁ ପୁରୀ ଶ୍ରୀମନ୍ଦିର ଆସୁଥିବା ଭକ୍ତ ମାନଙ୍କ ପାଇଁ ଆସିଲା ଖୁସୀ ଖବର। ଏଥର ଶ୍ରୀମନ୍ଦିରରେ ଭକ୍ତ ମାନଙ୍କୁ ମିଳିବ ମାଗଣା ମହାପ୍ରସାଦ । ପ୍ରତିଦିନ ପୁରୀ ଶ୍ରୀମନ୍ଦିରକୁ ଆସୁଥିବା ପ୍ରତ୍ୟେକ ଭକ୍ତଙ୍କୁ ମିଳିବ ମାଗଣା ଅବଢ଼ା।…

ମଧ୍ୟାହ୍ନ ୧ଟା ୨୮ରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

ବ୍ୟୁରୋ: ଆଉ କିଛି ସମୟ ପରେ ବହୁ ବର୍ଷ ଅପେକ୍ଷାର ଅନ୍ତ ଘଟିବ। ଆଜି ମଧ୍ୟାହ୍ନ ୧ଟା ୨୮ ମିନିଟ୍ ସମୟରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ଶୁଭ ମୁହୂର୍ତ୍ତ ବାହାରିଛି। ଏହି ସମୟରେ କମିଟିର ୧୧ ଜଣିଆ ଟିମ୍…

ଆସିଲା SOP, ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

ବ୍ୟୁରୋ: ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏନେଇ ମୁଖ୍ୟମନ୍ତ୍ରୀ ଅନୁମୋଦନ ପ୍ରଦାନ କରିଛନ୍ତି। ଆସନ୍ତା କାଲିଠାରୁ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ମନ୍ତ୍ରୀ…

ଜୁଲାଇ ୮ରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

ବ୍ୟୁରୋ: ଜୁଲାଇ ୮ରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ କରିବା ସହ ଯାଞ୍ଚ କାର୍ଯ୍ୟ କରିବ ଏକ ସ୍ୱତନ୍ତ୍ର ଟିମ୍ । ଅନୁଧ୍ୟାନ ଓ ଯାଞ୍ଚ ପାଇଁ ଏଏସଆଇ ପକ୍ଷରୁ ୧୪ ଜଣ ସଦସ୍ୟଙ୍କୁ ନେଇ ଏକ କମିଟି…

କାଲି ଖୋଲିବ ଶ୍ରୀମନ୍ଦିର ୪ଦ୍ୱାର

ବ୍ୟୁରୋ: ଆଜି ମୋହନ ଚରଣ ମାଝି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଥମ ବୈଠକରେ ୪ ପ୍ରସ୍ତାବ ପାରିତ କରାଯାଇଛି। ପ୍ରଥମ ନିଷ୍ପତ୍ତିଆସନ୍ତା କାଲି ଖୋଲିବ ଶ୍ରୀମନ୍ଦିରର ୪ ଦ୍ୱାର…

ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ବ୍ୟୁରୋ : ଦୟାନଦୀ ବ୍ରିଜ ତଳକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଜଣଙ୍କ ହେଉଛନ୍ତି ପୁରୀ ଜିଲ୍ଲା କଣାସ ଥାନା ଅଧିନ କାତପଡା ଗାଁର ପ୍ରକାଶ ଚନ୍ଦ୍ର ସାହୁ (୨୮)। ମୃତଦେହକୁ ଅଗ୍ନିଶମ ବିଭାଗ କର୍ମଚାରୀ ନଦୀରୁ…

ଭକ୍ତଙ୍କ ଅସନ୍ତୋଷ ପରେ ଶ୍ରୀମନ୍ଦିର ପରିସରରେ ଲାଗିଲା ଲାଇଟ୍

ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ଠାରୁ ଶ୍ରୀମନ୍ଦିର ପରିସରରେ ହୋଇଥିଲା ଆଲୋକୀକରଣ ବ୍ୟବସ୍ଥା। କିନ୍ତୁ ନିର୍ବାଚନ ଫଳ ବାହାରିବା ପରେ ହଠାତ୍ ଅଲୋକୀକରଣ ବ୍ୟବସ୍ଥା ବନ୍ଦ ହୋଇଯାଇଥିଲା। ଇଭେଣ୍ଟ ସଂସ୍ଥା ଲାଇଟ ଗୁଡିକୁ କାଢିନେଇଥିଲା। ଏହାପରେ ଭକ୍ତ ମାନଙ୍କ ମଧ୍ୟରେ…

ରଥଖଳାରେ ଚକ ଡେରା ନୀତି , ଆସିଲା ଆଜ୍ଞାମାଳ ସମ୍ପର୍ଣ୍ଣ ହେଲା ନୀତି

ବ୍ୟୁରୋ: ଆଜି ପବିତ୍ର ଭଉଁରୀ ତିଥିରେ ରଥ ନିର୍ମାଣର ଗୁରୁତ୍ୱପୂର୍ଣ୍ଣ ସୋପାନ ସମ୍ପନ୍ନ ହୋଇଛି । ଶ୍ରୀଜୀଉମାନଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ ହେବା ପରେ ସେଠାରେ ରଥ ନିର୍ମାଣ ସେବକମାନଙ୍କ ଉପସ୍ଥିତିରେ ତିନିରଥର ଅଖରେ ଦୁଇଟି ଲେଖାଏଁ ଚକ ସଂଯୋଗ କରି,…

ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ୧କେଜି ସୁନା ଅଳଙ୍କାର

ବ୍ୟୁରୋ: ଶ୍ରୀମନ୍ଦିର ହୁଣ୍ଡିରୁ ମଙ୍ଗଳବାର ମିଳିଛି ୧ କେଜି ସୁନା ଅଳଙ୍କାର। ମିଳିଥିବା ସୁନା ଅଳଙ୍କାରର ଆନୁମାନିକ ମୂଲ୍ୟ ପ୍ରାୟ ୬୫ ଲକ୍ଷ ଟଙ୍କା ହେବ । ଗୋଟିଏ ଦିନରେ ଶ୍ରୀମନ୍ଦିର ହୁଣ୍ଡିରୁ ଏତେ ପରିମାଣର ସୁନା ଦାନ ମିଳିବା କେବେ…

ପଲିଥିନ ବ୍ୟବହାର ନକରିବା ପାଇଁ ବାର୍ତ୍ତା ଦେଲା ଜଟଣୀ ୟୁଥ୍ ଫେଡେରେସନ୍

ବ୍ୟୁରୋ: ଇଂରାଜୀ ନବ ବର୍ଷ ଜାନୁଆରୀ ୧ ତାରିଖରୁ ପଲିଥିନ ବ୍ୟବହାର ନକରିବା ପାଇଁ ସମସ୍ତିଙ୍କୁ ସଚେତନତା କରିଛି ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ ୟୁଥ୍ ଫେଡେରେସନ୍। ପ୍ରତିବର୍ଷ ଭଳି ଅନୁଷ୍ଠାନର ବାର୍ଷିକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠାନର ସମ୍ପାଦକ…