Tag: politics

କାଲି ଖୋଲିବ ଶ୍ରୀମନ୍ଦିର ୪ଦ୍ୱାର

ବ୍ୟୁରୋ: ଆଜି ମୋହନ ଚରଣ ମାଝି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଥମ ବୈଠକରେ ୪ ପ୍ରସ୍ତାବ ପାରିତ କରାଯାଇଛି। ପ୍ରଥମ ନିଷ୍ପତ୍ତିଆସନ୍ତା କାଲି ଖୋଲିବ ଶ୍ରୀମନ୍ଦିରର ୪ ଦ୍ୱାର…

ମୋହନ ଚରଣ ମାଝୀ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ

ବ୍ୟୁରୋ: ସବୁ ଆଲୋଚନାର ହେଲା ଅନ୍ତ। ଘୋଷଣା ହେଲା ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ । ମୋହନ ଚରଣ ମାଝୀ ହେବେ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ । ଏନେଇ ଆଜି ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତି ହେଇଛି ।…

ରାଜନୀତିରୁ ଅବସର ନେଲେ ଡ଼. ଅଚ୍ୟୁତ ସାମନ୍ତ

ବ୍ୟୁରୋ: ରାଜନୀତିରୁ ଅବସର ନେଲେ ବିଜେଡିର ପୂର୍ବତନ ସାଂସଦ ଡ଼. ଅଚ୍ୟୁତ ସାମନ୍ତ । ଏନେଇ ସେ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି। ଗତକାଲି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଉଭୟ ଲୋକସଭା ଓ ରାଜ୍ୟସଭାରେ ତାଙ୍କୁ ସୁଯୋଗ ଦେଇଥିବାରୁ…

ପଦ୍ମ ଧରିଲେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟସାଣୀ

ବ୍ୟୁରୋ: ବିଜେପିରେ ସାମିଲ ହେଲେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ସେ ସାମିଲ ହୋଇଥିବା ସୂଚନା ମିଳୁଛି। ବିଜେପି ଉତ୍ତରୀୟ କାନ୍ଧରେ ପକାଇଥିବା ଫଟୋ ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ବିଜେଡି ଦଳରୁ ସାଂସଦ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

ବ୍ୟୁରୋ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ । ରାଜଭବନରେ ପହଞ୍ଚି ନବୀନ ପଟ୍ଟନାୟକ ନିଜର ଇସ୍ତଫାପତ୍ର ରାଜ୍ୟପାଳ ରଘୁବର ଦାସକୁ ଦେଇଛନ୍ତି । ଚଳିତ ନିର୍ବାଚନରେ ବଡ ପରାଜୟର ସାମ୍ନା କରିବାକୁ ପଡିଛି ବିଜେଡି କୁ । ୨୦୧୯…

କଂଗ୍ରେସ ପାଇଁ ପ୍ରଚାର କଲେ ସୁର ବାବୁଙ୍କ ପତ୍ନୀ ମାଳତୀ ରାଉତରାୟ

ବ୍ୟୁରୋ: ନିମାପଡା କଂଗ୍ରେସ ବିଧାୟକ ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟ ଏବେ ଜୋରସୋରରେ ତାଙ୍କର ନିର୍ବାଚନ ପ୍ରଚାର ଚଲାଇଛନ୍ତି। ଜଟଣୀ ବିଧାୟକ ସୁରେଶ ରାଉତରାୟ ପତ୍ନୀ ମାଳତୀ ରାଉତରାୟ ବଡ଼ ପୁଅ ସିଦ୍ଧାର୍ଥଙ୍କ ପାଇଁ ପ୍ରଚାର ମୈଦାନକୁ ଓଲ୍ହାଇଛନ୍ତି। ବଡ଼ ପୁଅ ସିଦ୍ଧାର୍ଥ…

ସମର୍ଥକଙ୍କୁ ଧରି ଘର ବାହୁଡିବେ ସନ୍ତୋଷ ଜେନା

ବ୍ୟୁରୋ: ବରିଷ୍ଠ ନେତା ସନ୍ତୋଷ ଜେନା ଆସନ୍ତା ୩୦ ତାରିଖରେ ଦଶ ହଜାରରୁ ଉର୍ଦ୍ଧ ସମର୍ଥକଙ୍କୁ ଧରି, ପୁଣି ପଦ୍ମ ଧରିବେ ବୋଲି ଵିଶେଷ ସୂତ୍ରରୁ ଖବର ମିଳିଛି। ସନ୍ତୋଷ ଦୀର୍ଘ ୪୦ ବର୍ଷ ଧରି ବିଜେପି ଦଳର ସକ୍ରିୟ କର୍ମୀ…

୨୦୨୪ ନିର୍ବାଚନ ଲଢିବେନି ଭି.କେ. ପାଣ୍ଡିଆନ

ବ୍ୟୁରୋ: ୨୦୨୪ ନିର୍ବାଚନ ଲଢିବେନି ଭି.କେ. ପାଣ୍ଡିଆନ । ଆଜି ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସ୍ପଷ୍ଟ କରିଛନ୍ତି ଭି.କେ. ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ୧୪୭ ଆସନ ପାଇଁ କାମ କରିବେ ବୋଲି ବୈଠକରେ କହିଛନ୍ତି ପାଣ୍ଡିଆନ। ବୈଠକରେ…

ବିଜେଡିରେ ଯୋଗ ଦେଲେ ଭିକେ ପାଣ୍ଡିଆନ

ବ୍ୟୁରୋ: ବିଜେଡି ଦଳରେ ଆଜି ବିଦ୍ଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ଭିକେ ପାଣ୍ଡିଆନ୍ ।ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ବିଜେଡିରେ ସାମିଲ ହୋଇଛନ୍ତି ଶ୍ରୀ ପାଣ୍ଡିଆନ୍ । ୫ଟି ଏବଂ ନବୀନ ଓଡ଼ିଶାର ଅଧ୍ୟକ୍ଷ ଥିବା ଭି.କେ ପାଣ୍ଡିଆନ୍ ଏବେ ବିଜୁ…

ମହେଶ୍ବର ମହାନ୍ତିଙ୍କ ପରଲୋକ

ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ହୋଇଛି ପରଲୋକ । ତାଙ୍କର ସ୍ୱାସ୍ଥ୍ୟ ଖରାପ ଥିବାରୁ ସେ ଗତ କିଛିଦିନ ହେବ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସା ସମୟରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ…