Tag: Nayagarh

ପ୍ରିୟବ୍ରତ ହେଲେ ସାଂସଦଙ୍କ ରଣପୁର ପ୍ରତିନିଧି

ବ୍ୟୁରୋ: ପୁରୀ ସାଂସଦ ଡ଼ ସମ୍ବିତ ପାତ୍ର ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରିୟବ୍ରତ ପ୍ରହରାଜ (ଟୁଲୁ) ଙ୍କୁ ସାଂସଦ ପ୍ରତିନିଧି ଭାବେ ମନୋନିତ କରିଛନ୍ତି। ଏ ନେଇ ସାଂସଦ ଶ୍ରୀ ପାତ୍ରଙ୍କ କାର୍ଯ୍ୟଳୟରୁ ନୟାଗଡ଼ ଜିଲ୍ଲାପାଳଙ୍କ ସମେତ…

ପଥର ବୋଝେଇ ଟ୍ରାକ୍ଟର ଜବତ, ଡ୍ରାଇଭର ଫେରାର

ବ୍ୟୁରୋ: ଦିନକୁ ଦିନ ରାଜସୁନାଖଳା ଅଞ୍ଚଳରେ ଚୋରା ମାଙ୍କଡା ପଥର ଚାଲାଣ ବଢ଼ିବାରେ ଲାଗିଥିବା ବେଳେ, ରାଜସୁନାଖଳା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗୁଣ୍ଡୁରିଆ ଠାରେ ମାଙ୍କଡା ବୋଝେଇ ଟ୍ରାକ୍ଟରକୁ ଧରିଥିଲା। ପୋଲିସ ଗାଡିକୁ ଦେଖି ଗାଡି ଡ୍ରାଇଭର ଓ ହେଲ୍ପର…

କୃତି ଛାତ୍ରଛାତ୍ରୀ ମାନଙ୍କୁ ବାର୍ଷିକ ପୁରସ୍କାର ବିତରଣ

ବ୍ୟୁରୋ: ରଣପୁର ବ୍ଲକ ଅନ୍ତର୍ଗତ ଗଡ଼ ବାଣିକିଲୋ ପଞ୍ଚାୟତ ଗିରିଧରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ଆଞ୍ଚଳିକ ମଧ୍ୟ ଇଂରାଜୀ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିବରଣ ଉତ୍ସବ ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା…

ଚତୁର୍ଥ ଦିନରେ ଭାଙ୍ଗିଲା ଆମରଣ ଅନଶନ

ବ୍ୟୁରୋ: ରାଜସୁନାଖଳା କୁ ଏନଏ ସି ମାନ୍ୟତା ଦାବିରେ ଚାଲିଥିବା ଆମରଣ ଅନଶନ ଚତୁର୍ଥ ଦିନରେ ଭଙ୍ଗ ହୋଇଛି । ଅନଶନ ସ୍ଥଳରେ ଦିନ ତମାମ ଲାଗିଥିଲା ନେତାଙ୍କ ଭିଡ଼ । ପହଞ୍ଚିଥିଲେ ବିଭିନ୍ନ ଦଳର ଅନେକ ନେତା । ଗୁରୁବାର…

ରାଜସୁନାଖଳା କୁ ଏନଏସି ଦାବିରେ ଆମରଣ ଅନଶନ

ବ୍ୟୁରୋ: ରାଜସୁନାଖଳା କୁ ଏନଏସି ମାନ୍ୟତା ଦାବିରେ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଆମରଣ ଅନଶନରେ ବସିଛନ୍ତି ଯୁବସମାଜସେବୀ ତଥା ସାମ୍ବାଦିକ ଆର୍ତତ୍ରାଣ ପ୍ରଧାନ । ମଙ୍ଗଳବାର ଠାରୁ ସେ ସ୍ଥାନୀୟ ସିଟିସ୍କୁଲ ପଡିଆ ଠାରେ ଆମରଣ ଅନଶନ ଆରମ୍ଭ କରିଛନ୍ତି…

ଚାରିଅଟ ପବ୍ଲିକ ସ୍କୁଲର ସପ୍ତମ ବାର୍ଷିକ ଉତ୍ସବ ଉଦଯାପିତ

ବ୍ୟୁରୋ: ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ପରିଷଦ ଅଧିନ ହାଟସାହି ନିକଟ, ଚାରିଅଟ ପବ୍ଲିକ ସ୍କୁଲର ସପ୍ତମ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି । ରବିବାର ବିଦ୍ୟାଳୟର ସପ୍ତମ ବାର୍ଷିକ ଉତ୍ସବ ଉଦଘାଟନ ହୋଇଥିଲା। ଏହି କାର୍ଯ୍ୟକ୍ରମ ପ୍ରଥମ, ଦ୍ଵିତୀୟ, ତୃତୀୟ…

ବିଲକୁ ଓଲଟିଲା ବାଲି ବୋଝେଇ ହାଇୱା

ବ୍ୟୁରୋ: ଭାରସାମ୍ୟ ହରାଇ ଏକ ବାଲି ବୋଝେଇ ହାଇୱା ବିଦ୍ୟୁତ ଖୁଣ୍ଟି କୁ ଧକ୍କା ଦେଇ ବିଲକୁ ଆଜି ସକାଳେ ଓଲଟିପଡିଛି। ରଣପୁର ଅଭିମୁଖେ ବାଲି ବୋଝେଇ ଏକ ହାଇୱା ଆସୁଥିବା ବେଳେ, ଦୁଧିଆ ପାହାଡ଼ ଓ କୋଟଗଡ଼ ଘାଟି ନିକଟରେ…

କୃତି ଛାତ୍ର ଚନ୍ଦ୍ରଶେଖରଙ୍କୁ ସମ୍ବର୍ଦ୍ଧନା

ବ୍ୟୁରୋ: ଚଳିତ ଶିକ୍ଷାବର୍ଷର ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷାର ଫଳାଫଳ ମାର୍ଚ୍ଚ୮ ତାରିଖରେ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ବଡପଥୁରିଆ, ଆଞ୍ଚଳିକ ମଇଁ ବିଦ୍ୟାଳୟର ମେଧାବୀ ଛାତ୍ର ଚନ୍ଦ୍ରଶେଖର ନାୟକ ୧୮୦ ରୁ ୧୩୬ ନଂ ରଖି ଷ୍ଟେଟ ମେରିଟ୍ ଲିଷ୍ଟରେ…

ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବ୍ୟୁରୋ: ନୟାଗଡ଼ ଜିଲ୍ଲା ରଣପୁର ହାତିବାରୀ ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଯୁବକ ଜଣଙ୍କ ହେଉଛନ୍ତି ତାରିଆ ଗ୍ରାମର ଲିପୁ ସାମନ୍ତରାୟ । ଲିପୁ ଏକ ଘରୋଇ ଫାଇନାନ୍ସରେ ସଂସ୍ଥାରେ କାମ କରୁଥିବା ଜଣାପଡିଛି l ସେ…