Tag: khordha

ନାଳରେ ଭାସୁଛି ଅଜଣା ମୃତ ଦେହ

ବ୍ୟୁରୋ: ଜଟଣୀ ଥାନା ଅଧିନ କିଷ୍ଟ କଲେଜ ନିକଟ ଷଣ୍ଢପୁର ଜଗନ୍ନାଥ ବିହାର ପାଖ ନାଳରେ ଭାସୁଛି ଅଜଣା ମୃତ ଦେହ। ଆଜି ସକାଳୁ ସ୍ଥାନୀୟ ଲୋକେ ନାଳରେ ମୃତ ଦେହ ଭାସୁଥିବାର ଦେଖିଥିଲେ, ପରେ ପୋଲିସକୁ ଖବର ଦେଇଥିଲେ। ମୃତ…

ସୁଭଦ୍ରା ଆବେଦନ ପାଇଁ ଟଙ୍କା ମାଗି ଜନସେବା କେନ୍ଦ୍ର ମାଲିକ ଅଟକ

ବ୍ୟୁରୋ : ସୁଭଦ୍ରା ଯୋଜନାରେ ଆବେଦନ ନିମନ୍ତେ ଟଙ୍କା ମାଗି ଜନସେବା କେନ୍ଦ୍ର ମାଲିକ ଅଟକ। ଜନସେବା କେନ୍ଦ୍ରରେ ହିତାଧିକାରୀ ମାନେ କିପରି ହିତାଧିକାରୀ ସହଜରେ ମାଗଣାରେ ସୁଭଦ୍ରା ଯୋଜନା ପାଇଁ ଆବେଦନ କରି ପାରିବେ ସେ ନେଇ ସରକାର ସମସ୍ତ…

ଟ୍ରେନ ଆଗକୁ ଡେଇଁ ଯାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ବ୍ୟୁରୋ: ଖୋର୍ଦ୍ଧାରୋଡ ଷ୍ଟେସନରେ ଏକ ମାଲବାହି ଟ୍ରେନ ଆଗକୁ ଡେଇଁ ଅଳ୍ପକେ ବଞ୍ଚିଲେ ଯାତ୍ରୀ। ଜଟଣୀ ଖୋର୍ଦ୍ଧାରୋଡ ରେଲୱେ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୩ ଦେଇ ଏକ ମାଲବାହି ଟ୍ରେନ ଯାଉଥିବା ସମୟରେ ଆତ୍ମହତ୍ୟା କରିବା ପାଇଁ ହଟାତ ଜଣେ ଯାତ୍ରୀ…

ପଞ୍ଚମ ମହଲାରୁ ଡେଇଁ ଆଇଆଇଟି ଛାତ୍ରୀଙ୍କ ଆତ୍ମହତ୍ଯା

ବ୍ୟୁରୋ: ଭୁବନେଶ୍ୱର ଆଇଆଇଟି ଜଟଣୀ କ୍ୟାମ୍ପସରେ ଛାତ୍ରୀଙ୍କ ଆତ୍ମହତ୍ଯା। ମୃତା ଛାତ୍ରୀ ଜଣଙ୍କ ହେଲେ କ୍ରୀତିକା ରାଜ। କ୍ରୀତିକା ବି-ଟେକ ୩ୟ ବର୍ଷ ର ଛାତ୍ରୀ ଥିଲେ । ସେ ପଞ୍ଚମ ମହଲାରୁ ଡେଇଁ ଆତ୍ମହତ୍ଯା କରିଥିବା ସୂଚନା ମିଳିଛି। ତେବେ…

ଗେଷ୍ଟ ହାଉସ ରୁ ଝୁଲନ୍ତା ମୃତଦେହ ଉଦ୍ଧାର

ବ୍ୟୁରୋ: ଜଟଣୀ ଥାନା ଅଧିନ ସିତାରାମ ଛକ ନିକଟ ଏକ ଗେଷ୍ଟ ହାଉସ ରୁ ଜଣେ ଯୁବକଙ୍କ ମୃତ ଦେହକୁ ଜବତ କରିଛି ଜଟଣୀ ପୋଲିସ । ମୃତ ଯୁବକ ଜଣଙ୍କ ହେଲେ ଭୁବନେଶ୍ୱର ଓ଼ଲ୍ଡ ଟାଉନ ନାଗେଶ୍ୱର ଟାଙ୍ଗୀର ନାରାୟଣ…

ଖୋର୍ଦ୍ଧାରୋଡ଼ ଷ୍ଟେସନରୁ ୨୭ କେଜି ଗଞ୍ଜେଇ ଜବତ

ବ୍ୟୁରୋ: ଜଟଣୀ ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟେସନରୁ ୨୭ କେଜି ୨୭୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ଖୋର୍ଦ୍ଧାରୋଡ ଆର.ପି.ଏଫ. । ଦୁଇ ଗିରଫ ଅଭିଯୁକ୍ତ ହେଲେ ବିହାର ରାଜ୍ୟ ଔରଙ୍ଗାବାଦ ଜିଲ୍ଲା ଦେଓକୁଣ୍ଡ ରାମପୁର…

ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ହତ୍ୟାକାଣ୍ଡ ଘଟଣାରେ ତିନି ଗିରଫ

ବ୍ୟୁରୋ: ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ହତ୍ୟାକାଣ୍ଡ ଘଟଣାରେ ଖୋର୍ଦ୍ଧା ପୋଲିସ ଘଟଣାର ତଦନ୍ତ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ପୋଡ଼ାସାହିର ବିଶ୍ବଜିତ ମହାରଣା , ମୁକେଶ ସେଠୀ ଓ ଜଗତସିଂହପୁର ଜିଲ୍ଲାର ଆକାଶ ପଟ୍ଟନାୟକ। ସୂଚନା ମୁତାବକ…

ମଦନମୋହନ ଦେବଙ୍କ ନୂତନ ପରିଚାଳନା କମିଟି ଗଠନ

ବ୍ୟୁରୋ: ଗଠନ ହେଲା ଜଟଣୀ ପାତ୍ରପଡାସ୍ଥିତ ମଦନ ମୋହନ ଦେବଙ୍କ ନୂତନ ପରିଚାଳନା କମିଟି। ନୂତନ କମିଟିର ସଦସ୍ୟଙ୍କ ପରିଚାଳନାରେ ପ୍ରଭୁ ମଦନମୋହନ ଦେବଙ୍କ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ପରିଚାଳନା କମିଟିର ସଭାପତି ଭାବେ ବାଇଧର ପ୍ରଧାନନଙ୍କୁ ଦାୟିତ୍ୱ…

ଜଟଣୀରେ ଗୋ ପୂଜନ ଉତ୍ସବ

ବ୍ୟୁରୋ: ଜଟଣୀ ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟ ନିକଟରେ ଥିବା ଗୋ ସେବା ଶିବିର ତରଫରୁ ଗୋ ପୂଜନ ଉତ୍ସବ ପାଳିତ ହୋଇଯାଇଛି। ଅନୁଷ୍ଠାନର କର୍ମକର୍ତ୍ତା ମାନେ ସକାଳେ ଶିବିରରେ ରହିଥିବା ସମସ୍ତ ଗାଇ ମାନଙ୍କୁ ଗାଧେଇ ସେମାନଙ୍କୁ ଫୁଲ ଚନ୍ଦନ ଦେଇ ପୂଜା…

ସମ୍ଭାବନା ପରିବାର ପକ୍ଷରୁ ବନ ମହୋତ୍ସବ ପାଳିତ

ବ୍ୟୁରୋ: ସାମାଜିକ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ଜଟଣୀ କୁଦିଆରି ମହତାବ ନଗର ସ୍ଥିତ ଶିଶୁ ଶିକ୍ଷାସଦନ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଟଣୀ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ…