Tag: kalingatoday

ଲୋକଙ୍କ ପାଖରେ ପହଞ୍ଚିବ ବିଜେପି

ଜଟଣୀ: ମୋଦି ସରକାରଙ୍କ ନଅ ବର୍ଷ ଶାସନର ସୁଫଳ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟକୁ ନେଇ, ମହା ଜନ ସମ୍ପର୍କ ଅଭିଯାନରେ ଲୋକମାନଙ୍କୁ ପାଖକୁ ଯିବେ ବିଜେପି କର୍ମକର୍ତ୍ତା। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ, ଆଜି ବିଜେପି…

ବିଶ୍ଵ ତମ୍ବାଖୁ ଦିବସ ଉପଲକ୍ଷେ ଆଲୋଚନା ଚକ୍ର

ଜଟଣୀ: ତମ୍ବାଖୁର ଭୟାବହତାକୁ ନେଇ ଜଟଣୀ ବାସୀଙ୍କୁ ସଚେତନତା ସୃଷ୍ଟି କରିବା ଉଦ୍ଧେଶ୍ୟରେ ସମ୍ଭାବନା ପରିବାର ପକ୍ଷରୁ ଜଟଣୀ ରେତଙ୍ଗ କଲୋନୀ ଅଞ୍ଚଳରେ ଥିବା ଆର୍ ଏସ୍ ଟ୍ୟୁଟୋରିଆଲ ପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସନ୍ତୋଷ…

ବିରାଟ ଅଘଟଣରୁ ବର୍ତିଲେ ଗହଣା କାରିଗର

ଜଟଣୀ: ଦୋକାନରେ ବସି ଗହଣା ତିଆରି କରୁଥିବା ସମୟରେ ଲାଗିଗଲା ନିଆଁ। ଅଳ୍ପକେ ବର୍ତିଲେ କାରିଗର। ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି ଜଟଣୀ ଅଞ୍ଚଳରେ। ଜଟଣୀ ଥାନା ଛକରେ ଥିବା ବିଶ୍ୱନାଥ ଜୁଏଲାରୀ ଆଣ୍ଡ ୱାର୍କସପ୍ ର କାରିଗର ଦୋକାନ…

ଆମେ ଘେରି ଭାଙ୍ଗିବୁ, ଚିଲିକା ମା’କୁ ରକ୍ଷା କରିବୁ

ଖୋର୍ଦ୍ଧା: ଚିଲିକା ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ 23ତମ ସହିଦ ଦିବସ ପାଳନ ହୋଇଯାଇଛି। ଚିଲିକା ପାଇଁ ବଳିଦାନ ଦେଇଥିବା ମତ୍ସ୍ୟଜୀବୀଙ୍କୁ ମନେ ପକେଇ ପ୍ରତିବର୍ଷ ଏହି ସହିଦ ଦିବସ ପାଳନ କରାଯାଏ। ସୋରଣ ଘୋଡାଦହଡ ପେଣ୍ଠ ନିକଟରେ ଚିଲିକା ମତ୍ସ୍ୟଜୀବୀ ମହାସଂଘର…