ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କ ଘରୁ ଜବତ ହେଲା, ୩କୋଟିରୁ ଉର୍ଦ୍ଧ ନଗଦ ଟଙ୍କା।
ବ୍ୟୁରୋ: ଭିଜିଲାନ୍ସ ଜାଲରେ କୁବେର ବାବୁ। ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ବିଭାଗ ୩କୋଟିରୁ ଉର୍ଦ୍ଧ ନଗଦ ଟଙ୍କା ଜବତ କଲାଣି। ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ନାମରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଭିଜିଲାନ୍ସ ବିଭାଗ ପାଇବା ପରେ।…