Tag: kalingatoday

ଜହ୍ନରେ ପାଦ ଥାପିଲା ଭାରତ

ବ୍ୟୁରୋ: ସଫଳତାର ସହ ଆଜି ଚନ୍ଦ୍ରରେ ଅବତରଣ କରିଛି ‘ଚନ୍ଦ୍ରଯାନ-୩’ । ପ୍ରାୟ ୧୯ ମିନିଟ ଧରି ଚାଲିଥିଲା ଏହି ଲ୍ୟାଣ୍ଡିଂ ପ୍ରକ୍ରିୟା । ଧୀରେ ଧୀରେ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଓହ୍ଲାଇଛି ‘ଚନ୍ଦ୍ରଯାନ-୩’ । ‘ଚନ୍ଦ୍ରଯାନ-୩’ର ସଫଳତା ଲ୍ୟାଣ୍ଡିଂ ପରେ…

ଛତୁ ଚାଷ ତାଲିମ୍ ନେଲେ ୮୦ଜଣ ମହିଳା

ବ୍ୟୁରୋ: ଗୋପବନ୍ଧୁ ମହିଳା ଚାଷୀ ଉତ୍ପାଦକ କମ୍ପାନୀ ଲି. ତରଫରୁ, ଜଟଣୀ ବ୍ଲକ ଅଧିନ ଜାମୁକୋଳି ଓ ପଞ୍ଚୁପଲ୍ଲୀ ପଞ୍ଚାୟତ ଗ୍ରାମରେ ଥିବା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଆଜି ଛତୁ ଚାଷର ତାଲିମ ଦିଆଯାଇଛି। ପ୍ରତିଶ୍ରୁତି ଅନୁଷ୍ଠାନର ନିର୍ଦ୍ଦେଶକ ବିଜୟ…

ସତ୍ୟବାଦୀରେ ୫-ଟି ସଚିବଙ୍କୁ କାଳିମାଡ

ବ୍ୟୁରୋ: ସତ୍ୟବାଦୀ ୟୁଜିଏସ କଲେଜ ପରିସରରେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ହୋଇଛି କାଳିମାଡ । ଆଜି ୫-ଟି ସଚିବ ସତ୍ୟବାଦୀ ୟୁଜିଏସ କଲେଜ ପରିସରରେ ଆୟୋଜିତ କାର୍ଯ୍ୟକ୍ରମକୁ ଯାଉଥିବା ସମୟରେ ତାଙ୍କ ଉପରକୁ ଜଣେ ଯୁବକ କାଳିମାଡ କରିଛନ୍ତି ।…

ମୋ ବସ୍ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ

ବ୍ୟୁରୋ: ଜଟଣୀ ବ୍ଲକ ଅଧିନ ପଧାନସାହି ଛକରେ ଆଜି ମୋ ବସ୍ ସହ ବାଇକ ଚଳକଙ୍କର ହୋଇଛି ମୁହାଁମୁହିଁ ଧକ୍କା। ଆଉ ଘଟଣା ସ୍ଥଳରେ ଚାଲିଯାଇଛି ବାଇକ ଚାଳକଙ୍କ ଜୀବନ । ସୂଚନା ଅନୁସାରେ ଅପରାହ୍ନ ସମୟରେ ମୋ ବସ୍ ଚାଳକ…

ଘର ଭିତରୁ ମିଳିଲା ଦୁଇ ଯୁବକଙ୍କ ମୃତ ଦେହ

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଧିନ, ଭିଙ୍ଗାରପୁର କାଜ ନିକଟ ଏକ ଘରୁ, ବାଲିଅନ୍ତା ପୋଲିସ ଦୁଇ ଜଣଙ୍କ ମୃତ ଦେହକୁ ଜବତ କରିଛି । ଉଭୟ ବ୍ୟକ୍ତି ଗାଈ, ମଇଁଷି ଗୁହାଳରେ କାମ କରୁଥିଲେ। ଗତକାଲି…

ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବଣ୍ଟନ

ବ୍ୟୁରୋ: 77ତମ ସ୍ୱାଧୀନତା ଦିବସ ଅବସରରେ ଜଟଣୀ ନିର୍ବାଚନ ମଣ୍ଡଳୀ ଅଧିନ, ମଦନପୁର ରାମମନ୍ଦିର କମିଟି ତରଫରୁ ଜୀବନ ଜ୍ୟୋତି ଆଶ୍ରମରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରାଯାଇଛି। କମିଟିର ମୁଖ୍ୟ ଜ୍ଞାନରଞ୍ଜନ ମାନସିଂ ଆଶ୍ରମରେ ପହଞ୍ଚି ପିଲାମାନଙ୍କ ସହ…

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ

ବ୍ୟୁରୋ: ଜଟଣୀ ଥାନା ଅଧିନ କୁସୁମାଟି ଅଞ୍ଚଳର ୧୭ବର୍ଷୀୟ ଜଣେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିବା ଅଭିଯୋଗରେ ଜଟଣୀ ପୋଲିସ ଦ୍ୱାରା ଗିରଫ ହୋଇଛି ଅଭିଯୁକ୍ତ। ଅଭିଯୁକ୍ତ ଜଣଙ୍କ ହେଲେ ହରିରାଜପୁର ଅଞ୍ଚଳର ଜୀବନ ବିଶ୍ବାଳ ଓରଫ କାହ୍ନା (୨୦)।…

ସଙ୍ଗୀତ ମାଧ୍ୟମରେ ବୀର ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି

ବ୍ୟୁରୋ: 77ତମ ସ୍ଵାଧିନତା ଦିବସ କଳା ଓ ସଂସ୍କୃତି ଭିତ୍ତିକ ସାଂସ୍କୃତିକ ଅନୁଷ୍ଠାନ “ସାଧନା ଆର୍ଟ ଆଣ୍ଡ କଲଚର” ପକ୍ଷରୁ ଭୁବନେଶ୍ୱର ପୋଖରୀପୁଟ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି। ସାଧନା ଶିକ୍ଷା ଅନୁଷ୍ଠାନର ଚାରୁକଳା, ନୃତ୍ୟ, ସଂଗୀତ ବିଭାଗର ସମସ୍ତ ଛାତ୍ରଛାତ୍ରୀ ମାନେ…

ଜଟଣୀ ୟୁଥ ଫେଡେରେସନ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ

ବ୍ୟୁରୋ: ଜଟଣୀର ସାମାଜିକ ଅନୁଷ୍ଠାନ ଜଟଣୀ ୟୁଥ ଫେଡେରେସନର ସମସ୍ତ କର୍ମକର୍ତ୍ତାମାନେ ଜଟଣୀ ଥାନା ଛକ ଗଣେଶ ପେଣ୍ଡାଲ ଠାରେ ଏକାଠି ହୋଇ 77ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜଟଣୀ ଥାନା ଅଧିକାରୀ ସୌମ୍ୟକାନ୍ତ ବଳିୟାରସିଂ ମୁଖ୍ୟ…

ପ୍ରଥମ ବାର୍ଷିକ ଉତ୍ସବ ପାଳିଲା, ଜଟଣୀ ବିକାଶ ପରିଷଦ

ବ୍ୟୁରୋ: ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ ବିକାଶ ପରିଷଦ ତାର ପ୍ରଥମ ବାର୍ଷିକ ଉତ୍ସବ ପାଳନ କରିଛି। ଗତ ୨୦୨୨ ମସିହା ଅଗଷ୍ଟ ୧୫ତାରିଖ ଦିନ ଜଟଣୀବାସୀଙ୍କ ସମସ୍ୟା ବିରୋଧୀରେ ଲଢେଇ କରିବା ପାଇଁ ଜନ୍ମ ନେଇଥିଲା ଜଟଣୀ ବିକାଶ…