Tag: jatni

ଲୋକଙ୍କ ପାଇଁ ଚାକିରି ଛାଡ଼ିଲେ ମନ୍ମଥ

ବ୍ୟୁରୋ: ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ, ରାଜନୀତି କରିବା ପାଇଁ, ଛାଡିଛନ୍ତି ଏୟାର ଇଣ୍ଡିଆ କ୍ୟାପଟେନ୍ ଚାକିରୀ। ୨୦୨୪ରେ ସାଧାରଣ ନିର୍ବାଚନରେ, ଜଟଣୀ ନିର୍ବାଚନୀ ମଣ୍ଡଳୀରୁ ନାମାଙ୍କନ ପତ୍ର ଦାଖଲ କରିବେ ମନ୍ମଥ। ପୂର୍ବରୁ ସେ ଜଟଣୀ…

ରାସ୍ତାରୁ ଉଠୁନି ଅଳିଆ, ଦୁର୍ଗନ୍ଧରେ ଫାଟୁଛି ନାକ

ଜଟଣୀ: ପରିବେଶ ସଫା ରଖିବା ପାଇଁ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା, କିନ୍ତୁ ପରିବେଶ ସଫା ରହିବା ବଦଳରେ, ରାସ୍ତା ଉପରେ ଗଦା ହୋଇ ରହିଛି, କୁଢ଼ କୁଢ଼ ଅଳିଆ। ଏଭଳିଦୃଶ୍ୟ ଦେଖିବାକୁ ମିଳିଛି ଜଟଣୀ ଅଞ୍ଚଳରେ। ଜଟଣୀ ପୋୖର…

ଆଗ ଥଇଥାନ ପରେ ଉଚ୍ଛେଦ – ବିଶ୍ୱରଞ୍ଜନ ବଡ଼ଜେନା

ଜଟଣୀ: ଜଟଣୀ ପୌର ପରିଷଦ ଅଧିନ ବାଛରା ପାହାଡ଼ ଉପରେ ନିର୍ମାଣ ହେବ ପାର୍କ। ଏଥିପାଇଁ ଜଟଣୀ ପୋୖର ପରିଷଦ ସଜବାଜ ହେଉଥିବା ବେଳେ ସେଥିରେ ପଶିଛି ଏବେ କେଁ। ପାହାଡ଼କୁ ଲାଗି ଗଢି ଉଠିଥିବା ବସ୍ତି ବାସିନ୍ଧା ଏବେ, ଥଇଥାନ…

ଦେଶୀ ମଦ ବିକ୍ରି ଅଭିଯୋଗରେ ଜଣେ ଗିରଫ

ଜଟଣୀ : ବେଆଇନ ମଦ ବିକିବା ଅଭିଯୋଗରେ, ଜଟଣୀ ପୋଲିସ ଜଣେ ମଦ ମଦ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜଟଣୀ ମୁନିସିପାଲିଟି ଛକ ନିକଟରେ ବେଆଇନ ଭାବେ ଦେଶୀ ମଦ ବିକ୍ରି କରିବା ଅଭିଯୋଗରେ ପୁଲିସ୍ ଜଣେ…

ଅପରାଧ ଘଟେଇବା ଆଗରୁ ଧରିନେଲା ପୋଲିସ, ଜବତ କଲା ବନ୍ଧୁକ ସହ ଗୁଳି।

ଜଟଣୀ: ବନ୍ଧୁକ ଦେଖାଇ ଅପରାଧ ଘଟେଇବା ପାଇଁ ଚାଲିଥିଲା ବ୍ଲୁପ୍ରିଣ୍ଟ। କିନ୍ତୁ ପୋଲିସ ସବୁ ପ୍ଲାନକୁ କରିଦେଲା ଚୁରମାର। ଅପରାଧ ଘଟେଇବା ଆଗରୁ ଅପରାଧୀଙ୍କୁ ଧରିନେଲା ପୋଲିସ। ଆଉ ଜବତ କଲା ସେମାନଙ୍କ ଠାରୁ ଦେଶୀ ବନ୍ଧୁକ ସହ ଜୀବନ୍ତ ଗୁଳି।…

ଜଟଣୀ ବିକାଶ ପରିଷଦ ପକ୍ଷରୁ ମହମବତୀ ଶୋଭାଯାତ୍ରା

ଜଟଣୀ: ଜଟଣୀ ବିକାଶ ପରିଷଦ ପକ୍ଷରୁ ଜଟଣୀ ପୋଷ୍ଟ ଅଫିସ ଛକ ଠାରୁ ଖୋର୍ଦ୍ଧାରୋଡ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ, ବାହାନଗା ଟ୍ରେନ ଟ୍ରାଜେଡିରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ମାନଙ୍କ ଆତ୍ମାର ଶାନ୍ତି ପାଇଁ, ଶତାଧିକ ସଭ୍ୟ ମହମବତୀ ଧରି ଶୋଭାଯାତ୍ରାରେ…

ଡକାୟତି ଯୋଜନା ପଣ୍ଡ, ୫ ପେଷାଦାର ଲୁଟେରା ଗିରଫ

ଜଟଣୀ: ଜଟଣୀ ଥାନା ଅଞ୍ଚଳରେ ଏକ ବିରାଟ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ମାଡି ବସିଲା ପୋଲିସ। ଆଉ ଗିରଫ କଲା ୫ପେଷାଦାର ଲୁଟେରାଙ୍କୁ। ସୂଚନା ଅନୁସାରେ ଜଟଣୀ ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟ ନିକଟ ଖଣ୍ଡୁଆଳ ମନ୍ଦିର ପାଖରେ ଡକାୟତି ଯୋଜନା…

ଜଟଣୀ ବିଜେଡି ପକ୍ଷରୁ ମୃତ ବ୍ୟକ୍ତିଙ୍କ ଆତ୍ମାର ଶାନ୍ତି ପାଇଁ ଦୀପଦାନ

ଜଟଣୀ: ଜଟଣୀ ବିଜେଡି ତରଫରୁ ସ୍ଥାନୀୟ ଡମଣେଇ ମନ୍ଦିର ପରିସରରେ ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ମାନଙ୍କ ଆତ୍ମାର ଶାନ୍ତି ପାଇଁ ଦୀପ ଦାନ କରାଯାଇଛି। ଜଟଣୀ ବିଜେଡିର କର୍ମୀ ମାନେ ଦୁଇ ମିନିଟ ନିରବ ପାର୍ଥନା…

ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ବିଜେପିର ପ୍ରତିବାଦ

ଜଟଣୀ: ପ୍ରଚଣ୍ଡ ରୌଦ୍ରତାପ ସହ ଅସହ୍ୟ ଗୁଳୁମୁଳୁ ପାଇଁ ଜନସାଧାରଣ ନାହିଁ ନଥିବା ହଇରାଣ ଭୋଗୁଛନ୍ତି। ତା ସହ ଅଘୋଷିତ ବିଦ୍ୟୁତ କାଟ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଲୋକଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ଜଟଣୀ ନଗର ବିଜେପି ସଭାପତି ତିରୁପତି…

୧୨ ଲିଟର ମଦ ଜବତ ସହ, ଦୁଇ ବେପାରୀ ଗିରଫ

ଜଟଣୀ : ଜଟଣୀ ଥାନା ଅଧିନ ବଡ଼ତୋଟା ଅଞ୍ଚଳରେ ପୋଲିସ ଚଢ଼ାଉ କରି, ଦୁଇଜଣ ପେଶାଦାର ମଦ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ଜଟଣୀ ପୋଲିସ ପେଟ୍ରୋଲିଂ କରିବା ସମୟରେ ବିଶେଷସୂତ୍ରରୁ ଖବର ପାଇ, ବଡତୋଟା ଅଞ୍ଚଳରେ…