Tag: jatni

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବନ ମହୋତ୍ସବ।

ଜଟଣୀ : ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବନ ମହୋତ୍ସବ ପାଲିତ ହୋଇଯାଇଛି। ଗଛ ଲଗେଇବା ଦ୍ୱାରା ଆମେ କିପରି ଆମ ପରିବେଶର ସୁରକ୍ଷା କରିପାରିବା। ବାୟୁମଣ୍ଡଳରେ ବଢୁଥିବା ତାପମାତ୍ରାକୁ ଗଛ ଲଗାଇ ଏହାକୁ କିପରି ନିୟନ୍ତ୍ରଣ କରିପାରିବା,…

ଲବଣଗିରି ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ।

ଜଟଣୀ : ଜଟଣୀ ଲବଣଗିରି ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ପାଲିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ସଚିବ ମନୋରଞ୍ଜନ ମହାପାତ୍ର , ସମ୍ମାନିତ ଅତିଥି ଭାବେ ଜୟନ୍ତ କୁମାର…

ହରିଡାମଡାରେ ୭୪ ତମ ବନ ମହୋତ୍ସବ ସପ୍ତାହ ପାଳିତ।

ଜଟଣୀ: ୭୪ ତମ ବନ ମହୋତ୍ସବ ସପ୍ତାହ, ଜଟଣୀ ବ୍ଲକ ଅଧିନ ହରିଡାମଡାରେ ଅଞ୍ଚଳରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ , ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର , ଖୋର୍ଦ୍ଧା ଜିଲ୍ଲାପାଳ କେ.…

ଓଭର ବ୍ରିଜ ପାଇଁ,  ମିନି ମାରାଥନ

ଜଟଣୀ: ବହୁ ପ୍ରତିକ୍ଷିତ ଜଟଣୀ ଓଭର ବ୍ରିଜ ନିର୍ମାଣ ସରିବାକୁ ଯାଉଛି। ଉଦଘାଟନ ତାରିଖ ପ୍ରଶାସନ ଘୋଷଣା କରିନଥିଲେ ମଧ୍ୟ, ଖୁବଶୀଘ୍ର ଏହାର ଉଦଘାଟନ ହେବ ବୋଲି ଜଟଣୀବାସୀ ଆଶା ରଖିଛନ୍ତି। ଗୁରୁବାର ଜଟଣୀ ନାଗରିକ କମିଟିର ସଭାପତି ମନ୍ମଥ ରାଉତରାୟଙ୍କ…

ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ

ଜଟଣୀ: ଜଟଣୀ ଥାନା ଆଗରେ ଘଟିଛି ମର୍ମାନ୍ତୁକ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ରାତି ପ୍ରାୟ 10ଟା ସମୟରେ, ଜଟଣୀ ହରିଭାଇନା ଛକ ପଟୁ ଏକ ଟ୍ରକ ସିତାରାମ ଛକ ପଟକୁ ଯିବା ସମୟରେ,…

ବ୍ରାଉନସୁଗାର ଜବତ, ବେପାରୀ ଗିରଫ

ଜଟଣୀ: ଜଣେ ଧଳା ଜହର ବେପାରୀକୁ ଗିରଫ କରି, କୌର୍ଟ ଚାଲାଣ କରିଛି ଜଟଣୀ ପୋଲିସ। ସୂଚନା ମୁତାବକ ବିଶେଷ ସୂତ୍ରରୁ ଖବର ପାଇ ଜଟଣୀ ପୋଲିସର ଏକ ଟିମ୍ ସେଞ୍ଚୁରିୟାନ ମା’ଖୁଣ୍ଡୁଆଳଙ୍କ ମନ୍ଦିର ନିକଟରେ ଚାଡାଉ କରି ଜଣେ ଧଳା…

ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

ଜଟଣୀ: ଜଟଣୀ ଥାନା ଅଧୀନ ବେଣାପଞ୍ଜରୀ ଗ୍ରାମରେ ଆଜି ଘଟିଛି ଏକ ଦୁଃଖଦ ଘଟଣା। ବଜ୍ରାଘାତରେ ଚାଲିଯାଇଛି ଜଣେ ଯୁବକଙ୍କ ଜୀବନ। ମୃତ ଯୁବକ ଜଣଙ୍କ ହେଉଛନ୍ତି ବେଣାପଞ୍ଜରୀ ଟାଙ୍ଗୀ ସାହିର ସେକ୍ ଜାହିର। ଅପରାହ୍ନ ସମୟରେ ପ୍ରବଳ ବର୍ଷା ସହିତ…

ଜଟଣୀ ଓଭର ବ୍ରିଜ ନିର୍ମାଣ ସରିବା ତାରିଖ ଘୋଷଣା କଲା ପ୍ରଶାସନ

ଜଟଣୀ: ସବୁ କଳ୍ପନା ଜଳ୍ପନାର ହେଲା ଅନ୍ତ। ଜଟଣୀର ଥିବା ବହୁ ଦିନର ସମସ୍ୟାର ହେବାକୁ ଯାଉଛି ସମାଧାନ। ଆଉ ଲୋକମାନେ ହେବେନି ହଇରାଣ, ସୁବିଧାରେ କରିବେ ଗମନାଗମନ। ବର୍ଷା ପାଣିରେ ବୁଡିବନି ଆଉ ମୋ ବସ୍, କି ରେଲୱେ ଅଣ୍ଡରଗ୍ରାଉଣ୍ଡ…

ମୃତ୍ୟୁ ଅପେକ୍ଷାରେ ଭାଇନା

ଜଟଣୀ: ଜଟଣୀ ହରିଭାଇନା ଛକରେ ଥିବା, ନୂଆ ବସ୍ ଷ୍ଟାଣ୍ଡ ଭିତରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଦୃଶ୍ୟ। ବସ୍ ଷ୍ଟାଣ୍ଡର ପୁରୁଷ ଶୌଚାଳୟ ଭିତରେ, ଜଣେ ଯୁବକ ମୃତ୍ୟ ସହ ଲଢେ଼ଇ କରୁଛନ୍ତି। ଯୁବକଙ୍କ ନା କେହି ଜାଣି ନଥିବା…

ମହିଳାଙ୍କ ସୁରକ୍ଷା ଓ ଅଧିକାରକୁ ନେଇ ସଚେତନତା କାର୍ଯ୍ୟକ୍ରମ

ଜଟଣୀ: ଜଟଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ, ତାଲୁକସ୍ତରୀୟ ଆଇନ ସେବା କମିଟି ଜଟଣୀ ପକ୍ଷରୁ, ତାଲୁକସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଟଣୀ କୌର୍ଟର ବିଚାରପତି ହିତାଶ୍ରୀ ବେହେରା ଯୋଗଦେଇ…