Tag: jatni

ପ୍ରାଣନାଥ ପଟ୍ଟନାୟକଙ୍କ ୫୪ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ବ୍ୟୁରୋ: ଜଟଣୀ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ପକ୍ଷରୁ ମହାନ ସ୍ଵାଧୀନତା ସଂଗ୍ରାମୀ ତଥା ଓଡିଶାରେ ଶିକ୍ଷା ଆନ୍ଦୋଳନର ପବର୍ତ୍ତକ ସ୍ଵର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ୫୪ତମ ଶ୍ରାଦ୍ଧ ବାର୍ଷିକୀ ଜଟଣୀ ପ୍ରାଣନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଫାଉଣ୍ଡେସନର ଚେୟାରମ୍ୟାନ…

ଚୋରି ଜିନିଷ ଜବତ, ଜଣେ କୋର୍ଟ ଚାଲାଣ

ବ୍ୟୁରୋ: ଜଟଣୀ ପୋଲିସ ଗତ ୨ତାରିଖରେ ଘଟିଥିବା ଚୋରି ଘଟଣାର ତଦନ୍ତ କରି, ଚୋରି ଟଙ୍କା ଓ ସୁନା ଅଳଙ୍କାର ଜବତ କରିବା ସହ ଜଣେ ମହିଳା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ମହିଳା ଅଭିଯୁକ୍ତ ଜଣକ…

ମଣ୍ଡଳ ସ୍ତରୀୟ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ମଣ୍ଡଳ ସ୍ତରୀୟ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି।ଜଟଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିବାଳା ପରିଡ଼ାଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ…

ନାଇଜର ଜାତୀୟ ଯୋଗ ସମ୍ମିଳନୀ ଉଦ୍‌ଯାପିତ

ବ୍ୟୁରୋ : ନାଇଜର ଭୁବନେଶ୍ୱରର ଜଟଣୀ କ୍ୟାମ୍ପସ ପରିସରରେ ଚାଲିଥିବା ପରମାଣୁ ଉର୍ଜା ବିଭାଗର ସପ୍ତମ ଜାତୀୟ ଯୋଗ ସମ୍ମିଳନୀ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ଏହି ଉଦ୍‌ଯାପନୀ ଉତ୍ସବରେ ସଭାପତିତ୍ୱ କରିଥିଲେ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ହିରେନ୍ଦ୍ରନାଥ ଘୋଷ । ମୁଖ୍ୟ…

ନାବାଳିକା ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ କୋର୍ଟ ଚାଲାଣ

ବ୍ୟୁରୋ: ଗତ ଶନିବାର ରାତିରେ ଜଟଣୀ କୁଦିଆରୀ ଅଞ୍ଚଳରେ ଘଟିଥିବା ନାବାଳିକା ଦୁଷ୍କର୍ମ ଘଟଣାର, ଜଟଣୀ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଜଟଣୀ ଥାନା ଅଧୀନ କୁଦିଆରୀ…

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ବ୍ୟୁରୋ: ଗତ କାଲି ରାତିରେ ଘଟିଥିବା ଘଟଣା ଜଟଣୀକୁ ଦେଇଛି ଲଜ୍ଜା। ଜଟଣୀ ଥାନା ଅଧିନ କୁଦିଆରୀ ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ରାଜ୍ୟରେ ଗତ କିଛି ଦିନ ହେବ ମହିଳାମାନଙ୍କ ଉପରେ ଶାରୀରିକ ନିର୍ଯ୍ୟାତନା…

ଜଟଣୀ ରୋଟାରୀ କ୍ଳବ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ବ୍ୟୁରୋ: ଜଟଣୀ ରୋଟାରୀ କ୍ଳବ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜଟଣୀ ରୋଟାରୀ କ୍ଳବ ଓ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରାଜଧାନୀ ନୀଳଶୈଳ ସଂଗଠନ ମିଳିତ ସହଯୋଗରେ ଏହି ମାଗଣା ସ୍ୱାସ୍ଥ୍ୟ ଶିବିର…

ପ୍ରଭୁ ଗଜାନନଙ୍କୁ ଭୋଗ ହାଣ୍ଡି ଅର୍ପଣ

ବ୍ୟୁରୋ: ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ ବିକାଶ ପରିଷଦ ପକ୍ଷରୁ ପ୍ରଭୁ ଗଣେଶ ଙ୍କୁ ହାଣ୍ଡି ଭୋଗ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭ୍ୟମାନେ ଜଟଣୀର ବିଭିନ୍ନ ଗଣେଶ ମଣ୍ଡପକୁ ଯାଇ ପ୍ରଭୁ ଗଜାନନ, ମାତା ସରସ୍ୱତୀ ଓ…

୮ମ ଯୁବ ସମ୍ମାନ ଉତ୍ସବ

ବ୍ୟୁରୋ: ଜଟଣୀ ୟୁଥ୍ ଫେଡରେସନ୍ ପକ୍ଷରୁ ରବିବାର ସନ୍ଧ୍ୟାରେ, ଜଟଣୀ ଥାନା ଛକ ନିକଟରେ ୮ମ ଯୁବ ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଅନନ୍ତ ଶତପଥୀ ଉତ୍ସବକୁ ସଭାପତିତ୍ବ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଟଣୀ…

ନାଳରେ ଭାସୁଛି ଅଜଣା ମୃତ ଦେହ

ବ୍ୟୁରୋ: ଜଟଣୀ ଥାନା ଅଧିନ କିଷ୍ଟ କଲେଜ ନିକଟ ଷଣ୍ଢପୁର ଜଗନ୍ନାଥ ବିହାର ପାଖ ନାଳରେ ଭାସୁଛି ଅଜଣା ମୃତ ଦେହ। ଆଜି ସକାଳୁ ସ୍ଥାନୀୟ ଲୋକେ ନାଳରେ ମୃତ ଦେହ ଭାସୁଥିବାର ଦେଖିଥିଲେ, ପରେ ପୋଲିସକୁ ଖବର ଦେଇଥିଲେ। ମୃତ…