Tag: india

ପୋଷା କୁକୁରର ଦଶାହ ପାଳିଲେ ପଶୁପ୍ରେମୀ

ବ୍ୟୁରୋ: ମୋତି ଏକ କୁକୁର ହେଲେ ମଧ୍ୟ ତା ପାଖରେ ଏକ ପ୍ରେମମୟ ହୃଦୟ ଥିଲା , ଯାହା ଆମ ମାନଙ୍କୁ ତା ପ୍ରେମରେ ବାନ୍ଧି ରଖିଥିଲା। ଏଭଳି କିଛି କଥା କହିଛନ୍ତି ପଶୁ ପ୍ରେମୀ କୈଳାସ ବେହେରା। ଜଟଣୀ ବ୍ଲକ…

ଠିକାଦାରଙ୍କ ଘରୁ ମିଳିଲା ୪୨ କୋଟି

ବ୍ୟୁରୋ: ଠିକାଦାରଙ୍କ ଘରୁ ମିଳିଲା ନଗଦ ୪୨ କୋଟି ଟଙ୍କା । ୨୩ ଟି ପେଟିରେ ରହିଥିଲା ଏହି ୪୨ କୋଟି ଟଙ୍କା । ୫୦୦ ଟଙ୍କା ମୂଲ୍ୟର ସମସ୍ତ ଟଙ୍କା ୨୩ଟି ପେଟିରେ ଭର୍ତ୍ତି ହୋଇରହିଥିଲା। ସୂଚନା ମୁତାବକ କର୍ଣ୍ଣାଟକର…

୨୦୨୪ରୁ ବନ୍ଦେ ଭାରତ ସ୍ଲିପର୍ ଭର୍ସନ୍

ବ୍ୟୁରୋ: ରେଳଯାତ୍ରୀଙ୍କ ପାଇଁ ଆସିଲା ଖୁସୀ ଖବର। ୨୦୨୪ରୁ ବନ୍ଦେ ଭାରତ ଟ୍ରେନରରେ, ଶୋଇକି ଯାତ୍ରା କରିବାର ମଜା ନେଇପାରିବେ ଯାତ୍ରୀ। ଏହି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ବନ୍ଦେ ଭାରତ ଏକ୍ସପ୍ରେସର, ସ୍କିପର୍ ଭର୍ସନ୍‌ କିପରି ରହିବ,…

୨୦୨୫ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ, ହୋମି ଭାବା କ୍ୟାନସର ହସ୍ପିଟାଲ ଏବଂ ରିସର୍ଚ୍ଚ ସେଣ୍ଟର

ବ୍ୟୁରୋ: ଜଟଣୀ ନାଇଜର କ୍ୟାମ୍ପସରେ ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହୋମି ଭାବା କ୍ୟାନସର ହସ୍ପିଟାଲ ଏବଂ ରିସର୍ଚ୍ଚ ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟରରେ ଲୋକମାନଙ୍କୁ ମିଳିବ ଅତ୍ୟାଧୁନିକ ସୁବିଧା…

ବରିଷ୍ଠ ନାଗରିକ ମାନେ ହେଉଛନ୍ତି ସମାଜର ଦିଗଦର୍ଶକ

ବ୍ୟୁରୋ: ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ତରଫରୁ, ଆଜି ଜଟଣୀ ରାଣିପୁର, ବାପା ମା’ଙ୍କ ସେବାଶ୍ରମରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ସଂଘର ସଭାପତି ବରିଷ୍ଠ ଆଇନଜୀବୀ ଓ ନୋଟରୀ ତଥା ବରିଷ୍ଠ ସାମ୍ବାଦିକ ଅବନୀ କୁମାର…

ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ।

ବ୍ୟୁରୋ: ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ଏକମାତ୍ର କନ୍ୟା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ବିଶିଷ୍ଟ ଲେଖିକା ଗୀତା ମେହେଟାଙ୍କ ୮୦ ବର୍ଷ ବୟସରେ ପରଲୋକ ଘଟିଛି। ଗୀତା ଜଣେ ସୁଲେଖିକା, ଡକୁମେଣ୍ଟାରୀ ଫିଲ୍ମ ନିର୍ମାତା ଓ ସାମ୍ବାଦିକା…

ବାଛରା ପାହାଡ଼ ହେବ ସବୁଜ ସୁନ୍ଦର।

ବ୍ୟୁରୋ: ଜଟଣୀ ପୋୖର ପରିଷଦ ଅଧିନ ବାଛରା ଲଣ୍ଡା ପାହାଡ଼ ହେବ ଏବେ ସବୁଜ ସୁନ୍ଦର। ସବୁଜ ପାହାଡ଼ ପ୍ରକଳ୍ପ ଅଧୀନରେ ମିଳିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ, ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ,…

ଇସ୍ରୋକୁ ଶୁଭେଚ୍ଛା ଜଣାଇଲେ ଜଟଣୀ ବିଜେପି କର୍ମୀ

ବ୍ୟୁରୋ: ଚନ୍ଦ୍ରୟାନ- ୩ର ସଫଳତା ପାଇଁ ଇସ୍ରୋର ସମସ୍ତ ବୈଜ୍ଞାନିକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ଜଟଣୀ ବିଜେପି ନଗର ମଣ୍ଡଳ ପକ୍ଷରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି। ଜଟଣୀ ସୀତାରାମ ଛକରେ ଜଟଣୀ ବିଜେପି ନଗର ମଣ୍ଡଳର ସଭାପତି ତିରୁପତି ଶତପଥୀଙ୍କ…

ଜହ୍ନରେ ପାଦ ଥାପିଲା ଭାରତ

ବ୍ୟୁରୋ: ସଫଳତାର ସହ ଆଜି ଚନ୍ଦ୍ରରେ ଅବତରଣ କରିଛି ‘ଚନ୍ଦ୍ରଯାନ-୩’ । ପ୍ରାୟ ୧୯ ମିନିଟ ଧରି ଚାଲିଥିଲା ଏହି ଲ୍ୟାଣ୍ଡିଂ ପ୍ରକ୍ରିୟା । ଧୀରେ ଧୀରେ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଓହ୍ଲାଇଛି ‘ଚନ୍ଦ୍ରଯାନ-୩’ । ‘ଚନ୍ଦ୍ରଯାନ-୩’ର ସଫଳତା ଲ୍ୟାଣ୍ଡିଂ ପରେ…

କିପରି ପାଇବେ ସାହାରା ଇଣ୍ଡିଆରେ ଜମା କରିଥିବା ଟଙ୍କା।

ବ୍ୟୁରୋ: ସାହାରା ଇଣ୍ଡିଆ ଜମାକାରୀଙ୍କ ପାଇଁ ଆସିଛି ସାମାନ୍ୟ ଖୁସୀ ଖବର। କେନ୍ଦ୍ର ସରକାର ଜମାକାରୀଙ୍କ ଟଙ୍କା ଫେରେଇବା ପାଇଁ ଲଞ୍ଚ କରିଛନ୍ତି ‘ସାହାରା ରିଫଣ୍ଡ ପୋର୍ଟାଲ’। ଏହି ପୋର୍ଟାଲରେ ଆପଣମାନେ ଆବେଦନ କରି, ୪୫ ଦିନ ଭିତରେ ନିଜର ଜମା…