Tag: crime

ଡକାୟତି ଯୋଜନା ପଣ୍ଡ, ୫ ପେଷାଦାର ଲୁଟେରା ଗିରଫ

ଜଟଣୀ: ଜଟଣୀ ଥାନା ଅଞ୍ଚଳରେ ଏକ ବିରାଟ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ମାଡି ବସିଲା ପୋଲିସ। ଆଉ ଗିରଫ କଲା ୫ପେଷାଦାର ଲୁଟେରାଙ୍କୁ। ସୂଚନା ଅନୁସାରେ ଜଟଣୀ ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟ ନିକଟ ଖଣ୍ଡୁଆଳ ମନ୍ଦିର ପାଖରେ ଡକାୟତି ଯୋଜନା…

ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ କୋର୍ଟ ଚାଲାଣ

ଜଟଣୀ: ଜଣେ ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିବା ଅଭିଯୋଗରେ ଜଟଣୀ ପୋଲିସ ଅଭିଯୁକ୍ତକୁ ଗିରଫକରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଜଟଣୀ ଥାନା ଅଧୀନ ଛଣଘର ଗ୍ରାମର ଅରୁ ଭୋଇ। ସୂଚନା ମୁତାବକ…

ଖଣ୍ଡା ଆକ୍ରମଣରେ ସାନ ଭାଇ ମୃତ, ବଡ଼ ଭାଇ ହେଲା ଗୁରୁତର

ବୋଲଗଡ଼: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା କୁମ୍ଭାରୀ ଗ୍ରାମର ଦୁଇ ଭାଇଙ୍କୁ କିଛି ଦୃବୁର୍ତ୍ତ ଖଣ୍ଡାରେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି । ଆକ୍ରମଣରେ ସାନ ଭାଇର ମୃତ୍ୟୁ ଘଟିଥିବା ବେଳେ ବଡ଼ ଭାଇ ଗୁରୁତର ରହିଛି। ସୂଚନା ମୁତାବକ କୁମ୍ଭାରୀ…