ବ୍ୟୁରୋ: ବିଜେପିରେ ସାମିଲ ହେଲେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ସେ ସାମିଲ ହୋଇଥିବା ସୂଚନା ମିଳୁଛି। ବିଜେପି ଉତ୍ତରୀୟ କାନ୍ଧରେ ପକାଇଥିବା ଫଟୋ ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ବିଜେଡି ଦଳରୁ ସାଂସଦ ଭାବେ ବିଜୟ ଲାଭ କରୁଥିବା ପ୍ରସନ୍ନ ଙ୍କୁ ୨୦୧୯ ଓ ୨୦୨୪ ରେ ବିଜେଡିରୁ  ଟିକେଟ ମିଳିନଥିଲା। ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ଯାଉଥିବାବେଳେ, ପ୍ରସନ୍ନ ପାଟ୍ଟଶାଣୀ ବିଜେଡି ଛାଡି ବିଜେପି ରେ ଯୋଗ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *