ବ୍ୟୁରୋ: ଜଟଣୀ ବ୍ଲକ ଅଧିନ ମୁଣ୍ଡଳ ମହାବୀର କ୍ରିକେଟ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି ୨ ଦିନିଆ ସର୍କଲ ଲିଗ । ମୁଣ୍ଡଳ ଗ୍ରାମର କ୍ରିକେଟ ଖେଳାଳୀ ମାନଙ୍କୁ ନେଇ ସର୍କଲ ଲିଗ ପାଇଁ, ୬ ଟି ଦଳ ପ୍ରସ୍ତୁତ କରାଯାଉଛି। ଏହି ଲିଗ ରେ ପ୍ରତି ଦଳ ୫ଟି ଲେଖାଏଁ ମ୍ୟାଚ ଖେଳିବେ । ପ୍ରଥମ ଦିନରେ ଟିମ ଡୋମିନେଟର ୪ଟି ମ୍ୟାଚ, ବଜରଙ୍ଗୀ ବ୍ଲାଷ୍ଟର ୩ଟି ମ୍ୟାଚ, ରୟାଲ ସ୍କ୍ୱାଡ଼ ୩ଟି ମ୍ୟାଚ, ଟିମ ସରକାର ୩ଟି ମ୍ୟାଚ, ରାଗିଙ୍ଗ ବୁଲସ ୩ଟି ମ୍ୟାଚ, ମହାବୀର ଫାଇଟର ୪ଟି ମ୍ୟାଚ ଖେଳିଥିଲେ ।

Leave a Reply

Your email address will not be published. Required fields are marked *