ବ୍ୟୁରୋ: ଆଉ ପୂର୍ବ ବର୍ଷ ଭଳି ମାଟ୍ରିକ ସାର୍ଟିଫିକେଟ ପାଇବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ କରିବାକୁ ପଡିବନି ଅପେକ୍ଷା। ଚଳିତ ବର୍ଷ  ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ଦିନ ହିଁ ଛାତ୍ରଛାତ୍ରୀ ମାନେ ପାଇପାରିବେ ତାଙ୍କ ସାର୍ଟିଫିକେଟ । ଘରେ ବସି କରିପାରିବେ ମାଟ୍ରିକ ସାର୍ଟିଫିକେଟ ଡାଉନଲୋଡ । ଆଉ କିଛି ଦିନ ପରେ ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ ।ସେଥିପାଇଁ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ଦିନ ହିଁ ସାର୍ଟିଫିକଟ ମିଳିବା ପାଇଁ କରାଯାଇଛି ବ୍ୟବସ୍ଥା ।

Leave a Reply

Your email address will not be published. Required fields are marked *