ବ୍ୟୁରୋ, ୦୩/୦୨: ଜଟଣୀ ଜଗନ୍ନାଥପୁର ସ୍ଥିତ ଶ୍ରୀଶ୍ରୀ ନଗେଶ୍ୱର ମହାଦେବଙ୍କ ପୀଠରେ ବିଂଶତମ ବାର୍ଷିକ ମହାରୁଦ୍ର ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।

୩୦ତାରିଖ ଠାରୁ ଠାରୁ ଯଜ୍ଞ ଆରମ୍ଭ ହୋଇ  ଗତ କାଲି ଶ୍ରୀପଞ୍ଚମୀରେ ଯଜ୍ଞ ପୂର୍ଣ୍ଣାହୁତି ହୋଇଥିଲା। ୩୧ ତାରିଖରେ ଜଳଯାତ୍ରା ଅନୁଷ୍ଠିତ ହୋଇଥିଲା। ସୂର୍ଯ୍ୟ ପୂଜା, ଗୋପୂଜା, ରୁଦ୍ରାଭିଷେକ ହୋଇଥିଲା। ଗତ କାଲି ସରସ୍ୱତୀ ପୂଜାରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା। ଗ୍ରାମ ଓ ପାଖ ଗ୍ରାମର ଶ୍ରଦ୍ଧାଳୁ ମାନେ ଯଜ୍ଞରେ ଯୋଗଦାନ କରି ପ୍ରସାଦ ସେବନ କରିଥିଲେ। ମନ୍ଦିର ପରିଚାଳନା କମିଟି ପକ୍ଷରୁ ମହାଯଜ୍ଞ ପରିଚାଳନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *