ପୂର୍ବତନ ମୁଖ୍ୟ ଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଭୁବନେଶ୍ୱର ଘର ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ଟିମ ଚଢ଼ାଉ କରିଛି। ଯାନ୍ତ୍ରୀଙ୍କ ଭୁବନେଶ୍ୱର ଘରୁ ମିଳିଛି ବହୁ ପରିମାଣର ସୁନା, ରୁପା, ହୀରା ସହ ନଗଦ ଟଙ୍କା । ଏହା ସହ ଭିଜିଲାନ୍ସ ଟିମ ନଜର କୁ ଆସିଛି ଯାନ୍ତ୍ରୀଙ୍କ ଘରେ ଥିବା ମର୍ସିଡିଜ କାର । ପୂର୍ବତନ ମୁଖ୍ୟ ଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଚଢାଉରେ ୧୨ ଜଣ ଡିଏସପି, ୧୨ ଜଣ ଇନ୍ସପେକ୍ଟର, ୧୬ ଜଣ ଏଏସଆଇଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

Leave a Reply

Your email address will not be published. Required fields are marked *