ବ୍ୟୁରୋ:  ସଫଳତାର ସହ ଆଜି ଚନ୍ଦ୍ରରେ ଅବତରଣ କରିଛି ‘ଚନ୍ଦ୍ରଯାନ-୩’ । ପ୍ରାୟ ୧୯ ମିନିଟ ଧରି ଚାଲିଥିଲା ଏହି ଲ୍ୟାଣ୍ଡିଂ ପ୍ରକ୍ରିୟା । ଧୀରେ ଧୀରେ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଓହ୍ଲାଇଛି ‘ଚନ୍ଦ୍ରଯାନ-୩’ । 

‘ଚନ୍ଦ୍ରଯାନ-୩’ର ସଫଳତା ଲ୍ୟାଣ୍ଡିଂ ପରେ  ସାରା ଭାରତରେ  ଖେଳିଯାଇଛି ଏବେ ଖୁସିର ଲହରୀ ।  ଗାଁଠୁ ସହର ସବୁଠି ପାଳନ ହେଉଛି ଉତ୍ସବ। ଏହି ସଫଳତା ପାଇଁ ଇସ୍ରୋ ବୈଜ୍ଞାନିକ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭାରତବାସୀ।

Leave a Reply

Your email address will not be published. Required fields are marked *