Category: ରାଜ୍ୟ ଖବର

ଓଡ଼ିଶା ଆଇକନିକ ଆୱାର୍ଡ଼ ସମ୍ମାନ ପାଇଲେ ଡାକ୍ତର ରାକେଶ କଲେତ୍

ବ୍ୟୁରୋ: ଡାକ୍ତର ରାକେଶ ଚନ୍ଦ୍ର କଲେତ୍ ‘ଓଡ଼ିଶା ଆଇକୋନିକ’ ଆୱାର୍ଡ଼ ସମ୍ମାନରେ ସମ୍ମାନିତ ହୋଇଛନ୍ତି। କଟକ ଜିଲ୍ଲାରେ ଆୟୋଜିତ ହୋଇଥିବା ୱାର୍ଲ୍ଡ ଚାରିଟି ୱେଲଫେୟର ଫାଉଣ୍ଡେସନ ପକ୍ଷରୁ ଆୱାର୍ଡ଼ ସେରିମୋନି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହି ସମ୍ମାନ ଗ୍ରହଣ କରିଛନ୍ତି। ଡାକ୍ତର…

ସାହି ଯାତ୍ରା ସାରି ମନ୍ଦିରକୁ ବହୁଡ଼ିଲେ ମା’ଭଗବତୀ

ବ୍ୟୁରୋ: ଜଟଣୀ ହାଟବଜାର ସ୍ଥିତ ଅସ୍ଥାୟୀ ମଣ୍ଡପରେ ଚାଲିଥିବା ମା’ ଭଗବତୀଙ୍କ ବାର୍ଷିକ ସାହି ଯାତ୍ରା ଉତ୍ସବ ଉଦଯାପିତ ହୋଇଯାଇଛି। ଜୁନ ୨୫ତାରିଖ ମଧ୍ୟ ରାତ୍ରୀରେ ମା’ ଭଗବତୀ ଲୋକ କଲୋନୀ ସ୍ଥିତ ନିଜ ପୀଠରୁ ଘଣ୍ଟ ଘଣ୍ଟା, ବାଜା ବାଣ…

ଟଙ୍କା ନ ଦେବାରୁ ବାପାକୁ ହତ୍ୟା କଲା ପୁଅ

ବ୍ୟୁରୋ: ଟଙ୍କା ନ ଦେବାରୁ ବାପାକୁ ହତ୍ୟା କଲା ପୁଅ। ଏଭଳି ଏକ ଅମାନସିକ ଘଟଣା ଘଟିଛି ଭୁବନେଶ୍ୱର ମଞ୍ଚେଶ୍ବର ଅଞ୍ଚଳରେ। ସାମାନ୍ୟ ଟଙ୍କା ପାଇଁ ଜଣେ ବାପାକୁ ଛୁରୀ ଭୁସି ହତ୍ୟା କଲା ପୁଅ । ଏହି ଘଟଣା ଆଜି…

ଲାଇବ୍ରେରୀ ଆଟେଣ୍ଡାଣ୍ଟଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ବ୍ୟୁରୋ: ଜଟଣୀ ବ୍ଲକ ଅଧିନ କନ୍ତିଆ ପଞ୍ଚାୟତ ଅନ୍ତର୍ଗତ ଶ୍ରୀସୋମନାଥ ବାଲୁଙ୍କେଶ୍ଵର ଦେବ ମହିଳା ମହାବିଦ୍ୟାଳୟର, ଲାଇବ୍ରେରୀ ଆଟେଣ୍ଡାଣ୍ଟ ଶ୍ରୀମତୀ ପୁଷ୍ପିତା ରାଣୀ ଦାସଙ୍କ, ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ସତ୍ୟବ୍ରତ ମହାନ୍ତିଙ୍କ ସଭାପତିତ୍ଵରେ…

କୂଅରେ ପଡ଼ି ଦାଦା ପୁତୁରା ମୃତ

ବ୍ୟୁରୋ: ଜଟଣୀ ଥାନା ଅଧିନ ଗୋରା ଧର୍ମ ସାଗର ଅଞ୍ଚଳରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ଏକ ପରିତ୍ୟକ୍ତ କୂଅରେ ପଡ଼ି ଦାଦା ପୁତୁରାଙ୍କ ମୃତ୍ୟୁ ଘଟିଛି। ଏହି ଅଭାବନୀୟ ଖବର ଜଟଣୀରେ ଶୋକର ଛାୟା ଖେଳାଇ ଦେଇଛି…

ମନୋଜ ଆହୁଜା ହେବେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ।

ବ୍ୟୁରୋ : ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ହେବେ ମନୋଜ ଆହୁଜା। ପ୍ରଦୀପ ଜେନାଙ୍କ ପରେ ୧୯୯୦ ମସିହାର ଆଇଏଏସ୍ ଅଫିସର ମନୋଜ ଆହୁଜା ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ହେବେ । ଏନେଇ ସାଧାରଣ ପ୍ରଶାସନ ବିଭାଗ…

ବର୍ଷା ପାଣିରେ ବୁଡ଼ିଗଲା କାର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବ୍ୟୁରୋ: ବର୍ଷା ପାଣିରେ ବୁଡ଼ିଗଲା କାର। ଅଳ୍ପକେ ବର୍ତ୍ତିଲେ କାର ଚାଳକ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଜଟଣୀ ଅଞ୍ଚଳରେ।ଗୁରୁବାର ଅପରାହ୍ନରେ ମୌସମୀ ବର୍ଷାର ପ୍ରଭାବରେ ଜଟଣୀ ଅଞ୍ଚଳର ଅଧିକାଂଶ ଡ୍ରେନ ରୁ ପାଣି ନିଷ୍କାସନ ହୋଇପାରିନଥିଲା। ଜଟଣୀ ମୁଖ୍ୟ ରାସ୍ତା…

ସତୀଶ ଶର୍ମା ହେଲେ ଏମ୍.ପି. ପ୍ରତିନିଧି

ବ୍ୟୁରୋ: ସତୀଶ କୁମାର ଶର୍ମା ହେଲେ ଭୁବନେଶ୍ୱର ଏମ୍.ପି ଅପରାଜିତା ଷଡ଼ଙ୍ଗୀଙ୍କ ଜଟଣୀ ପୌରାଞ୍ଚଳ ପ୍ରତିନିଧି। ଯୁବ ସମାଜସେବୀ ସତୀଶଙ୍କୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଜଟଣୀ ପୋୖରାଞ୍ଚଳ ପ୍ରତିନିଧି ଭାବେ ନିଯୁକ୍ତି କରିଛନ୍ତି। ପୂର୍ବରୁ ସତୀଶ ସାଂସଦ ଙ୍କ ପ୍ରତିନିଧି ଥିବାବେଳେ…

ଜଟଣୀରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ୟୁରୋ: ଜଟଣୀର ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପକ୍ଷରୁ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ସୁସ୍ଥ ଏବଂ ନିରାମୟ ଜୀବନ ପାଇଁ ଯୋଗର ଆବଶ୍ୟକତା ରହିଛି। ଜଟଣୀ ପଞ୍ଚାୟତ ସମିତି ପକ୍ଷରୁ ବିଜୁ ପଟ୍ଟନାୟକ ଇଣ୍ଡୋର…

ପ୍ରତିଦିନ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ବ୍ୟୁରୋ: ଲୋକଙ୍କ ଅଭିଯୋଗ ଶୁଣିବେ, ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ପ୍ରତିଦିନ ୨ ଘଣ୍ଟା ଲୋକଙ୍କ ଅଭିଯୋଗ ଶୁଣିବେ। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ଥିବା ସମୟରେ ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ଅପରାହ୍ନ ୩ଟା ଠାରୁ ୫ଟା ପର୍ଯ୍ୟନ୍ତ ଲୋକଙ୍କ…