Category: ରାଜ୍ୟ ଖବର

ପୂର୍ବତନ ମୁଖ୍ୟ ଯନ୍ତ୍ରୀଙ୍କ ସୁନା ସଉକ

ପୂର୍ବତନ ମୁଖ୍ୟ ଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଭୁବନେଶ୍ୱର ଘର ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ଟିମ ଚଢ଼ାଉ କରିଛି। ଯାନ୍ତ୍ରୀଙ୍କ ଭୁବନେଶ୍ୱର ଘରୁ ମିଳିଛି ବହୁ ପରିମାଣର ସୁନା, ରୁପା, ହୀରା ସହ ନଗଦ ଟଙ୍କା । ଏହା ସହ…

ପୂଜକଙ୍କୁ ପାଉଣା ନ ମିଳିବାରୁ, ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତି

ବ୍ୟୁରୋ: ପୂଜକଙ୍କୁ ପାଉଣା ନ ମିଳିବାରୁ ଆଜି ପର୍ଯ୍ୟନ୍ତ ରଥରେ ଅଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମାତା ସୁଭଦ୍ରା । ପୂଜକଙ୍କ ପାଉଣା ପାଇଁ ରଥ ଉପରୁ ମନ୍ଦିରକୁ ପ୍ରବେଶ କରି ନାହାନ୍ତି ଚତୁର୍ଦ୍ଧାମୂର୍ତ୍ତି। ରଥ ଉପରେ ଖରା ବର୍ଷାରେ…

ଟ୍ରକ ଧକ୍କାରେ ଛାତ୍ରଙ୍କ ମୃତ

ବ୍ୟୁରୋ: ଜଟଣୀ ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟ ନିକଟରେ ଗ୍ୟାସ ବୋଝେଇ ଟ୍ରକ ଧକ୍କାରେ ହୋଇଛି ଜଣେ ଛାତ୍ରଙ୍କ ମୃତ୍ୟୁ । ମୃତ ଛାତ୍ର ଜଣକ ହେଉଛନ୍ତି ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟର ସାର୍ଥକ ସୁତାର । ତାଙ୍କ ଘର କେଉଁଝର ଜିଲ୍ଲା ଯୋଡ଼ା ଅଞ୍ଚଳରେ ।…

ଭିଜିଲାନ୍ସ ଜାଲରେ ଆଠଗଡ ବିଡିଓ ପ୍ରଦୀପ କୁମାର ସାହୁ

ବ୍ୟୁରୋ: ଭିଜିଲାନ୍ସ ଜାଲରେ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରୁଛି ଭିଜିଲାନ୍ସ । ଏକ କାଳୀନ 8ଟି ସ୍ଥାନରେ ଚାଲିଛି ଚଢାଉ । ଖୋର୍ଦ୍ଧା, ଭୁବନେଶ୍ବର, ନୟାଗଡ଼ ଓ ଆଠଗଡ଼ର…

ଧରା ପଡିଲା ପୋଲିସ ବାବୁଙ୍କ ପ୍ରେମ କାହାଣୀ

ବ୍ୟୁରୋ: ଧରା ପଡ଼ିଲା ପୋଲିସ ବାବୁଙ୍କ ପ୍ରେମ କାହାଣୀ। ଲୁଚି ଲୁଚି ପ୍ରେମ ଚାଲିଥିବା ବେଳେ ଧରିଲେ ପରିବାର ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଞ୍ଚଳରେ। ଧରା ପଡ଼ିଥିବା ବ୍ୟକ୍ତି ଜଣକ ବୋଲଗଡ଼ ଥାନା…

ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ବ୍ୟୁରୋ: ଜଟଣୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାକୁ ଉଦ୍‌ଘାଟନ କରିଥିଲେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଆଶିଷ କୁମାର ପଣ୍ଡା । ଶିଶୁମାନେ ମନରେ ବୈଜ୍ଞାନିକ ହେବା…

ବନ୍ଧୁତା ଦିବସରେ ୧୯୭୩ ବ୍ୟାଚର ବନ୍ଧୁମିଳନ

ବ୍ୟୁରୋ: ବନ୍ଧୁତା ଦିବସରେ ଏକାଠି ହେଲେ ଗୋଡିପୁଟ ମାଟିଆପଡା ଗ୍ରାମପଞ୍ଚାୟତ ଅଧିନ ହରିପୁର ଜନତା ମଧ୍ୟ ଇଂରାଜୀ ବିଦ୍ୟାଳୟର ୧୯୭୩ ମସିହା ବ୍ୟାଚର ସହପାଠୀମାନେ। ସମସ୍ତ ବନ୍ଧୁ ମାନେ ମିଶି ଐତିହାସିକ ଅରାଗଡ଼ ପାହାଡରେ ରହିଥିବା ବୌଦ୍ଧ ଧର୍ମର ପୁରାତନ କୀର୍ତିରାଜ…

୫୦ହଜାର ଲାଞ୍ଚ ନେଇ ଜେଲ ଗଲେ ଜଟଣୀ ବ୍ଲକ ସହକାରୀ ଯନ୍ତ୍ରୀ

ଠିକାଦାରଙ୍କ ଠାରୁ ବିଲ୍ ପାସ୍ ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜଟଣୀ ବ୍ଲକ ସହକାରୀ ଯନ୍ତ୍ରୀ (ଏଇ) ନିବେଦିତା ମହାନ୍ତି। ନିବେଦିତା ନିଜ ଖଣ୍ଡଗିରି ସ୍ଥିତ ବାସଭବନରେ ବିଲ ପାସ ପାଇଁ ଜଟଣୀ ବ୍ଲକ…

ରଙ୍ଗନାଥ ହେଲେ ଜଟଣୀ ପ୍ରେସ୍ କ୍ଲବ୍‌ର ନୂତନ ସଭାପତି

ବ୍ୟୁରୋ: ବରିଷ୍ଠ ସାମ୍ବାଦିକ ରଙ୍ଗନାଥ ବେହେରା ଜଟଣୀ ପ୍ରେସ କ୍ଲବ୍‌ର ନୂତନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ନିୟମ ଅନୁଯାୟୀ ପ୍ରତି ଦୁଇ ବର୍ଷରେ ଜଟଣୀ ପ୍ରେସ କ୍ଳବର ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ଗତକାଲି କ୍ଳବର ନିର୍ବାଚନରେ ଆଗାମୀ ଦୁଇ ବର୍ଷ…

ନିଶା ଠାରୁ ଦୂରେଇ ମୁଖ୍ୟ ସ୍ରୋତକୁ ଫେରିଲେ ଶିଶୁ

ବ୍ୟୁରୋ: ଜଟଣୀ ସୋସାଇଟି ଫର୍ ଚିଲ୍ଡରେନ୍ ସୋଚ୍ ଅନୁଷ୍ଠାନ ପକ୍ଷରୁ, ପିଲାମାନେ ନିଶା ଠାରୁ କିପରି ଦୂରେଇ ରହି ସମାଜର ମୁଖ୍ୟ ସ୍ରୋତ ଫେରିବେ, ସେ ନେଇ ଆୟୋଜିତ ଆଚରଣ ସଂଶୋଧନ ଶିବିରର ଉଦଯାପନ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି l…